odisha job – ଓଡିଶା ବିଧାନ ସଭାରେ ବଡ ନିଯୁକ୍ତି ମାସିକ ଦରମା ୪୪,୯୦୦ ରୁ ୧,୪୨,୪୦୦ ଟଙ୍କା ରହିଛି ତେବେ ଜାଣନ୍ତୁ ଏହାର ଶେଷ ତାରିଖ କେବେ ରହିଛି

0

ଓଡ଼ିଶା ସରକାର ତରଫରୁ ଆସିଲା ପୁଣି ଏକ ବଡ଼ ନିଯୁକ୍ତି ସୁଯୋଗ। ଏହି ନିଯୁକ୍ତି ପାଇଁ ଏବେ ବିଜ୍ଞାପନ ମଧ୍ୟ ଜାରି ହୋଇ ସାରିଛି। ତେବେ ଏହା ସାଧାରଣତଃ ଓଡିଶା ବିଧାନସଭା ରେ ଥିବା ଖାଲି ପଦବୀ ପାଇଁ ନିଯୁକ୍ତି ଦିଆଯିବ। ଏହି ପଦବୀ ଗୁଡ଼ିକ ପାଇଁ ଆବଶ୍ୟକ ମୁତାବକ ଯୋଗ୍ୟତା ଏଵଂ ଦରମା , ବୟସ ଇତ୍ୟାଦି ବିଷୟରେ ଆସନ୍ତୁ ବିଶେଷ ଜାଣିବା।

ବିଧାନ ସଭାରେ ଥିବା ଖାଲି ପଦବୀ ଗୁଡ଼ିକ ଯାହା ଏବେ ନିଯୁକ୍ତି ଦିଆଯିବ ସେଥିପାଇଁ ଏହାର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଶୀଘ୍ର ପଦବୀ ଗୁଡିକରେ ପୂରଣ କରିବା ସହିତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି।

ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା :-

ଏହି ପଦବୀ ଗୁଡ଼ିକ ପୂରଣ ପାଇଁ ଥିବା ଶିକ୍ଷାଗତ ଯୋଗ୍ୟତା ହେଲା +୨ ଏବଂ +୩ କରିଥିବା ବିଦ୍ୟାର୍ଥୀ ମାନେ ଆବେଦନ କରି ପାରିବେ। ଏହା ସହିତ ଏହି ଶିକ୍ଷାନୁଷ୍ଠାନ ଗୁଡିକ ସରକାର ସ୍ତରରେ ସିକୃତି ପ୍ରାପ୍ତ ହୋଇଥିବା ଦରକାର।

ଆବେଦନ କରିବାର ର ଶେଷ ତାରିଖ:-

ଏହି ବିଧାନ ସଭା ରେ ଖାଲି ଥିବା ପଦବୀ ଗୁଡ଼ିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଲା ୧୦/୨/୨୦୨୧. ସେହିପରି ଏହାର ଅଫିସିଆଲ୍ ୱେବସାଇଟରେ ଆବେଦନ କରିବାକୁ ଚାହୁଁଥିବା ପାର୍ଥିମାନେ ଏବେ ଯାଇ ଆବେଦନ କରି ପାରିବେ। ଏହା ସହିତ ଜବ୍ ପ୍ରୋଫାଇଲ୍ ମଧ୍ୟ ଏହାର ସରକାରୀ ବିଜ୍ଞାପନ ରେ ଯାଇ ଜାଣି ପାରିବେ।

ବୟସ ସୀମା କେତେ ଆବଶ୍ୟକ:-

ଏହି ପଦବୀ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ସର୍ବନିମ୍ନ ୧୮ ବର୍ଷ ରୁ ଅଧିକ ହେଉଥିବା ଆବଶ୍ୟକ। ଯେକୌସି ମହିଳା କିମ୍ବା ପୁରୁଷ ଏଥିରେ ଆବେଦନ କରି ପାରିବେ। ଠିକ୍ ସେହିପରି ଏହାର ସର୍ବାଧିକ ବୟସ ସୀମା ହେଲା ୩୨ ବର୍ଷ। ଏହା ସହିତ ରାଜ୍ୟ ସରକାର ଙ୍କ ଅଧିନିୟମ ଅନୁସାରେ ଯେଉଁମାନେ sc/st/ sebc ଏବଂ ଅନ୍ୟାନ୍ୟ ସଂରକ୍ଷଣ ବର୍ଗ ଙ୍କ ପାଇଁ ମଧ୍ୟ ପୂର୍ବ ପରି ବ୍ୟବସ୍ଥା ରହିବ।

ମାସିକ ଦରମା କେତେ;-

ଅଫିସିଆଲ୍ ୱେବସାଇଟ ରେ ଥିବା ବିଜ୍ଞାପନ ରେ ଏହି ବିଧାନ ସଭା ରେ ଥିବା ଖାଲି ପଦବୀ ଗୁଡ଼ିକ ପାଇଁ ମାସିକ ଦରମା ରହିଛି ୪୪,୯୦୦ ରୁ ଆରମ୍ଭ ହୋଇ ୧, ୪୨,୪୦୦ ପର୍ଯ୍ୟନ୍ତ ଦରମା ମିଳିବ।

କିପରି କରିବେ ଆବେଦନ :-

ଏହି ପଦବୀ ରେ ଆବେଦନ କରିବାକୁ ହେଲେ ଆପଣଙ୍କୁ ଏଥିପାଇଁ ipo ଅର୍ଥାତ୍ ଇଣ୍ଡିଆନ ପୋଷ୍ଟଲ ଅର୍ଡର୍ କରି ଆବେଦନ କରିବାକୁ ପଡ଼ିବ। ତେବେ ଆପଣ ଶୀଘ୍ର ଯାଇ ଶେଷ ତାରିଖ ଆସିବା ପୂର୍ବରୁ ଏହି ପଦବୀରେ ଆବେଦନ କରି ଦିଅନ୍ତୁ।  ତାହା ସହିତ ଯେଉଁମାନେ କମ୍ପ୍ୟୁଟର ଶିକ୍ଷା କରିଛନ୍ତି ଏହା ସହିତ ଯଦି ଅଧିକ ମାତ୍ରାରେ କମ୍ପ୍ୟୁଟର ରେ ଟାଇପିଙ୍ଗ୍ ଜାଣିଥାନ୍ତି ତାହାଲେ ମଧ୍ୟ ସେମାନେ ଏଥିରେ ଆବେଦନ କରିବାର ବ୍ୟବସ୍ଥା ରହିଛି। ତେଣୁ ଏହା ଏକ ସୁବର୍ଣ୍ଣ ସୁଯୋଗ ଏହାର ହାତ ଛଡା କରନ୍ତୁ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।