ଶରୀର ର ଅଙ୍ଗ ରୁ ଜାଣି ପାରିବେ ଭାଗ୍ୟଶାଳୀ ମହିଳାଙ୍କ ସଂକେତ। କେଉଁ ମହିଳା ଶୁଭ ଓ କେଉଁ ମହିଳା ଅଶୁଭ ? ଜାଣନ୍ତୁ ଏହା କିପରି ଜାଣିବେ

0

ମଣିଷ ଶରୀର ର ଗଠନ ଅନୁଯାୟୀ କେଉଁ ମାନେ ଶୁଭ ଓ କେଉଁ ମାନେ ଅଶୁଭ ବୋଲି ଜାଣି ପାରି ଥାଉ। ତେବେ ପୁରୁଷ ଙ୍କ କ୍ଷେତ୍ର ରେ ବିଶେଷ ଦେଖା ଯାଇ ନଥାଏ। ମହିଳା ମାନେ ବିବାହ କରି ଗୋଟିଏ ଘରୁ ଅନ୍ୟ ଏକ ଘରକୁ ଯାଇଥାନ୍ତି। ତେବେ ସମସ୍ତେ ଚିନ୍ତା ରେ ଥାନ୍ତି କି ନୂଆ ବୋହୂ ଟି ଘର ପାଇଁ ଶୁଭ କି ଅଶୁଭ। ଘର ର ଭାଗ୍ୟ ଶାଳୀ ହୋଇ ପାରିବ କି ନାହିଁ। ତେବେ ଆଜି ଆମେ ଆପଣ ଙ୍କୁ ଜଣାଇବୁ ଭାଗ୍ୟ ଶାଳୀ ମହିଳା ଙ୍କୁ ଚିହ୍ନିବା କିପରି।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ କିଛି ମହିଳା ମାନେ ଏମିତି ହୋଇ ଥାନ୍ତି ଯେ ଉଭୟ ବାପା ଘର ଓ ଶାଶୁ ଘରେ ଧନ ର ବର୍ଷା ହୋଇଥାଏ। ଏପରି ମହିଳା ମାନେ ଯେଉଁ ଠାରେ ଥାନ୍ତି ସେଠାରେ ସୁଖ ସମୃଦ୍ଧି ବଢ଼ିବାକୁ ଲାଗି ଥାଏ। ଏହି ଭଳି ସୁଲକ୍ଷ୍ମି ଝିଅ ମାନେ ନିଜର ଅଙ୍ଗ ଦ୍ଵାରା ଓ ରଙ୍ଗ ରୁ ବାରି ହୋଇ ଥାନ୍ତି।

1.ପ୍ରଥମରେ ଯେଉଁ ମହିଳା ଙ୍କ କାନ ଯଦି ଟିକେ ଲାଲ୍ ହୋଇ ଥାଏ ତଳ ଆଡକୁ ମୁନିଆ ଓ ଉପର ଆଡ଼କୁ ଓସାରିଆ ହୋଇ ଥାଏ ତେବେ ଏହି ପରି ମହିଳା ଭାଗ୍ୟବାନ ହୋଇ ଥାନ୍ତି।
2. ଯେଉଁ କନ୍ୟା ଙ୍କ ପାଦ ର ଆଙ୍ଗୁଠି ଟିକେ ଉପରକୁ ଉଠି କରି ଲଗା ଲାଗି ହୋଇ ମୋଟା ହୋଇଥାଏ ଏହା ସମୃଦ୍ଧି ଶାଳୀ ହେବାର ଲକ୍ଷଣ ଦେଖା ଯାଏ।
3.ଭାଗ୍ୟ ଶାଳୀ ମହିଳା ଙ୍କ ହାତ ବେଶ୍ ଲମ୍ବା ହୋଇ ଥାଏ।

