ଦେଖନ୍ତୁ ଭିଡିଓ – ପରୀ କେଶ ରେ ମହାଖୁଲାସା ଗୋଟିଏ ରୁମ୍ ରେ ପରୀ ବାପା , ମା ଙ୍କର ଲୁଚିଲୁଚି କଥା ହେଉଥିବାର Secret ଭିଡିଓ କ’ଣ ସତରେ ତାଙ୍କ ବାପା ମା ହିଁ …

0

ନୟାଗଡ଼ ପରୀ ହତ୍ଯା ମାମଲା କୁ ବହୁ ଦିନ ବିତି ଯାଇଥିଲେ ମଧ୍ଯ ପ୍ରକୃତ ଦୋଷୀ କିଏ ତାହା ଜଣା ପଡି ନାହିଁ। ତେବେ ଝିଅ କୁ ନ୍ଯାୟ ଦେବା ପାଇଁ ପରୀ ର ବାପା, ମା ବିଧାନ ସଭା ଆଗରେ ଆତ୍ମହୁତି ଦେବା ଉଦ୍ୟମ କରିଥିଲେ। ତେବେ ବିଧାନ ସଭା ଆଗରେ ଆତ୍ମହୁତି ଦେବା ଉଦ୍ୟମ ର କଥାବାର୍ତ୍ତା ଏକ ଭିଡିଓ ରେକର୍ଡ ହୋଇଥିଲା।

ଯାହା ବର୍ତ୍ତମାନ ଭାଇରାଲ ହୋଇଛି। ବିଧାନ ସଭା ଆଗରେ ଆତ୍ମହୁତି ଦେବାର କଥାବାର୍ତ୍ତା ର ଆଲୋଚନା ଭିଡିଓ ଭାଇରାଲ। ସତ ମିଛ ର ଗୁମର କ୍ୟାମେରା ରେ ହୋଇଯାଇଛି ରେକର୍ଡ। ଯଦୁପୁର ନାବାଳିକା ହତ୍ଯା କାଣ୍ଡର ଅଭିଯୁକ୍ତ କୁ ଧରିବା ପାଇଁ ନାବାଳିକା ର ବାପା, ମା ଆତ୍ମହୁତି ର ଉଦ୍ୟମ କରିଥିଲେ। ତେବେ ସତ ମିଛ ର ଗୁମର ଏହି କ୍ୟାମେରା ରେ ରେକର୍ଡ ହୋଇଯାଇଥିଲା ଏବଂ ଆସନ୍ତୁ ଜାଣିବା କେତେ ସତ୍ଯତା ରହିଛି ଏହି ଭିଡିଓ ରେ ଏବଂ କଣ ଆଲୋଚନା କରାଯାଇଛି ଏହି ଭିଡିଓ ରେ।

ଏହି ଭିଡିଓ ରେ ଜଣେ ପୁରୁଷ ଲୋକଙ୍କ ଠୁ ଶୁଣିବା ପାଇଁ ମିଳିଛି ଯେ ସେ କହୁଛନ୍ତି ସେ ଦିନ ଯଉଁ ପଦ ଯାତ୍ରା ଆସିଲେ ମୁଁ ମନା କରୁଛି ତଥାପି ସେମାନେ ପଳେଇ ଆସିଲେ। ଜଣେ ସ୍ତ୍ରୀ ଲୋକ ଙ୍କ ମୁହଁରୁ ଶୁଣିବା ପାଇଁ ମିଳିଛି ଯେ ମୁଁ ତାଙ୍କୁ ଭିଡି କି ଆଣୁଥିଲି, କିନ୍ତୁ ସେ ସେଇଠି ଛିଡା ହୋଇଥିଲେ। ମୁଁ ମୋର ଗୋଟାଏ ହାତରେ ତାଙ୍କୁ ଭିଡି କରି ଆଣୁଛି କିନ୍ତୁ ସେ ସେଠାରୁ ଆସୁନାହାନ୍ତି। ଏପଟେ ଆଉ ଜଣେ ପୁରୁଷ ଲୋକ କହୁଛନ୍ତି ଯେ ବହୂ ମନେ ଟିଏ ରଖିଥିବ ସେ ଆମ ପାଇଁ ଲଢିଛି, ଲଢିତ ନଥିଲା, ପଛରେ ଲଢିଲା। ସେ ହସି ହସି କହିବା କୁ ଲାଗିଲେ ଯେତେବେଳେ ଆମେ ସବୁ ଲୀଳା କଲେ ତା ପରେ ସବୁ ଆସିଲେ।

ସେପଟେ ସ୍ତ୍ରୀ ଲୋକ ଜଣକ ପୁଣି କହୁଛନ୍ତି ଯେ ସେମାନେ କାହ୍ନୁ ବେହେରା କୁ ଧରିଥିଲେ। ଦେଖିଲେ ଯେତେବେଳେ କାହ୍ନୁ ବେହେରା ଫଟୋ ସେତେବେଳେ ପଚାରିଲେ କାହା ଫଟୋ, ତା ପରେ ଜାଣିଲେ ଦୋଷୀ କିଏ ଯଦି ଆପଣ ଙ୍କୁ ଲାଗୁଛି ସିଏ ଦୋଷୀ ବୋଲି ତାହା ହେଲେ ଆପଣ ତାକୁ ଧରନ୍ତୁ ଆମେ କଣ ଜାଣିଛୁ ଦୋଷୀ କିଏ। ତେବେ ଆପଣ ମାନେ ନିଶ୍ଚିତ ଜାଣି ପାରୁଥିବେ ଯେ କଣ ଘଟଣା ର ସତ୍ଯତା ।

ତେବେ ଭାଇରାଲ ଭିଡିଓ ଟି ପରୀ ବାପା, ମା ଙ୍କ ର ବିଧାନ ସଭା ଆଗରେ ଆତ୍ମହୁତି ଉଦ୍ୟମ ର ପର କଥା,ଏପରି କରିନଥିଲେ ଏହା ଗଣ ମାଧ୍ଯମ କୁ ଆସି ନଥାନ୍ତା ଏବଂ ଏକ ଚାପ ସ୍ଋଷ୍ଟି ହୋଇନଥାନ୍ତା। ତେବେ ଏଥିରୁ ପରୀ ର ମା ଙ୍କ କଥାବାର୍ତ୍ତା ରୁ ଜଣା ପଡୁଛି କି ଯେ ଯେଉଁ ଭଳି ବିକ୍ଷୋଭ ବିପରୀତ ରାଜନୀତି ଦଳ ପକ୍ଷ ରୁ ଆସୁଛି ସେଥିରେ ତାଙ୍କୁ ମିଶା ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।