ନିଜର ଗଲଫ୍ରେଣ୍ଡ କିମ୍ବା ବଏ ଫ୍ରେଣ୍ଡ୍ ଆପଣଙ୍କୁ ମିଛ କହୁଥିଲେ କିମ୍ବା ଠକୁ ଥିଲେ ଆପଣାନ୍ତୁ ଏହି ଉପାୟ।ଆସନ୍ତୁ ଜାଣିବା ଏହି ଟ୍ରିକ୍ ବିଷୟରେ…….

0

ଆପଣଙ୍କ ଗଲଫ୍ରେଣ୍ଡ କିମ୍ବା ଆପଣଙ୍କ ବଏ ଫ୍ରେଣ୍ଡ୍ ଆପଣଙ୍କୁ ମିଛ କହୁଛି , ଆପଣଙ୍କୁ ତାଙ୍କ ଉପରେ ସନ୍ଧେହ ଲାଗୁଛି।ସତ କଥା ଟି ଜାଣିବା ପାଇଁ ଆପଣଙ୍କ ପାଖରେ ଯଦି ସେମିତି କିଛି ଟ୍ରିକ ନାହିଁ ତେବେ ଆଜି ଆପଣଙ୍କୁ ଏହି ଟ୍ରିକ୍ ବିଷୟରେ କହିବୁ।ପାର୍ଟନର ସତ କହୁଚି କି ମିଛ କହୁଛି ଜାଣିବା ପରେ ତା ପ୍ରେମ ସତ କି ମିଛ ଜଣା ପଡ଼ିଯିବ।ଆଉ ଜଣା ପଡ଼ିବା ପରେ ଆପଣଙ୍କ ଜୀବନ ବରବାଦ ହେବାରୁ ରକ୍ଷା ପାଇଯିବ।

ଆପଣ ଯଦି ଜାଣିପାରିଲେ ଯେ ଆପଣ ମିଛ କହୁଛନ୍ତି ଆଉ ଆପଣଙ୍କ ପାର୍ଟନର ଙ୍କ ପ୍ରେମ ସତ ଥିଲା ତାହେଲେ ଆପଣ ବହୁତ ଭାଗ୍ୟବାନ।ମାତ୍ର ଆପଣଙ୍କ ପାର୍ଟନର ଯଦି ଆପଣଙ୍କୁ ମିଛ କହୁଥିବେ ତାହେଲେ ଆପଣ ଜାଣି ପାରିବେ।ଆପଣଙ୍କ ପାର୍ଟନର ଯଦି ସତ କହୁଛି ତାହେଲେ ଜାଣନ୍ତୁ ଆପଣଙ୍କୁ ଭଲ ସାଥୀ ଟିଏ ମିଳି ଯାଇଛି, ତେଣୁ ମିଛ କହି ତା ଜୀବନକୁ ନଷ୍ଟ କରନ୍ତୁ ନାହିଁ। ମିଛ କହିବା ବେଳେ ମଣିଷ କିଛି ନା କିଛି ହର୍ କତ କରିଥାଏ। ସେହି ସବୁ ହର୍ କତ୍ ବିଷୟରେ ଆସନ୍ତୁ ଜାଣିବା।

1. ଭଏସ ଟୋନ୍:-

ମିଛ କହିବା ବେଳେ ସେ ମଣିଷର ଭଏସ କିପରି ହୋଇଥାଏ। ଧରନ୍ତୁ ଆପଣ ପଚାରିଲେ “ତୁମେ ଯାହା ସହ ମେସେଜ ରେ କଥା ହେଉଥିଲ ତା ସହ ତୁମର କଣ ସମ୍ପର୍କ ଅଛି,ତୁମେ ଏତେ ସମୟ ତା ସହ କଣ କଥା ହେଉଥିଲ ।”ଏ ପ୍ରଶ୍ନ ପଚାରିବା ପରେ ଆପଣଙ୍କୁ ଜାଣିବାକୁ ହେବ ସେ କିପରି ଭଏସ ଟନ୍ ରେ ଜବାବ ଦଉଛି।ସେ ତୁରନ୍ତ ମନା କରି ଦେଉଚି କିମ୍ବା ସ୍ପିଡ ରେ କଥାକୁ ଭୁଲାଇ ଅନ୍ୟ ଆଡକୁ ଚେଷ୍ଟା କରୁଛି, ତା ଭଏସ ଟନ୍ ସାମାନ୍ୟ ଭୟ କରିବାର ଜଣା ପଡୁଛି କିମ୍ବା ରାଗିଲା ପରି ଜଣା ପଡୁଛି।ଯଦି ସେ ଏପରି କିଛି କରୁଛି ତାହେଲେ ସେ ୧୦୦% ଆପଣଙ୍କୁ ମିଛ କହୁଚି କିମ୍ବା କିଛି ଲୁଚଉଚି।

2. ଫେସ୍ ଟୁ ଫେସ୍ କନେକ୍ଟେଡ:-

କଥା କହିବା ବେଳେ ପାର୍ଟନର ଆପଣଙ୍କ ସହିତ ଫେସ୍ ଟୁ ଫେସ୍ କନେକ୍ଟ ହେଉଛି କି ନାହିଁ ।କହିଲା ବେଳେ ଆପଣଙ୍କ ସହିତ ଆଖି ମିଳାଇ କଥା ହେଇ ପାରୁଛି କି ନାହିଁ,କିଛି ସମୟ ଗ୍ୟାପ୍ ନେଇ ଭାବି ଭାବି କଥା କହୁଚି କିମ୍ବା କହିଲା ବେଳେ ଏପଟ ସେପଟ ଚାହୁଁଚି ତାହେଲେ ସେ ଆପଣଙ୍କୁ ମିଛ କହୁଛି,ସେ ଡରୁଚି ସେଥିପାଇଁ ଏଭଳି ହର୍ କତ୍ ର ସାହାଯ୍ୟ ନେଉଛି। ସେଥିପାଇଁ ଆପଣଙ୍କୁ ବୁଝିବାକୁ ହେବ ଯେ ଆପଣଙ୍କୁ ସେ ଠକି ଚାଲିଛି।

3. ବଡି ଲାଙ୍ଗୁଏଜ୍:-

ଯେମିତିକି ଆପଣ କିଛି ପଚାରିଲେ ତା ବଡ଼ି ଲାଙ୍ଗୁଏଜ ଚେଞ୍ଜ ହୋଇଯିବ।ଆପଣ ଯେତେବେଳେ ବହୁତ୍ ଖୁସି ହେଇଯାଆନ୍ତି ଆପଣଙ୍କ ବଡ଼ି ଲାଙ୍ଗୁଏଜ୍ ଚେଞ୍ଜ୍ ହୋଇଯାଏ। ସେହିପରି ପାର୍ଟନର ଆପଣଙ୍କୁ ମିଛ କହୁଛି ବୋଲି ତାହେଲେ ସେ ଟିକେ ଡରିଗଲା ପରି ଲାଗିବ। କେଉଁଠି ନା କେଉଁଠି ଆପଣଙ୍କୁ କିଛି ଲୁଚାଇଲା ପରି କଥା କହିବ,ତା ବଡ଼ି ଲାଙ୍ଗୁଏଜ୍ ଚେଞ୍ଜ ହେବ। ଆପଣ କିଛି ପଚାରିଲେ ସେ ଆର୍ଗୁମେଣ୍ଟ କରୁଥିବ,ତାହେଲେ ଆପଣ ଜାଣି ଯାଆନ୍ତୁ ଯେ ଆପଣଙ୍କୁ ସେ ମିଛ କହୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।