ଦାନ୍ତ ହଳଦିଆ ହୋଇଥିଲେ କରନ୍ତୁ ଏହି ଘରୋଇ ଉପାୟ ଗୋଟିଏ ଦିନରେ ଦାନ୍ତ ମୋତି ଭଳି ଚମକି ଉଠିବ 100 % ଗ୍ୟାରେଣ୍ଟି

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମର ଶରୀର ପାଞ୍ଚ ଇନ୍ଦ୍ରୀୟ ଦ୍ବାରା ଗଠିତ ହୋଇଥାଏ ।ତେବେ ଏହି ପାଞ୍ଚ ଇନ୍ଦ୍ରୀୟ ମାନେ ଆମର ସ୍ୱାସ୍ଥ୍ୟ ଓ ସୁନ୍ଦର ତା କୁ ବିକ୍ଷେପ କରିଥା ନ୍ତି ।

ତେବେ ଆମ ଶରୀରରେ ସମସ୍ତ ଅଙ୍ଗ ଙ୍କ ଠାରୁ ଦାନ୍ତ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ଵତନ୍ତ୍ର ଯାହାକି ଉଭୟ ଆମର ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା କୁ ବିବେଚନା କରିଥାଏ ।କିନ୍ତୁ କେବେ କେବେ ଆମର ହଳଦିଆ ଦାନ୍ତ କୁ ନେଇ ଆମେ ବହୁତ ଚିନ୍ତା ରେ ରହିଥାଉ ।ତେବେ ଆମେ ଆଜି ଆପଣଂକୁ ଏମିତି ଏକ ସହଜ ଉପାୟ ବିଷୟରେ ଜଣେଇବୁ ଯାହାକି ଆପଣ ଙ୍କର ହଳଦିଆ ଦାନ୍ତ କୁ ମୋତି ଭଳି ଚକଚକ କରିବ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ:-

୧.ଏକ ରସୁଣ
୨.କଲଗେଟ ପେଷ୍ଟ
୩.ବିଲାତି ରସ
୪.ସୋଡିୟମ କ୍ଳରାଇଡ଼

ପ୍ରସ୍ତୁତ ପ୍ରଣାଳୀ:-

ଏହି ଘରୋଇ ରିମେଡି ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଗୋଟିଏ ରସୁଣ ରୁ ୬-୭ ଟି ରସୁଣ ଗୋଲା ନିଅନ୍ତୁ ଏବଂ ତାହାକୁ ଛଡି ଛୋଟ ଛୋଟ ପିସ ରେ କଟି ନିଅନ୍ତୁ।ଏବଂ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏହାକୁ ଏକ ପାତ୍ରରେ ନିଅନ୍ତୁ ଓ ସେଥିରେ ଏକ ଚାମଚ ବିଲାତି ରସ ,ଏକ ଚାମଚ ସୋଡିୟମ କ୍ଳରାଇଡ଼ ମିଶାନ୍ତୁ ଏବଂ ସେଥିରେ ଏକ ଚାମଚ କଲେଗେଟ ପେଷ୍ଟ ମିଶାନ୍ତୁ। ବର୍ତ୍ତମାନ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।ତେବେ ବର୍ତ୍ତମାନ ଆମର ରିମେଡି ପ୍ରସ୍ତୁତ ହୋଇଗଲା ଯାହା ସାହାଯ୍ୟ ରେ ଆପଣ ନିଜର କଳା ଅପରିଷ୍କାର ଦାନ୍ତ କୁ ମୋତି ପରି ଚମକେଇ ପାରିବେ।

ବ୍ୟବହାର କରିବେ କିପରି :-

ଏହି ପ୍ରଣାଳୀ ରେ ଆମର ଉପଚାର ଟି ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ବ୍ୟବହାର କରିପାରିବେ ।ତେବେ ପ୍ରତି ଦିନ ଦୁଇ ଥର ଏହାକୁ ବ୍ୟବହାର କରିବା ଆବଶ୍ୟକ ଅଟେ ।ସବୁଦିନ ସକାଳେ ଏବଂ ସାନ୍ଧ୍ୟ ରେ ଆପଣ ଏହାକୁ ଏକ ବ୍ରଷ ବା ଆଙ୍ଗୁଠି ସାହାଯ୍ୟ ରେ ଦାନ୍ତ ରେ ଲଗାଇ ଏହାକୁ ୨-୩ ମିନିଟ ପର୍ଯ୍ୟନ୍ତ ରଖିନିଆନ୍ତୁ ପରେ ଧୋଇ ସଫା କରିନିଆନ୍ତୁ ।ଏପରି କରିବା ଦ୍ବାରା ଆପଣ ଦାନ୍ତ ମୋତି ପରି ଚମକିବା ସହ ସମସ୍ତ ପ୍ରକାରର ଦାନ୍ତ ସମସ୍ୟା ଭଲ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।