ମୋ ସ୍ଵାମୀଙ୍କୁ କେବଳ ପୁରୁଷ ହିଁ ପସନ୍ଦ, ବିଛଣାକୁ ଆସିବା ମାତ୍ରେ ହିଁ କରିବାକୁ ଲାଗେ ଏମିତି ବ୍ୟବହାର

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ଏହି ବିବାହ ସେହି ମହିଳା ପାଇଁ ଅଭିଶାପ ହୋଇଥାଏ ତ କେବେ କେବେ ପୁରୁଷ ଙ୍କ ପାଇଁ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।


ଉଲେଖଯୋଗ୍ୟ ଯେ , ଆନ୍ଧ୍ରପ୍ରଦେଶ ର ରାଜଧାନୀ ହାଇଦ୍ରାବାଦ ରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସମସ୍ତଙ୍କ ସମ୍ନା କୁ ଆସିଛି ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ତେବେ ହାଇଦ୍ରାବାଦ ରେ ଜଣେ ମହିଳା ନିଜ ସ୍ୱାମୀଙ୍କ ନାମରେ ପୋଲିସ ରେ ଅଭିଯୋଗ କରିଛନ୍ତି ସେ କହିଛନ୍ତି ଯେ ସେ ଜଣେ ପ୍ରଫେସର ଅଟନ୍ତି । ଗତ ୨ ବର୍ଷ ହେବ ତାଙ୍କର ବିବାହ ହୋଇଥିଲା । ତାଙ୍କ କହିବା ଅନୁସାରେ ତାଙ୍କର ବୈବାହିକ ପ୍ରଥମେ ବହୁତ ସୁଖଦାୟକ ଓ ଆନନ୍ଦ ଉଲ୍ଲାସର କଟୁଥିଲା କିନ୍ତୁ ହଠାତ ତାଙ୍କ ସ୍ବାମୀ ବଦଳି ଗଲେ ଏବଂ ତାଙ୍କ ସହ କୌଣସି ସମ୍ପର୍କରେ ରହିବାକୁ ଚାହିଁଲେ ନାହିଁ । ଏପରି କି ତାଙ୍କ ସହ ସେକ୍ସ କରିବା ମଧ୍ୟ ସେ ବନ୍ଦ କରିଦେଇଛନ୍ତି ।

ସେ କହିଛନ୍ତି ଯେ , ପ୍ରଥମେ ପ୍ରଥମେ ତାଙ୍କୁ ଲାଗୁଥିଲା କି ଯେପରି ତାଙ୍କ ସ୍ୱାମୀ ଅନ୍ୟ କେହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କରେ ରହୁଛନ୍ତି ଯେଉଁ କାରଣ ରୁ ସେ ତାଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି । ମାତ୍ର ତାହା ତାଙ୍କର ଭୁଲ ଧାରଣା ଥିଲା । ପ୍ରକୃତ କାରଣ ଟି ଯାହା ଥିଲା ତାହା ଅତ୍ୟନ୍ତ ଦୁଃଖଦ ତଥା ଯନ୍ତ୍ରଣାଦାୟକ ଅଟେ । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ସମଳିଙ୍ଗ ଆଡ଼କୁ ବହୁତ ଆକର୍ଷିତ ହେଉଥିଲେ ଏବଂ ପୁରୁଷ ମାନଙ୍କ ସହ ଅଧିକ ରାତି ପର୍ଯ୍ୟନ୍ତ ସମୟ ବିତାଉଥିଲେ।

କିନ୍ତୁ ସେ ଯେତେବେଳେ ପଚାରିଥିଲେ କି କେଉଁ କାରଣରୁ ସେ ତାଙ୍କୁ ଏପରି ବ୍ୟବହାର କରୁଛନ୍ତି ଏବଂ ତାଙ୍କ ଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଛନ୍ତି ,ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ମାରୁ ଥିଲେ । ଏମିତି ସନ୍ଦେହ ଭିତରେ ରହିବ ମଧ୍ୟରେ ସେହି ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଫୋନରୁ ଏକ ଭିଡ଼ିଓ ଦେଖିବାକୁ ପାଇଲେ ଯେଉଥିରେ ତାଙ୍କର ସନ୍ଦେହ ସତରେ ବଦଳି ଗଲା । ଏହା ଜାଣିବା ପରେ ସେ ପୋଲିସ ରେ ଅଭିଯୋଗ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।