4ଯେଉଁ କନ୍ୟା ଙ୍କ ନାଭି ଟି ଗଭୀର ହୋଇ ଥାଏ ସେମାନେ ଲକି ହୋଇ ଥାନ୍ତି।
5.ଜନ୍ମ ରୁ ଭାଗ୍ୟ ଶାଳୀ କନ୍ୟା ଟି ର ଆଖି ର ଧଳା ଭାଗ ଟି କ୍ଷୀର ପରି ସଫା ହୋଇ ଥାଏ ଓ ତାହା ସହ ଟିକେ ଲାଲି ଅଂଶ ଟିକେ ରହିଥାଏ।

6.ମହିଳା ଙ୍କ ପାଦ ର ତଳ ଭାଗ ଟି ଚିକ୍କଣ ହୋଇ ଥାଏ ସେମାନେ ପରିବାର ପାଇଁ ଶୁଭ ହୋଇ ଥାନ୍ତି ,ସୁଖ ସମୃଦ୍ଧି ର ଲକ୍ଷଣ ଦର୍ଶାଇ ଥାନ୍ତି। ଏହାର ବିପରୀତ ରେ ଯେଉଁ କନ୍ୟା ଙ୍କ ପାଦ ର ଗୋଇଁଟି ଫାଟୁ ଥାଏ ସେମାନେ ସବୁବେଳେ ଦୁଃଖ ରେ ରହିଥାନ୍ତି।
7.ଯେଉଁ ମହିଳା ଙ୍କ କପାଳ ଟି ଟିକେ ବାହାର ଆଡକୁ ରହିଥାଏ ସେମାନେ ବେଶ୍ ଭାଗ୍ୟ ଶାଳୀ ହୋଇ ଥାନ୍ତି।

8.ଯେଉଁ କନ୍ୟା ଙ୍କ ଆଇବ୍ରୋ ମଝିରେ କଳା ଯାଇ ଥାଏ ସେମାନଙ୍କୁ ଶୁଭ ର ପ୍ରତୀକ ବୋଲି କୁହା ଯାଇ ଥାଏ।
9.ଚିକ୍କଣ ଓ ଲାଲ୍ ଜିଭ ଥିବା ମହିଳା ମାନେ ସର୍ବଦା ସୌଭାଗ୍ୟ ଶାଳୀ ହୋଇ ଥାନ୍ତି।

10.ଯେଉଁ ମହିଳା ଙ୍କ ନାଭି ର ତଳକୁ କଳା ଯାଇ କିମ୍ବା କିଛି ଚିହ୍ନ ଥିଲେ ତାଙ୍କୁ ଭାଗ୍ୟ ଶାଳୀ ମହିଳା ବୋଲି ସଂକେତ ଦେଇ ଥାଏ।
11.ଛୋଟ ବେକ ଥିବା ମହିଳା ମାନେ ଲକି ହୋଇ ଥାନ୍ତି।

12.ଯେଉଁ କନ୍ୟା ଙ୍କ ଓଠ ସର୍ବଦା ଲାଲ ରହି ଥାଏ ସେମାନେ ଯେଉଁ ସ୍ଥାନ ରେ ରୁହନ୍ତି ସର୍ବଦା ଲକ୍ଷ୍ମୀ ବାସ କରି ଥାନ୍ତି।
13.ପାଦ ରେ କୌଣସି ଫୁଲ ଚକ୍ର ଆଦି ଚିହ୍ନ ଥିଲେ ଉଚ୍ଚ ଅଧିକାରୀ ଙ୍କ ପତ୍ନୀ ହେବାର ସଂକେତ ଦେଖାଇ ଥାଏ।

14.ସିଧା ଓ ଟିକେ ଆଗକୁ ନାକ ଥିବା ମହିଳା ଐଶର୍ଯ୍ୟ ର ସଂକେତ ଦିଏ।
15.ଯେଉଁ ମହିଳା ଙ୍କ ଗୋଇଁଠି ରେ ସର୍ପ ଚିହ୍ନ ଥାଏ ସେମାନେ ଧନୀ ଓ ଭାଗ୍ୟ ଶାଳୀ ହୋଇ ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।