ଦେଖନ୍ତୁ ଭିଡିଓ – ବାହାଘର ସମୟରେ ଏମିତି କିଛି ହେଲା ପୁଅ କନ୍ୟାକୁ ଛାଡି ଅନ୍ୟ ଝିଅ ସହ… ଏମିତି କାମ ଦେଖିଲେ ଆପଣ ବି…

0

ଦେଶ ଓ ସମାଜ କୁ ଆଗକୁ ବଢେଇବା ପାଇଁ ପୁଅ ଓ ଝିଅ ଙ୍କୁ ବିବାହ କରିବାକୁ ପଡି ଥାଏ। ତେବେ ଏହା ସେମାନ ଙ୍କ ପାଇଁ ବହୁତ ସୁନ୍ଦର ଦିନ ହୋଇ ଥାଏ। ତେବେ ଏହି ଦିନ ରେ ସମସ୍ତେ ବହୁତ ଖୁସି ରୁହନ୍ତି।ସମସ୍ତେ ବହୁତ ମଜା ମସ୍ତି ମଧ୍ୟ କରନ୍ତି। ସଜ ହବା,ଖାଇବା,ନାଚିବା ଆଦି ବହୁତ କିଛି କରନ୍ତି। ତେବେ ଆମ ଦେଶ ରେ ହେଉ ଥିବା ବାହାଘର ରେ ବହୁତ ସୁନ୍ଦର ରୀତି ନୀତି ରହିଛି,

ଯାହା ସବୁ ଠୁ ସୁନ୍ଦର। ତେବେ ବିଭିନ ସ୍ଥାନ ରେ ବିଭିନ୍ନ ପ୍ରକାର ନିୟମ ରହିଛି। ତା ସହ ଆମ ଦେଶ ର ବାହାଘର ୪ କିମ୍ବା ୫ ଦିନ ଧରି ହୋଇ ଥାଏ, ଅନେକ ଲୋକ ଆସନ୍ତି ବାହାଘର ରେ । ତେବେ ଏଥି ପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି, ସବୁ ବହୁତ ଖୁସି ହୁଅନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ବିବାହ ବିଷୟରେ କହିବୁ ଯାହା ଆପଣ ଶୁଣିଲେ ବିଶ୍ୱାସ କରିବେ ନାହି। ବାହାଘର ସମୟରେ ନିଜର ଇଜ୍ଜତ ହରାଇ ବସିଲେ ସେ ଝିଅ ର ଚାପୁଡ଼ା ହେଉ କିମ୍ବା ପୁଅ ର ପାଗଳାମି ହେଉ।ଏମିତି ନମୁନା ମାନଙ୍କ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଙ୍କ ବିବାହ ଉପରୁ ଭରସା ଉଠି ଯିବ।

*ତେବେ ଗୋଟିଏ ବିବାହ ସମୟରେ ବର କନ୍ୟା ଉଭୟ ବର ମାଳ ପିନ୍ଧାଇବ ପାଇଁ ଠିଆ ହୋଇଥିଲା ବେଳେ ହଠାତ୍ ପୁଅ ର ସାଙ୍ଗ ଆସି ପୁଅ କୁ ଟେକି ଦିଏ ହେଲେ ଝିଅ ଟି ମାଳ ପିନ୍ଧାଇ ନ ପାରିବାରୁ ପଛରେ ଠିଆ ହୋଇଥିବା ଲୋକ ଭିତରୁ କେହି ଜଣେ ଝିଅ କୁ ଟେକି ଥିଲେ। ପରେ ଉଭୟ ଉଭୟଙ୍କୁ ମାଳ ପିଣ୍ଡ ପିନ୍ଧି ହୋଇବା ପରେ ଝିଅ ଟି ସେ ଲୋକ ଟିକୁ ଶକ୍ତ ଚାପୁଡ଼ା ଟେ ମାରିଥିଲା। ବିନା ଅନୁମତି ରେ ସେ ଝିଅ ଟି କୁ ଟେକି ଧରି ଥିବାରୁ ସେ ମାରିଥିଲା,ପରେ ସେ ଲୋକ ଟି ପାଖରେ ଅନ୍ୟ ଏକ ଝିଅ କୁ ମାରି ପଳାଇଥିଲେ । ବିନା ଦୋଷ ରେ ଝିଅ ଟି ମାଡ଼ ଖାଇ ଥିଲା।

*ଅନ୍ୟ ଏକ ଘଟଣା ରେ ଉଭୟ ପୁଅ ଝିଅ ବର ମାଳ ପିନ୍ଧାଇ ବା ପାଇଁ ଠେଲା ପେଲା ଲାଗନ୍ତି । ଆଗ କିଏ ପିନ୍ଧାଇବ ସେଥି ପାଇଁ ଠେଲା ଠେଲି ହୋଇ ମାଳ ମଧ୍ୟ ଚିଣ୍ଡି ଯାଏ,ପରେ ଲୋକ ଲଜ୍ୟା ର ଶିକାର ହୋଇଥିଲେ।

*ଅନ୍ୟ ଏକ ଘଟଣା ରେ ପୁଅ ଝିଅ ମାଳ ପିନ୍ଧା ପିନ୍ଧି ସମୟରେ ଅଚାନକ ଏକ ବାଣ ଫୁଟେ ଓ ପୁଅ ଟି ର ପ୍ୟାଣ୍ଟ୍ ଖସି ଯାଏ ପାଖରେ ଥିବା ଝିଅ ଲୋକ ଲୋକୋମାନେ ହସି ହସି ଇଜ୍ଜତ ନେଇଥାନ୍ତି।

*ବିବାହ ରେ ସ୍ତ୍ରୀ ର ହାତ ଧରି ଫୋଟୋ ଉଠାଇଥିଲେ ହେଲେ ନିଜର ପ୍ୟାଣ୍ଟ୍ ଚେନ୍ ଦେବାକୁ ଭୁଲି ଯାଇଥିଲେ ସାଙ୍ଗ ର ଇଶରା ରେ ଚେନ ଟିକୁ ଦେଇଥିଲେ, ପରେ ସମସ୍ତେ ହସିବାକୁ ଲାଗିଥିଲେ ।ତେବେ ଏମିତି ଘଟଣା ଆମ ସମାଜ୍ ପାଇଁ ବହୁତ ହାସ୍ୟାସ୍ପଦ ହୋଇ ଥାଏ।

ଅନେକ ଲୋକ ଏହାର ମଜା ନିଅନ୍ତି,ହେଲେ ଅନେକ୍ ଲୋକ ଏସବୁ ପାଇଁ ବହୁତ ଅପମାନିତ ହୁଅନ୍ତି। ତେବେ ଏମିତି ସବୁ କାର୍ଯ୍ୟ କରିବା ଉଚିତ ନୁହଁ। ଏହା ସମାଜ ଉପରେ ଏକ ଖରାପ ପ୍ରଭାବ ପଡିବ। ବାହାଘର ଏକ ପବିତ୍ର ବନ୍ଧନ ତେବେ ତାକୁ ସୁନ୍ଦର ଭାବେ କରିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।