Ollywood industry -ଦେଖନ୍ତୁ ଭିଡ଼ିଓ । ଶୁଣନ୍ତୁ ତାଙ୍କ ମୁହଁରୁ ଓଡିଆ ନାୟିକା ଏଲିନା ପ୍ରଥମ ଦିନ ଶାଶୁ ଘରେ କେମିତି କାଟିଲେ ,

0

ଓଡ଼ିଆ ଇଣ୍ଡଷ୍ଟ୍ରି ରେ କିଛି ଏମିତି ଚମତ୍କାର କଳାକାର ଅଛନ୍ତି ଯାହା ଙ୍କୁ ନେଇ ଆଜି ସତରେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ୍ ଗର୍ବିତ ଓ ଚର୍ଚ୍ଚା ରେ ରହିଛି ମଧ୍ୟ। ରିଆଲିଟି ସୋ ମାଧ୍ୟମ ରେ ଅନେକ ଝିଅ ଆସି ହିରୋଇନ୍ ହବା ର ସ୍ବପ୍ନ ଦେଖିଛନ୍ତି ଏବଂ କିଛି ଜଣ ଙ୍କ ର ସ୍ବପ୍ନ ପୁରା ହୋଇଛି ଏବଂ ଆଉ କିଛି ଜଣ ଙ୍କ ର ସ୍ବପ୍ନ ସ୍ବପ୍ନ ରେ ହିଁ ରହି ଯାଇଛି । ତେବେ ଆମେ ଆଜି ଏକ ଏହି ଭଳି ଅଭିନେତ୍ରୀ ବା ହିରୋଇନ୍ ଙ୍କ ବିଷୟରେ କହିବୁ ସେ ନିଜ ପରିଶ୍ରମ ବଳ ରେ ବହୁତ୍ ଉଚ୍ଚ ରେ ଏବଂ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡ଼ି ର ହିରୋଇନ୍ ଭାବେ ପରିଚିତ ଅଟନ୍ତି । ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ବିଷୟରେ ।

ଓଡ଼ିଶାରେ ଏଲିନା ସାମନ୍ତରାୟ ଙ୍କୁ କିଏ ବା ନ ଜାଣିଛି । ତେବେ ସେ ଯେବେଠୁ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସିଛନ୍ତି ସେବେଠୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ୍ ଦେଇ ଚାଲିଛନ୍ତି । ତାଙ୍କ ଅଭିନୟ ଏବଂ ତାଙ୍କ ସୁନ୍ଦର୍ ଚେହେରା ଅନ୍ୟ ମାନଙ୍କ ଠୁ ଖୁବ୍ ନିଆରା , ସେଥିପାଇଁ ସେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି ଏବଂ ବହୁତ୍ ଭଲ ପାଇବା ଓ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ତେବେ ଏଲିନା ହେଉଛନ୍ତି ଓଲିଉଡ଼ ର ସୁଇଟ୍ ଏବଂ ହଟ୍ ଅଭିନେତ୍ରୀ ,ତେବେ ଏବେ ତାଙ୍କୁ ୨୪ ବର୍ଷ ହୋଇ ଅଛି । ସେ ଯେତେ ଆଗକୁ ବଢୁଛନ୍ତି ତାଙ୍କର ଫ୍ୟାନ ସଂଖ୍ୟା ସେତେ ମଧ୍ୟ ଆଗକୁ ବଢ଼ିବାରେ ଲାଗୁଛି । ସେ ଏବେ ସମସ୍ତ ଓଡ଼ିଆ ଦର୍ଶକ ଙ୍କ ର ପ୍ରଥମ ପସନ୍ଦ ର ନାୟିକା । ତେବେ ସେ ମଧ୍ୟ ସୋସିଆଲ ମିଡିଆରେ ବହୁତ୍ ସକ୍ରିୟ ଅଛନ୍ତି ଏବଂ ସେଥିପାଇଁ ତାଙ୍କର ଅଧିକ ଫ୍ୟାନ ଅଛନ୍ତି । ଓଡ଼ିଶା ରେ ଏଲିନା ଙ୍କୁ ସମସ୍ତେ ଖୁବ୍ ଭଲ ପାଇବା ଦେଇଛନ୍ତି ଏବଂ କିଛି ଯୁବକ ତ ତାଙ୍କ ପାଇଁ ଦିୱାନା ଅଟନ୍ତି ।

ତେବେ ସେ ତାଙ୍କ ସୁନ୍ଦର୍ ଚେହେରା ଏବଂ ସୁନ୍ଦର୍ ଅଭିନୟ ପାଇଁ ସମସ୍ତଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ି ଦେଇଛନ୍ତି । ତେବେ ଏଲିନା ଙ୍କ ଖୁବ୍ ସୁନ୍ଦର୍ ଚେହେରା ସହିତ ତାଙ୍କର ମନଲୋଭା ହସ ତାଙ୍କୁ ଅନେକ ସଫଳତା ର ରାସ୍ତା କୁ ନେଇ ଆସିଛି । ତେବେ କୋରନା ମହାମାରୀ ପାଇଁ ସେ ବି ଅନ୍ୟ ମାନଙ୍କ ପରି କିଛି ଦିନ ହେବ ସିନେମା ଠାରୁ ଦୂରରେ ଅଛନ୍ତି , କିନ୍ତୁ ଏବେ ସେ ବହୁତ୍ ଚର୍ଚ୍ଚା ରେ ଅଛନ୍ତି । ଏଲିନା ତାଙ୍କର ଏକ କାର୍ଯ୍ୟ ପାଇଁ ସେ ଏବେ ବହୁତ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ଏଲିନା ନିକଟରେ ନିଜର ପାପ ସିନେମାକୁ ନେଇ ଚର୍ଚ୍ଚା ରେ ରହିଥିଲେ ।

ଏବେ ସେ ତାଙ୍କର ଆଉ ଏକ ନୂଆ ସିନେମା ଅରୁନ୍ଧତୀ କୁ ନେଇ ସେ ଏବେ ଆହୁରି ମଧ୍ୟ ଚର୍ଚ୍ଚା ରେ ଅଛନ୍ତି । ତେବେ ଏହି ସିନେମା ରେ ଏଲିନା ଶାଢ଼ୀ ପିନ୍ଧି ବଧୂ ବେଶ ରେ ଶାଶୁ ଘର କୁ ଯିବାର ଦୃଶ୍ୟ ରହିଛି,ଆଉ ଏଲିନା ଏହି ବଧୂ ବେଶ ରେ ବହୁତ୍ ସୁନ୍ଦର୍ ମଧ୍ୟ ଲାଗୁଛନ୍ତି । ତେବେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେହି ବଧୂ ବେଶ ର ଫଟୋ ଗୁଡ଼ିକ ପୋଷ୍ଟ କରିଛନ୍ତି ଏବଂ ଏହି ସିନେମା ଟି ଖୁବ୍ ଶୀଘ୍ର ମଧ୍ୟ ଆସିବାକୁ ଯାଉଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।