ଦେଖନ୍ତୁ ଭିଡିଓ – ଶେଷରେ କାହିଁକି ଅଭିନେତ୍ରୀ ଭୂମିକା ବୁଢି ବେଶ ନେଲେ , ଏହା ପଛରେ ଥିବା କାରଣ ଜାଣିଲେ …

0

ନିଜର ସୌନ୍ଦର୍ଯ୍ୟ ପାଇଁ କିଏ ବା ନ ଚିନ୍ତିତ। ସୁନ୍ଦରତା ପାଇଁ ମଣିଷ ଶରୀର ଉପରେ ଏଡରୀମେନ୍ତ୍ ଚଳାଇ ଥାଏ। ଘରୋଇ ଉପଚାର ଦ୍ଵାରା ହେଉ କିମ୍ବା ବାହାର ପ୍ରଡକ୍ଟ ହେଉ ବ୍ୟବହାର କରି ମୁଖ ର ସୌନ୍ଦର୍ଯ୍ୟ ବଢ଼ାଇବାରେ ସମସ୍ତେ ତତ୍ପରତା ଦେଖାଇ ଥାନ୍ତି। ଏହି ସାବୁ ରେ ସିନେମା ଜଗତରେ ଥିବା ସେଲିବ୍ରୀଟି ମାନେ ବେଶ୍ ଚିନ୍ତିତ।

ନିଜର ସୌନ୍ଦର୍ଯ୍ୟ କୁ ମେଣ୍ଟନ କରି ଚାଲି ଥାନ୍ତି। କ୍ୟାମେରା ଆଗରେ କିପରି ସୁନ୍ଦର୍ ଦେଖା ହେବେ ସେଥି ନେ଼ଇ ଅନେକ ମେକ୍ ଅପ୍ ହୋଇ ଥାନ୍ତି। ବୁଢ଼ୀ ହେବାକୁ କେହୀ ପସନ୍ଦ କରନ୍ତି ନାହିଁ,ହେଲେ ଆଜି ଆମେ ଫିଲ୍ମ୍ ଇଣ୍ଡଷ୍ଟ୍ରି ନାୟିକା ବୃଦ୍ଧା ଅବସ୍ଥା ରେ ପହଞ୍ଚିଲାଣି ତାହା ବିଷୟରେ ଜଣାଇବୁ

ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଚୁଲବୁଲି ନାୟିକା ଭୂମିକା ଙ୍କୁ କିଏ ନ ଜାଣେ,ନିଜ ଅଭିନୟ ପାଇଁ ସେ ବେଶ୍ ଚର୍ଚ୍ଚିତ। ଅଭିନୟ କରି ଦର୍ଶକ ଙ୍କ ହୃଦୟ ଜିଣିବା ବେଶ୍ ଭଲ ଭାବରେ ଜଣା ତାଙ୍କୁ। ବହୁ ଛୋଟ ବେଳୁ ସିନେମା ଜଗତ ରେ ପାଦ ଦେଇଥିଲେ, ଶିଶୁ କଳାକାର ଭାବରେ ଦର୍ଶକ ଙ୍କ ପ୍ରଶଂସା ସାଉଁଟି ପାରିଛନ୍ତି। ତେବେ ନିଜର ଅଭିନୟ ପାରଙ୍ଗମ ଦ୍ଵାରା ଶିଶୁ କଳାକାର ରୁ ନାୟିକା ଭାବେ ପହଞ୍ଚି ପାରି ଛନ୍ତି।

ବିଭିନ୍ନ ଲୁକ ରେ ତାଙ୍କୁ ଦେଖି ବାକୁ ମିଳି ଥାଏ। ନିଜର ଲୁକ ପାଇଁ ସୋସିଆଲ ମିଡିଆରେ ସେ ବେଶ୍ ଚର୍ଚ୍ଚିତ। ତେବେ ନିକଟ ରେ ସେ ବୃଦ୍ଧା ହୋଇ ଯାଇଛନ୍ତି ବୋଲି କୁହା ଯାଉଛି,ହେଲେ ଏହା କେତେ ଦୂର ସତ୍ୟ ଆମେ ଜାଣିବାକୁ ଚେଷ୍ଟା କରିଲୁ। ପରେ ଜାଣିବାକୁ ପାଇଲୁ ଯେ ନିକଟରେ ଚୁଲ ବୁଲି ଭୂମିକା ବୃଦ୍ଧା ର ଗେଟ୍ ଅପ୍ ନେଇଛନ୍ତି,ହେଲେ ସେ ଏହି ଗେଟ୍ ଅପ୍ କଣ ପାଇଁ ନେଇଛନ୍ତି ତାହା ଜାଣିବା।

ହଠାତ୍ କଣ ପାଇଁ ତାଙ୍କୁ ଏହି ଗେଟ୍ ଅପ୍ ନେବାକୁ ପଡ଼ିଲା ତାହା ଜାଣିବା ପାଇଁ ଚାହିଁଲୁ। ପରେ ଜାଣିବାକୁ ପାଇଲୁ ଯେ ନିକଟ ରେ ତାଙ୍କର ଏକ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି। ଯେଉଁ ଚଳଚ୍ଚିତ୍ର ରେ ଭୂମିକା ଏକ ବୁଢ଼ୀ ର ଅଭିନୟ କରିବେ। ତେବେ ଚଳଚ୍ଚିତ୍ର ଟି ର ନାମ ହେଉଛି “ମନ ମୋ ନେଇ ଗଲୁ ରେ” ,ଏଥିରେ ଭୂମିକା ଙ୍କ ବିପକ୍ଷ ରେ ଜ୍ୟୋତି ଙ୍କୁ ଦେଖିବାକୁ ପାଇବେ। ତେବେ କୋରନା କଟକଣା କୋହଳ ପରେ ପ୍ରକ୍ଷାଳୟ ଖୋଲି ସାରିଛି।

ସେଥି ପାଇଁ ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ର ଟି ପ୍ରକ୍ଷଲୟ ରେ ରିଲିଜ୍ ହେବାକୁ ଯାଉଛି। ତେବେ ଏହି ଚଳଚ୍ଚିତ୍ର ଟି ପ୍ରକ୍ଷଲୟ ରେ ରିଲିଜ୍ ହେବା ପରେ ଦର୍ଶକ ଙ୍କୁ ବେଶ୍ ପସନ୍ଦ ଆସିବା ବୋଲି ଭୂମିକା କହିଛନ୍ତି। ଏହି ଚଳଚ୍ଚିତ୍ର ତାଙ୍କୁ ଏକ ଅଲଗା ଲୁକ ଦେଇଛି। ଏକ ଭିନ୍ନ ଲୁକ ରେ ନଜର ଆସିବେ ସେ। ତେବେ ଫିଲ୍ମ୍ ଟି କେତେ ଦୂର୍ ପସନ୍ଦ କରୁଛନ୍ତି ଦର୍ଶକ ମାନେ ତାହା ଫିଲ୍ମ୍ ରିଲଜ ହେବା ପରେ ଜଣା ପଡ଼ିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।