ଦେଖନ୍ତୁ ଭିଡିଓ – ହଠାତ୍ କ୍ୟାମେରାରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ବାସ କରି ନଥାନ୍ତେ, ଦେଖିଲେ ଛାତିଥରି ଉଠିବ

0

ଦୁନିଆ ରେ ଭଗବାନ ଅଛନ୍ତି ଏବଂ ଏହା ଆମେ ବିଶ୍ୱାସ କରୁଛୁ, ଯେଉଁ ମାନେ ଭଗବାନ ଙ୍କୁ ବିଶ୍ୱାସ କରନ୍ତିନି ସେମାନେ ଏହି ସବୁ ଘଟଣା ଆମେ ଯାହା ଆପଣଙ୍କୁ କହିବାକୁ ଯାଉଛୁ ତାହା ସେମାନେ ଶୁଣିବା ନିହାତି ଆବଶ୍ୟକ। ବହୁତ୍ ଗୁଡ଼ିଏ ଦୁର୍ଘଟଣା ଘଟି ଥିବାର ଆପଣ ମାନେ ଦେଖିଥିବେ ଏବଂ ସେହି ଅଜଣା ଦୁର୍ଘଟଣା ରେ ବହୁତ୍ ନିରୀହ ଲୋକ ମାନଙ୍କ ର ଜୀବନ ବି ଚାଲି ଯିବାର ଆମେ ଦେଖିଛୁ । ହେଲେ କିଛି କିଛି ଜାଗାରେ ଆମେ ବହୁତ୍ ଚମତ୍କାର ମଧ୍ୟ ଦେଖିଛୁ, ତେବେ ଆସନ୍ତୁ ଜାଣିବା ସେହି ପରି କିଛି ଚମତ୍କାର ଘଟଣା।

1.ପ୍ରଥମେ ସିରିଆ ର ଏଲ୍ଲେପୋ ଏରିଆ ରେ ବମ୍ ବ୍ଲାଷ୍ଟ୍ ହୋଇ ଯାଇ ଥିଲା ଯାହା ଦ୍ଵାରା ପୁରା ସହର ବିପଦରେ ପଡ଼ିଯାଇଥିଲା, ବା ପୁର ସହର ଛିନ୍ନ ବିଛିନ୍ନ ହୋଇ ଯାଇଥିଲା,କାରଣ ସବୁ ଆଡେ ସବୁ କିଛି ବର୍ବାଦ୍ ହୋଇଯାଇଥିଲା।

ତେବେ ସେହି ଘଟଣା ର 24 ଘଣ୍ଟା ପରେ ବିଲ୍ଡିଂ ର ଭଙ୍ଗା କାନ୍ଥ ଉଠାଉ ଥିବା ବେଳେ ଲୋକ ମାନଙ୍କୁ କୌଣସି ଜାଗା ରୁ କିଛି ଶବ୍ଦ ସୁଭା ଗଲା, ତାହା ଏକ ଛୋଟ ଛୁଆ ର କାନ୍ଦିବାର ଶବ୍ଦ ଭଳି ଲାଗୁଥିଲା।ତେବେ ଆଶ୍ଚର୍ଯୟଚକିତ ର ଘଟଣା ଏହା କି ସେ ପିଲା ଟି 24 ଘଣ୍ଟା ସେହି ପଥର ରେ ପୋତି ହୋଇ ରହିଥିଲା ହେଲେ ତାର କୌଣସି କ୍ଷତି ହୋଇ ନା ଥିଲା ସେ ସମ୍ପୂର୍ଣ୍ଣ ଭାବରେ ଠିକ୍ ଥିଲା ।

2.ତେବେ ଦ୍ଵିତୀୟ ରେ ଆଉ ଏକ ଘଟଣା ହରିୟାଣା ର କେଇଥାଲ୍ ର ଦୁଙ୍ଗୁରା ଗେଟ୍ ର ଏରିଆରେ ଗୁରୁବାର ରାତି ରେ ଜଣେ ମହିଳା ଏକ ନବଜାତ ଶିଶୁ କୁ ଗୋଟିଏ ପଲିଥିନ୍ ରେ ପୁରାଇ ଏକ ନାଳ କୁ ଫୋପାଡି ଦେଇ ଚାଲିଯାଇଥିଲେ ତେବେ ତାର କିଛି ସମୟ ପରେ ଗୋଟିଏ କୁକୁର ଆସି ସେହି ପଲିଥିନ୍ ଟି କୁ ନାଳ ରୁ ବାହାର କରି ଦେଇଥିଲା ଏବଂ ବହୁତ୍ ଜୋର୍ ରେ ଭୋକିବାକୁ ଲାଗିଥିଲା, ଯାହା ଫଳରେ ଲୋକ ମାନଙ୍କ ର ଧ୍ୟାନ ସେହି ପିଲା ଉପରେ ପଡିବା। ତେବେ ପୋଲିସ୍ ସେହି ପିଲାଟିକୁ ତୁରନ୍ତ ସେଠାରେ ଥିବା ନାଗରିକ ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା ଏବଂ ଯାହା ଫଳରେ ସେ ପିଲା ଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଥିଲା।

