ଦେଖନ୍ତୁ ଭିଡିଓ – ବଣଭୋଜି କରୁଥିବା ସମୟରେ ବାବୁସାନଙ୍କ ସହ ଏଭଳି ଘଟିଲା ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।

ତେବେ ସେମାନଙ୍କ ମଧ୍ୟରୁ ସିନେମା ଜଗତ ର ଆଗ ଧାଡି ର ନାୟକ ସାଜିଛନ୍ତି ବାବୁଶାନ୍। ତେବେ ଆପଣ ମାନେ ତ ବାବୁଶାନ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଇଣ୍ଡିଷ୍ଟ୍ରି ରେ ତାଙ୍କୁ ଚକଲେଟ୍ ବୟ ଭାବରେ ବେଶ୍ ପରିଚିତ। ଅଗଣିତ ଦର୍ଶକ ଙ୍କ ପାଖରୁ ନିଜ ଅଭିନୟ ଦ୍ୱାରା ଭଲ ପାଇବା ସାଉଁଟି ପାରିଛନ୍ତି। ତେବେ ତାଙ୍କ ବାପା ମାଆ ଙ୍କ ନାମ ଇଣ୍ଡଷ୍ଟ୍ରି ରେ ବେଶ୍ ଭାବରେ ଅଛି ତାହା ମଧ୍ୟ ଆପଣ ମାନେ ଜାଣିଥିବେ।

ବାପା ଉତ୍ତମ ମହାନ୍ତି ଓ ମାଆ ଅପରାଜିତା ମହାନ୍ତି ଇଣ୍ଡଷ୍ଟ୍ରି କୁ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ୍ ଦେଇ ଥିବା ବେଳେ ନିଜେ ବାବୁଶାନ୍ ମଧ୍ୟ ଗୋଟେ ପରେ ଗୋଟେ ସୁପର୍ ହିଟ୍ ଫିଲ୍ମ୍ ଦେଇ ଚାଲିଛନ୍ତି,ଏଥି ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ବହୁତ୍ କମ ବୟସ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ, ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟ ରେ ଜଣାଇବୁ।

ଚକଲେଟ୍ ବୟ ବାବୁଶାନ୍ ବହୁତ୍ ପୂର୍ବ ରୁ ବିବାହ କରି ସାରି ଛନ୍ତି, ତେବେ ସେ ପ୍ରେମ ବିବାହ କରିଥିଲେ। ବନଭୋଜି କରିବାକୁ କିଏ ବା ପସନ୍ଦ ନ କରେ। ନିକଟରେ ବାବୁଶାନ୍ ଓ ତାଙ୍କର କିଛି ବନ୍ଧୁ ବଣଭୋଜି କରୁଥିବାର ନଜର ଆସିଛନ୍ତି। ଏକ ଭିଡିଓ କରି ପୋଷ୍ଟ କରିଛନ୍ତି ସୋସିଆଲ ମିଡିଆରେ। ତେବେ ଭିଡିଓ ଟି ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଗାଁ ର ଏକ ମାଟି ଘରେ ରୋଷେଇ କରି ଏଞ୍ଜୟ୍ କରୁଥିଲେ,ନିଜେ ବାବୁଶାନ୍ ରୋଷେଇ କରୁଥିବା ର ନଜର ଆସି ଥିଲେ। ତେବେ ସେଲିବ୍ରୀଟି ହୋଇ ମଧ୍ୟ ରୋଷେଇ କରୁଥିବା ଦେଖି ଫ୍ୟାନ ମାନେ ବହୁତ୍ ଭଲ ପ୍ରତିକ୍ରିୟା ରଖି ଥିଲେ। ତେବେ ପରେ କେତେ ବ୍ଲକ ବାଷ୍ଟ ର ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଦେଉଛନ୍ତି ବାବୁସାନ୍ ଆମେ ଅପେକ୍ଷା ରେ ରହିଲୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।