ଦେଖନ୍ତୁ Live ଭିଡିଓ – ରାତି ଅଧରେ ଝିଲ୍ଲିକ ନିଜ ସ୍ବାମୀ ଙ୍କ ବିଷୟରେ ଯାହା କହିଲେ ଆପଣ ବି ଶୁଣିଲେ ଅବକ୍ ହୋଇଯିବେ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।

ତେବେ ଆପଣ ମାନଙ୍କ ର ବି ଅତି ପ୍ରିୟ ବେଙ୍ଗଲ୍ ର ସୁନ୍ଦରୀ ନାୟିକା ଏବଂ ଚୁଲ୍ ବୁଲି ମଧ୍ୟ ଝିଲିକ୍ ଭଟ୍ଟାଚାର୍ଯ୍ୟ। ସେ ଆମ ରାଜ୍ୟ କୁ ଆମ ରାଜ୍ୟରେ ଅନେଟ ଫିଲ୍ମ ରେ ଅଭିନୟ କରି ଅନେକ ଲୋକଙ୍କ ଠାରୁ ଭଲ ପାଇବା ପାଇ ସାରିଛନ୍ତି। ସେ ବହୁତ ହିଁ ଭଲ ଅଭିନୟ ମଧ୍ୟ କରନ୍ତି, ତାଙ୍କ ଅଭିନୟ କୁ ଅନେକ ଲୋକ ମାନେ ଅନେକ ପସନ୍ଦ ମଧ୍ୟ କରନ୍ତି, ଖାଲି ଅଭିନୟ ନୁହେଁ ବରଂ ତାଙ୍କ ଷ୍ଟାଇଲ୍, ଡ୍ୟାନ୍ସ ସବୁକିଛି ବହୁତ ସୁନ୍ଦର।

ସେ ଏହି କିଛି ଦିନ ତଳେ ବିବାହ କରିଛନ୍ତି ଏବଂ ଆମ ରାଜ୍ୟ ର ଲୋକଙ୍କୁ ହିଁ ବିବାହ କରିଛନ୍ତି। ସେ ବେଙ୍ଗଲୀ ହୋଇ ମଧ୍ୟ ଏକ ଓଡିଆ ଘରର ବୋହୂ ହୋଇଛନ୍ତି, ସେ ଜଣେ ବିଧାୟକ ଙ୍କୁ ବିବାହ କରିଛନ୍ତି। ସେହି ବିଧାୟକ ଜଣକ ସୁକିନ୍ଦା ର ବିଧାୟକ ଅଟନ୍ତି ଯାହାଙ୍କ ର ନାମ ପ୍ରିତିରଞ୍ଜନ ଘଡେଇ। ସେ ଏବେ ବର୍ତ୍ତମାନ ନିଜ ପରିବାର ସହ ଭୁବନେଶ୍ବର ରେ ରହୁଛନ୍ତି, ସେ ବହୁତ ଖୁସିରେ ମଧ୍ୟ ଅଛନ୍ତ।

ତେବେ ଆପଣ ଜାଣି ଥିବେ କି ଝିଲିକ୍ ଏବେ ଅଭିନୟ ଦୁନିଆ ରୁ ପୁରା ଦୁରେଇ ଯାଇଛନ୍ତି। ତେବେ ବର୍ତମାନ ସୋସିଆଲ ମିଡିଆରେ ଝିଲିକ୍ ଓ ପୁପିନ୍ଦର୍ ଙ୍କର ଭିଡିଓ କଲ ଭାଇରାଲ ହେବା ରେ ଲାଗିଛି। ତେବେ ଭିଡିଓ କଲ ରେ ଶୁଣିବାକୁ ମିଳିଛି କି ପୁପିନ୍ଦର୍ ଝିଲିକ୍ ଙ୍କୁ ତାଙ୍କ ବିବାହ ପାଇଁ ଶୁଭେଚ୍ଛା ଜଣାଉଅଛନ୍ତି । ତେବେ ଝିଲିକ୍ ଓ ତାଙ୍କ ସ୍ୱାମୀ ସବୁବେଳେ ଖୁସି ରେ ରୁହନ୍ତୁ ବୋଲି ପୁପିନ୍ଦର୍ କହିଛନ୍ତି। ତେବେ ଝିଲିକ୍ ତାଙ୍କ ଶାଶୁ ଘର ଲୋକ ଙ୍କର ବହୁତ ପ୍ରଶଂସା କରିଛନ୍ତି। ଆଉ ଜଗନାଥ ତାଙ୍କୁ ଏଠି ସେଟେଲ କରିଦେଇଛନ୍ତୁ ବୋଲି କହିଛନ୍ତି।

ଲକ ଡାଉନ ସମୟ ରେ ସେ ତାଙ୍କ ପରିବାର ଲୋକ ଙ୍କ ସହ ବହୁତ ସମୟ ବିତାଇଛନ୍ତି,ଆଉ ତାଙ୍କ ସ୍ୱାମୀ ଙ୍କୁ ମେକପ କରିବା ପସନ୍ଦ ନୁହଁ ବୋଲି ଝିଲିକ୍ କହିଛନ୍ତି।ସେ ଆହୁରି କହିଛନ୍ତି କି ତାଙ୍କ ସ୍ୱାମୀ ଜଣେ ବିଜି ପର୍ସନ୍,କାରଣ ସେ ଯାଜପୁର ରୁ ଯିବା ଆସିବା କରୁଛନ୍ତି।ତେବେ ସେ କହିଛନ୍ତି କି ତାଙ୍କ ଶାଶୁ ଘର ଲୋକ ବହୁତ୍ ଭଲ । ତାଙ୍କ ଶାଶୁ ଓ ଶଶୁର ତାଙ୍କୁ ବହୁତ ଭଲ ପାନ୍ତି , ପୁରା ଝିଅ ଭଳି ଭାବି ଥାନ୍ତି। ତେବେ ଏହି ପରି ଅନେକ କଥା ବାର୍ତା ହୋଇ ଥିଲେ ପୁପିନ୍ଦର ଓ ଝିଲିକ୍ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।