Baba Ramdev Health tips -ମାତ୍ର ୧୦ ଦିନରେ ଛୁଟି ଝଡ଼ିବା, କେଶ ପତଳା ହେବା, ରୁପି ଉଠିବା, ଲମ୍ବା ଚୁଟି ସମାଧାନ, ଆଜି ହିଁ କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।

ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।

କିନ୍ତୁ ବର୍ତ୍ତମାନ ପ୍ରାୟ କେଶ ଝଡ଼ିବା , ପତଳା ହୋଇଯିବା ଏବଂ ବଡ଼ ସମସ୍ୟା ହୋଇଯାଇଛି ।ଯାହା ଉଭୟ ପୁରୁଷ ଏବଂ ମହିଳା ଙ୍କ ପାଖରେ ଦେଖାଯାଉଛି। କିନ୍ତୁ ମହିଳା ମାନେ ଏଥିପାଇଁ ଅଧିକ ଚିନ୍ତା ରେ ରହିଥାନ୍ତି ।କାରଣ ଜଣେ ମହିଳାଙ୍କ ର ସୁନ୍ଦରତା ତାଙ୍କର କେଶ ଉପରେ ନିର୍ଭର କରିଥାଏ ।କିନ୍ତୁ କେଶ ଝଡ଼ିବା କୁ ନିୟନ୍ତ୍ରଣ କରିବା ପାଇଁ ଆପଣ ମାର୍କେଟ ରେ ମିଳୁଥିବା କସମେଟିକ ବ୍ୟବହାର କରନ୍ତୁ ନାହିଁ ଏହା ସବୁବେଳେ ଲାଭବାନ ହୋଇନଥାଏ ।

ତେଣୁ ଆମେ ଆଜି ଏମିତି ଏକ ଉପାୟ କହିବୁ ଯାହାକି ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା କୁ ଦୂର କରିଦେବ ।ତେବେ ଏହା ଲାଗି ଆପଣ କେବଳ ବ୍ୟବହାର କରୁଥିବା ସାମ୍ପୁ ରେ ଏହି ତିନୋଟି ଜିନିଷ ମିଶାନ୍ତୁ ।ତା ପରେ ଦେଖିବେ ଆପଣ ଙ୍କର କେଶ ଲମ୍ବା ,ଘନ ଓ ସୁନ୍ଦର ହୋଇଯିବ ।

ଆବଶ୍ୟକ ସାମଗ୍ରୀ:-

୧.କଳା ଜୀରା
୨.ସୋରିଷ ତେଲ
୩.ମେଥି
୪.ମେହେନ୍ଦୀ ପାଉଡର

ପ୍ରସ୍ତୁତ ପ୍ରଣାଳୀ:-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା କୁ ଆପଣ ପ୍ରଥମେ ଏକ ଲୁହା ପାତ୍ର ନିଅନ୍ତୁ ଏବଂ ଏଥିରେ ସୋରିଷ ତେଲ ପକାଇ ହାଲକା ଗରମ କରନ୍ତୁ ଏବଂ ଏଥିରେ ଦୁଇ ଚାମଚ କଳା ଜିରା ଏବଂ ଦୁଇ ଚାମଚ ମେଥି ଆଡ କରନ୍ତୁ ।ପରେ ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।ଏବେ ଏହାକୁ ଏକ ପାତ୍ର କୁ ବାହାର କରିନିଅନ୍ତୁ ଏବଂ ଏଥିରେ ଦୁଇ ଚାମଚ ମେହେନ୍ଦୀ ପାଉଡର ଆଡ କରନ୍ତୁ ଆଉ ସବୁକୁ ମିକ୍ସ କରନ୍ତୁ ଏବଂ ୫ ମିନିଟ ହାଲକା ଗରମ କରନ୍ତୁ । ବର୍ତ୍ତମାନ ଏହାକୁ ଛାଣିନିଅନ୍ତୁ ଓ କିଛି ସମୟ ଥଣ୍ଡା କରିବାକୁ ଛାଡି ଦିଅନ୍ତୁ ।ତେବେ ବର୍ତ୍ତମାନ ଆମର ରିମେଡି ପ୍ରସ୍ତୁତ ହୋଇଗଲା ।

ବ୍ୟବହାର କିପରି କରିବେ:-

ଏହାର ବ୍ୟବହାର ବହୁତ ସହଜ ଅଟେ ଆପଣ ସାଧାରଣ ତେଲ ଯେପରି ଲଗାନ୍ତି ସେହିପରି ଲଗେଇପାରିବେ ।ଏହି ରିମେଡି କୁ ଆପଣ ପୁରା କେଶ ର ମୂଳ ଠାରୁ ଆଗ ପର୍ଯ୍ୟନ୍ତ ଭଲଭାବରେ ଲଗାନ୍ତୁ ଓ ମାସାଜ କରି ଏହାକୁ ୫-୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦେବେ ।ତା ପରେ ପାଣି ରେ କେଶ ଧୋଇନେବେ ।ଏହି ପରି ସପ୍ତାହ ରେ ଦୁଇ ଥର କରନ୍ତୁ ।ମାତ୍ର ଗୋଟିଏ ମାସ ମଧ୍ୟରେ ଆପଣ ଙ୍କର କେଶ ଲମ୍ବା ,ଘନ ,କଳା ଓ ସୁନ୍ଦର ହୋଇଯିବ ଏପରି କି ଆପଣ ଙ୍କର ବାଳ ଧଳା ହୋଇଥିଲେ ମଧ୍ୟ କଳା ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।