କ’ଣ ପାଇଁ ଝିଲ୍ଲିକ୍ ପ୍ରତି ରଞ୍ଜନ ଘଢେଇଙ୍କୁ ବିବାହ କରିଲେ, ଅସଲି କାରଣ ଏବେ ସାମ୍ନାକୁ ଆସିଲା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ

0

ସେଲିବ୍ରୀଟି ଙ୍କ ବିଷୟ ରେ ଜାଣିବା ପାଇଁ ସମସ୍ତେ ଆଗ୍ରହିତ। ଅଭିନୟ ହେଉ କିମ୍ବା ପର୍ଶୋନାଲ୍ ଲାଇଫ ବିଷୟରେ ହେଉ ସମସ୍ତେ ଜାଣିବା ପାଇଁ ଚାହାନ୍ତି ସେଲିବ୍ରୀଟି ଙ୍କ ବିଷୟରେ।ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି।

ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ। ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଅନେକ ନୂଆ ନୂଆ ଚେହେରା ଦେଖିବାକୁ ମିଳି ଥାଏ। ତେବେ ସେମାନେ ନିଜ ଅଭିନୟ ଦ୍ୱାରା ଆଗ ଧାଡ଼ି ର ନାୟିକା ହୋଇ ପାରନ୍ତି।

ସେମାନଙ୍କ ମଧ୍ୟରୁ ଝିଲିକ୍ ଭଟଟାଚାର୍ଯ୍ୟ ଙ୍କୁ ଆପଣ ମାନେ ଜାଣିଥିବେ। ଯେ କିଛି ବର୍ଷ ପୂର୍ବ ରୁ ଓଡ଼ିଆ ଜଗତ ରେ ନିଜ ଅଭିନୟ ପାଇଁ ବହୁତ୍ ନାମ କମେଇ ପାରିଛନ୍ତି। ତେବେ ନିକଟ ରେ ତାଙ୍କ ବିବାହ ଘଟିଥିଲା,ଆଜି ଆପଣ ମାନଙ୍କୁ ତାଙ୍କ ବିବାହ ବିଷୟ ରେ ଜଣାଇବୁ।ବିଗତ ବର୍ଷ ମ!ର୍ଚ୍ଚ ୧୧ ତାରିଖ ରେ ଓଡ଼ିଶା ର ବିଜେଡ଼ି ବିଧାୟକ ପ୍ରୀତି ରଞ୍ଜନ ଗଢେଇ ଙ୍କୁ ବିବାହ କରି ଥିଲେ। ତେବେ ପ୍ରୀତି ରଞ୍ଜନ ଘଡ଼େଇ ହେଉଛନ୍ତି ଯାଜପୁର ଜିଲ୍ଲାର ସୁକିନ୍ଧା ର ବିଧାୟକ। ପ୍ରୀତି ରଞ୍ଜନ ଙ୍କ ବାପା ଜଣେ ରାଜନୀତି ରେ ପୁରୁଖା ନେତା। ଓଡ଼ିଶା ରାଜନୀତି ରେ ବେଶ୍ ନାମ ତାଙ୍କାର।

ପ୍ରୀତି ରଞ୍ଜନ ଓ ଝିଲିକ ଙ୍କ ବିବାହ ରହସ୍ୟ ବିଷୟରେ ଜଣାଇବୁ। ଯେବେ ଠାରୁ ଝିଳିକ୍ ବିବାହ ବନ୍ଧନରେ ବାନ୍ଧି ହୋଇ ଛନ୍ତି ସେବେ ଠାରୁ ସେ ସିନେମା ଜଗତ ରୁ ଦୂରେଇ ଯାଇ ଛନ୍ତି। ତେବେ ଝିଲୀକ୍ ନିଜ ମତ ଦର୍ଶକ ଙ୍କ ସାମ୍ନା ରେ ରଖିଛନ୍ତି। ବର୍ତ୍ତମାନ ସେ ନିଜ ପରିବାର ର ଦେଖା ଶୁଣା କରିବାକୁ ଚାହୁଛନ୍ତି,ହେଲେ ଆଗାମୀ ଦିନ ରେ ସେ ନିଶ୍ଚୟ ଫେରିବେ ସିନେମା ଜଗତ କୁ ଏହି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଝିଳିକ ଙ୍କୁ ମାତ୍ର ୨୮ ବର୍ଷ ବେଳେ ପ୍ରୀତି ରଞ୍ଜନ ଙ୍କୁ ୪୮ ବର୍ଷ ହୋଇଛି।

ସେମାନଙ୍କ ସଂପର୍କ ୭ ବର୍ଷ ପୂର୍ବରୁ ହୋଇଥିଲା। ସେ ପ୍ରେମ ବିବାହ କରିଥିଲେ। ଘରୋଇ ସମ୍ପର୍କ ରୁ ପ୍ରେମ ଆରମ୍ଭ ହୋଇଥିଲା, ଧୀରେ ଧୀରେ କଥା ହୋଇଥିଲେ। ପରେ କେତେବେଳେ ପ୍ରେମ ରେ ପଡ଼ିଥିଲେ ଜାଣି ପାରି ନଥିଲେ। ନିଜ ବିବାହ ତାଙ୍କ ପାଇଁ ଏକ ସର୍ପ୍ରାଇସ୍ ଥିଲା ବୋଲି ଝିଳୀକ୍ କହିଛନ୍ତି,ତାଙ୍କ ପ୍ରେମ ସମ୍ପର୍କ ଆଗକୁ ବଢି ବାରେ ଲାଗିଥିଲା। ସେମାନଙ୍କ ପରିବାର ସମ୍ପର୍କ ଉତ୍ତମ ଗତି କରି ଥିଲା।

ପ୍ରୀତି ରଞ୍ଜନ ଙ୍କ ଘରକୁ ଝିଲୀକ ବିବାହ ପୂର୍ବରୁ ଅନେକ ଥର ବୁଲି ବାକୁ ଆସିଛନ୍ତି। ପ୍ରେମ ସମ୍ପର୍କୁ ଆଗକୁ ବଢ଼ି ଘର ଏ ସମ୍ମତି ରେ ଉଭୟ ଙ୍କ ବିବାହ ହୋଇ ଥିଲା। ଦୁଇ ଜଣ ବେଶ୍ ଖୁସି ରେ ବିବାହ କରିଥଲେ,ତାଙ୍କ ବିବାହ ଜୀବନ ଖୁସି ରେ ବଢୁ ଏହା ଭଗବାନ ଙ୍କ ନିକଟ ରେ ଆମ ତରଫ ରୁ ପ୍ରାର୍ଥନା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।