3.ତେବେ ଆମେ ସଡ଼କ ମାନଙ୍କ ରେ ଅନେକ ଦୁର୍ଘଟଣା ଦେଖିଛୁ ବା ଆକ୍ସିଡେନ୍ଟ ହେବାର ଦେଖିଛୁ, ତେବେ ଆମେ ଏହି ପରି ଏକ ଘଟଣା ବାବଦ ରେ କହିବାକୁ ଯାଉଛୁ ଯାହା ଅଷ୍ଟ୍ରେଲିଆ ରେ ଘଟି ଥିବା ଏକ ଆଶ୍ଚର୍ଯ୍ୟ ହେବା ଭଳି ଘଟଣା।ରାସ୍ତା ରେ ଦୁଇ ଟି ଟ୍ରକ୍ ଆସୁଥିବା ସମୟରେ ରାସ୍ତାରେ ଏକ ମହିଳା ଯାଉଥିଲେ ଏବଂ ସେହି ଦୁଇ ଟି ଟ୍ରକ୍ ଯେତେବେଳେ ପରସ୍ପର ସହ ଧକ୍କା ହେଇଥିଲା ସେତେବେଳେ ଟ୍ରକ୍ ର ବନେଟ୍ ଆସି ସେ ମହିଳା ଙ୍କ ଦେହ ରେ ବାଜିଥିଲା ବି ତାଙ୍କର କୌଣସି ବି କ୍ଷତି ହୋଇ ନ ଥିଲା ଏବଂ ସେ ଟ୍ରକ୍ ର ଡ୍ରାଇଭର ର ମଧ୍ୟ କୌଣସି କ୍ଷତି ହୋଇ ନ ଥିଲା। ତେବେ ସେହି ଦୁର୍ଘଟଣା ରୁ ତାଙ୍କ ର ବଞ୍ଚିବା ଏକ ଚମତ୍କାର ଠୁ କିଛି କମ ନୁହେଁ।

4.ତେବେ ଆଉ ଏକ ଘଟଣା ମଧ୍ୟ ଶୁଣିବାକୁ ପାଇଛୁ ଯେ ଆମ ଭାରତ ଦେଶ ରେ ଏକ ଗାଆଁ ରେ ଏକ ଅଦ୍ଭୁତ ପ୍ରକାର ଘଟଣା ଦେଖିବାକୁ ମିଳିଥିଲା,ଯାହା ଏକ ଫସଲ ହେଉଥିବା କିଆରୀ ରେ ଏକ ଅଜବ ଆବାଜ୍ ଶୁଣିବାକୁ ଲୋକେ ପାଇଥିଲେ ଏବଂ ତାହା ହେଉଛି ଛୁଆ ର କାନ୍ଦିବା ର ଶବ୍ଦ ଯାହା ମାଟି ତଳୁ ଶୁଭୁ ଥିଲା,ମାଟି ତଳୁ ଏକ ନବ ଜାତ ଶିଶୁ କୁ ପାଇଥିଲେ ଏବଂ ଆଶ୍ଚର୍ଯ୍ୟ ର କଥା ଏହା କି ସେ ଶିଶୁ ଟି ବଞ୍ଚି ଥିଲା।

5.ତେବେ ଆଉ ଏକ ଘଟଣା ଯାହା ଭାରତ ଦେଶ ରେ ଏକ ଏମିତି ବ୍ୟକ୍ତି ଥିଲେ ଯିଏ ତାଙ୍କର ମୃତ୍ୟୁ ର ପୂର୍ବ 76 ବର୍ଷ ବିନା ଅନ୍ନ ଏବଂ ବିନା ପାଣି ରେ ବଞ୍ଚି ଆସୁଥିଲେ । ତାଙ୍କ ନାମ ହେଉଛି ପ୍ରହଲ୍ଲାଦ ଜାନି ,ଏହି ଘଟଣା ଟି ଶୁଣି ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ, କାରଣ ଏହି ଭଳି ଘଟଣା ସତରେ ବହୁତ୍ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା। ସେଠାକାର ଡାକ୍ତର ମାନେ କହିବା କଥା ଯେ ସେମାନେ ସେହି ବ୍ୟକ୍ତି ଙ୍କ ଉପରେ ପାଖାପାଖି 108 ଘଣ୍ଟା ନଜର ରଖିଥିଲେ ହେଲେ ମଧ୍ୟ ସେ ତାହା ଭିତରେ କିଛି ଖାଈ ନ ଥିଲେ ଏବଂ ପାଣି ମଧ୍ୟ ପୀ ନ ଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।