ତ୍ରିରଙ୍ଗା ପତକା କିଏ ତିଆରି କରିଥିଲେ ? ଏହାର ସଠିକ ଉତ୍ତର ବୁଦ୍ଧିମାନ ଲେକ ହିଁ ଉତ୍ତର ଦେଇପାରିବ

0

ଆଜିର ସମୟରେ ପ୍ରତ୍ୟେକ ଲୋକମାନେ ଶିକ୍ଷା ଗ୍ରହଣ କରୁଛନ୍ତି , ଶିକ୍ଷା ମାଧ୍ୟମରେ ସେମାନେ ଉନ୍ନତରୁ ଉନ୍ନତ ସ୍ତରରୁ ଯାଇପାରୁଛନ୍ତି । କିଛି ବର୍ଷର କଥା କହିବା ତ ଆପଣ ମାନେ କୌଣସି ସ୍ଥାନକୁ ଏକ ଚାକିରୀ କରିବା ପାଇଁ ଗଲେ ସେଥିରେ ଆପଣଙ୍କର ମାର୍କ ବେସିସରେ ସିଲେକସନ ହେଉଥିଲେ , ଅର୍ଥାତ ଯାହାର ଅଧିକ ମାର୍କ ରହୁଥିଲା ସେ ହିଁ ଚାକିରୀ କରିପାରୁଥିଲା ମାତ୍ର ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ ,

ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଟାରେ ସେମାନେ ଅପମାନିତ ହୋଇଥାନ୍ତି ।

ସାଧାରଣ ଜ୍ଞାନ ବର୍ତ୍ତମାନ ସମୟରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ା ଯାଉଛି।ଦେଶର ସବୁଠାରୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ମଧ୍ୟ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଆସିଥାଏ।କେବଳ ପରୀକ୍ଷା ରେ ନୁହେଁ ବରଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଉତ୍ତର ବିଷୟରେ କହିବାକୁ ଯାଉଛୁ ତାହା ଆପଣ ଆଗରୁ କେବେ ମଧ୍ୟ ଦେଖି ନ ଥିବେ ବା ଜାଣି ନ ଥିବେ।ଯଦି ଆପଣ କୌଣସି ପରୀକ୍ଷା କିମ୍ବା ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ ଏହାକୁ ନିଶ୍ଚିନ୍ତ ପଢ଼ନ୍ତୁ।କାରଣ ଏଥିରୁ ଅନେକ ଜାଣିବା ଭଳି ଜ୍ଞାନ ଆପଣ ଆହରଣ କରିପାରିବେ।ତେବେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକ ସମ୍ପର୍କରେ ଆଲୋଚନା କରିବା।

1.ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କର ନାମ କଣ ?
ଉତ୍ତର–ହରେକୃଷ୍ନ ମହତାବ

2–ଗୁଗୁଲର ସ୍ଥାପନା କେବେ ହୋଇଥିଲା ?
ଉତ୍ତର–1998 ମସିହା ସେପ୍ଟେମ୍ବର 4 ରେ

3–ସ୍କର୍ବୀ ରୋଗ କେଉଁ ବିଟାମିନ ଅଭାବରେ ହୋଇଥାଏ ?
ଉତ୍ତର–ଭିଟାମିନ ସି

4–ହଳଦିଆ ନଦୀ କେଉଁ ଦେଶରେ ଅବସ୍ଥିତ
ଉତ୍ତର–ଚୀନରେ

5–ଏହି ଫୁଲର ନାମଟି କଣ ?
ଉତ୍ତର–ଅରଖ

6–ଦୁନିଆରେ କେଉଁ ଠାରେ ମୁଦ୍ରା ସବୁଠାରୁ ଶସ୍ତା ଅଟେ?
ଉତ୍ତର–ଭିଏତନାମା

7–ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କର ନାମ କଣ ?
ଉତ୍ତର–ହରେକୃଷ୍ନ ମହତାବ

8–କେଉଁ ତତ୍ତ୍ୱ ବ୍ରହ୍ମାଣ୍ଡରେ ସର୍ବାଧିକ ଉପଲବ୍ଧ ?
ଉତ୍ତର – ହାଇଡ୍ରୋଜେନ

9–ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ ଜଳରେ ପରିଣତ କରିବାକୁ କେଉଁ ପ୍ରକ୍ରିୟା ଆବଶ୍ୟକ ପଡେ ?
ଉତ୍ତର – ଆଶ୍ରବଣ ଦ୍ୱାରା

10–କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?
ଉତ୍ତର – ଦେବଗଡ

11 – ତ୍ରିରଙ୍ଗା ପତକା କିଏ ତିଆରି କରିଥିଲେ ?

ଉତ୍ତର – ପିଙ୍ଗଲି ଭେଙ୍କୟା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।