ଦେଖନ୍ତୁ ଭିଡ଼ିଓ – ଭାଉଜଙ୍କୁ ଦୋଷୀ କହି ଫେସବୁକ୍ LIVEରେ ସୁଇସାଇଡ୍ କଲେ ଯୁବକ, ଭାଇରାଲ ହେଲା ଭିଡିଓ…ସବୁଦିନ ରାତିରେ ମୋ ଭାଉଜ….

0

ଆଜି କାଲି ଯୁଗ ହେଉଛି ଇଣ୍ଟର୍ନେଟ୍ ର ଯୁଗ। ସୋସିଆଲ ମିଡ଼ିଆ ସହିତ ସମସ୍ତେ ବେଶ୍ ଜଡ଼ିତ। ଆଜିକାର ଯୁବପିଢୀ ସୋସିଆଲ ମିଡିଆ ର ବହୁଳ ମାତ୍ର ରେ ବ୍ୟବହାର କରୁଛନ୍ତି। ତେବେ ଏଥିରେ ନିଜର ଦୁଃଖ ସୁଖ ସବୁ କୁ ସେୟାର କରି ପାରୁଛନ୍ତି, ଦୂର ଦୁରାନ୍ତ ପର୍ଯ୍ୟନ୍ତ ଲୋକ ଙ୍କ ସହିତ ଜଡିତ ରହି ପାରୁଛନ୍ତି। ତେବେ ଏଥିରେ ଲାଇଭ ଆସି ନିଜର ସୁଖ ସମୟ କୁ ସମସ୍ତଙ୍କ ସହିତ ସେୟାର କରିଥାନ୍ତି ହେଲେ ଏଠି କିଛି ବିଚିତ୍ର ଘଟଣା କହିବୁ ଆପଣଙ୍କୁ।

ଫେସବୁକ୍ ରେ ଲାଇଭ ଆସି ଆତ୍ମହତ୍ୟା କରିଲେ ଏକ ଯୁବକ,ଶେଷ ମୁହର୍ତ୍ତ କୁ ଫେସବୁକ୍ ରେ ଆସି ବିତାଇ ଥିଲେ,ହାତ ରେ ବିଷ ବୋଟଲ୍ ଆଖିରେ ଥିଲା ଲୁହ। ତେବେ ଏହି ସବୁ ଘଟଣା ର ରହସ୍ୟ କଣ ଓ କେଉଁ ସ୍ଥାନରେ ଘଟିଛି ଏହି ଘଟଣା ତାହା ଆଜି ଆମେ ଆପଣ ଙ୍କୁ ଜଣାଇବୁ।

ଘଟଣା ଟି ମର୍ମାହତ ହୋଇ ଥିଲେ ବି ସତ। ଲଇଭ୍ ଭିଡିଓ ନେଇ ଆସି ଆତ୍ମହତ୍ୟା କରିଥିଲେ ଜଣେ ଯବାନ। ହାତ ରେ ବିଶ ବୋଟଲ ଆଉ ଆଖିରେ ଲୁହ ଏମିତି କିଛି ଦେଖି ବାକୁ ମିଳି ଥିଲା ସେହି ଭିଡ଼ିଓ ରେ। ସେହି କିଛି ସମୟ ର ଭିଡିଓ ଦେଖିଲେ ଆପଣଙ୍କ ରୋମ ଟଙ୍କୁରୀ ଉଠିବ,କେବଳ ଏତିକି ନୁହଁ ମୃତ୍ୟୁ ର ଅତି ନିକଟରେ ଆସି ନିଜ ଆତ୍ମହତ୍ୟା ର କାରଣ ମଧ୍ୟ କହିଥିଲେ। ଜୀବନ ର ଶେଷ ସମୟ କୁ ଏହି ଲାଇଭ ଭିଡିଓ ରେ କଟାଇ ଥିଲେ।

ତେବେ ଘଟଣା ଟି ଢେଙ୍କାନାଳ ଜିଲ୍ଲା ର ତରଭା ଗାଁ ର ଅଟେ। ତେବେ ସେ ହେଉଛନ୍ତି କୁନାଲ ସ୍ୱାଇଁ,ମୋବାଇଲ ଟାୱାର ରେ କାମ କରନ୍ତି କୁନାଲ। ଗତ କାଲି ଫେସବୁକ୍ ରେ ଲାଇଭ ଆସି ସୁଇ ସାଇଡ କରିଛନ୍ତି, ନିଜ ଭାଉଜ ଙ୍କ ଦ୍ଵାରା ପଡୁଥିବା ମାନସିକ ଚାପ ସହ୍ୟ ନ କରି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୋସିଆଲ ମିଡ଼ିଆରେ ରେ ପ୍ରକାଶ କରି ଥିଲେ।

କେବଳ ନିଜର ଭାଉଜ ନୁହନ୍ତି ନିଜ ଗାଁ କିଛି ଲୋକ ତାଙ୍କୁ ବହୁତ୍ ହଇରାଣ ମଧ୍ୟ କରୁ ଥିଲେ। ସେଥି ପାଇଁ ସେ ସବୁବେଳେ ମାନସିକ ଅବସାଦରେ ଥିଲେ,ଶେଷ ରେ ସେ ଏକ ମାତ୍ର ରାସ୍ତା ବାଚିଥିଲେ। ଅସହାୟ ହୋଇ ଆତ୍ମହତ୍ୟା ର ବାଟ ଖୋଜି ଥିଲେ ଓ ଆତ୍ମହତ୍ୟା କରିଥିଲେ। କୁନାଲ ବିଶ ପିଇବା ପରେ ତାଙ୍କ ଘର ଲୋକେ ହସ୍ପିଟାଲ୍ ନେଇ ଥିଲେ, ମାତ୍ର ବିଶ ଦେହ ସାରା ଚର ଯାଇ ଥିବାରୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।ତେବେ ମରିବା ର କିଛି ସମୟ ପୂର୍ବ ରୁ ଏକ ପୋଷ୍ଟ ସେୟାର ମଧ୍ୟ କରିଥିଲେ ଓ ଏହା ତାଙ୍କର ଶେଷ ପୋଷ୍ଟ ମଧ୍ୟ କହିଥିଲେ। ତାଙ୍କର ଏହି ଭିଡ଼ିଓ ଟି ବହୁତ୍ ଭାଇରାଲ୍ ହେବାରେ ଲାଗିଛି। ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଭାଉଜ ଓ ଗାଁ ର କିଛି ଲୋକ ଙ୍କୁ ସେ ଦୟୀ କରିଛନ୍ତି। ହେଲେ ଏହି ସବୁ ରେ ତାଙ୍କ ଭାଇ ଙ୍କ କୌଣସି ଦୋଷ ନାହିଁ ବୋଲି ସେ କହିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।