ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆଜି କାଲି ତ କେହି ଆଉ ଅପାଠୁଆ ରହୁନାହାନ୍ତି ସମସ୍ତେ ପାଠ ପଢି ଏଜୁକେଟେଡ୍ ହେଲେଣି। ଆଉ ଆଜିର ସାଇନ୍ସ ଯୁଗ ରେ ସାଇନ୍ସ ଏତେ ଆଗରେ ପହଞ୍ଚି ଗଲାଣି ଯେ ସୋସିଆଲ୍ ମିଡିଆ ରୁ ଅନେକ କଥା ଜାଣି ହେଉଛି। ସୋସିଆଲ ମିଡ଼ିଆ ସାଇଡ୍ସ ସହ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଯୋଡିତ ହୋଇଛନ୍ତି। ଦେଶ ବିଦେଶ ର ଟିକ୍ ନିକ୍ ଖବର ଆମେ ସୋସିଆଲ ସାଇଡ୍ସ ରୁ ଜାଣି ପାରିଥାଉ। କିନ୍ତୁ ଏପରି କିଛି ଜେନେରାଲ୍ ନୋଲେଜ୍ ଅଛି ଯାହା ହୁଏତ ଆମ ମାନଙ୍କୁ ଜଣା ନଥିବ। କିନ୍ତୁ ଏହି ସବୁ କଥା ଆମର ଜାଣିବା ଆବଶ୍ୟକ ଅଟେ। ତେବେ ଆସନ୍ତୁ ଜାଣିବା ସେହିପରି କିଛି ପ୍ରଶ୍ନ ଏବଂ ଉତ୍ତର ସମ୍ପର୍କରେ।

1. ଜଣେ ବ୍ୟକ୍ତି ଭାରତ ର ରାଷ୍ଟ୍ରପତି ହେବା ପାଇଁ ସର୍ବନିମ୍ନ ବୟସ କେତେ ହୋଇଥିବା ଦରକାର?
ଉତ୍ତର – 35 ବର୍ଷ

2. ଭାରତର ସମ୍ବିଧାନ ର ପ୍ରାରମ୍ଭ ରେ କେଉଁ ତାରିଖ ଉଲ୍ଲେଖ କରାଯାଇଛି?
ଉତ୍ତର – ୨୬.୧୧.୧୯୪୯

3 . ୧୯୫୯ ରେ ପ୍ରଥମେ ପଞ୍ଚାୟତ ରାଜ୍ ବ୍ୟବସ୍ଥା ଗ୍ରହଣ କରିଥିବା ରାଜ୍ୟର ନାମ କଣ?
ଉତ୍ତର – ରାଜସ୍ଥାନ

4 . ପଦ୍ମ ଚିହ୍ନ କେଉଁ ଦଳ ର ପ୍ରତୀକ?
ଉତ୍ତର – ବିଜେପି

5 . ରାହୁଲ୍ ଗାନ୍ଧୀ ଙ୍କ ପିତା ଙ୍କ ନାମ କଣ?
ଉତ୍ତର – ରାଜୀବ ଗାନ୍ଧୀ

6 . ଆମ୍ ଆଦ୍ମୀ ପାର୍ଟି ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ?
ଉତ୍ତର – ନୂଆଦିଲ୍ଲୀ

7. କିଏ ଭାରତ ର ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଥିଲେ?
ଉତ୍ତର – ମୋରାଜୀ ଦେସାଇ

8 . କିଏ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ?
ଉତ୍ତର – ରାଜୀବ ଗାନ୍ଧୀ

9 . କିଏ ବହୁଜନ ସମାଦ ପାର୍ଟି ର ସଭାପତି ଅଟନ୍ତି?
ଉତ୍ତର – ମାୟାବତୀ

10. ୧୯୮୪ ମସିହାରେ ବ୍ଳୁଷ୍ଟାର ଅପରେସନ୍ ସମୟ ରେ କିଏ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ?
ଉତ୍ତର – ଇନ୍ଦିରା ଗାନ୍ଧୀ

11 . ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରୁ କାହାର ମଧ୍ୟମ ନାମ ଗଙ୍ଗାଧର ରାଓ ଅଛି?
ଉତ୍ତର – ଦେବେନ୍ଦ୍ର ଫଡନାଭିସ୍

12 . କେଉଁ ବର୍ଷ ଭାରତ ସଂସଦ ରେ ପ୍ରଥମ ଲୋକପାଳ ବିଲ୍ ଆଗତ କରାଯାଇଥିଲା?
ଉତ୍ତର – ୧୯୬୮

13 . ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ?
ଉତ୍ତର – ପଣ୍ଡିତ ଜବାହରଲାଲ ନେହରୁ


14 . ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ହୋଇଥିଲେ?
ଉତ୍ତର – ସର୍ଦ୍ଧାର ବଲ୍ଲଭଭାଇ ପଟେଲ

15 . ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ?
ଉତ୍ତର – ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନ

16 . ଭାରତର ପ୍ରଥମ ବିଲାତ ଯାତ୍ରୀ କିଏ?
ଉତ୍ତର – ରାଜା ରାମମୋହନ ରାୟ


17 . ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ?
ଉତ୍ତର – ରବୀନ୍ଦ୍ରନାଥ ଟାଗୋର

18 . ଭାରତ ରତ୍ନ ପ୍ରାପ୍ତ ପ୍ରଥମ ଭାରତୀୟ କିଏ?
ଉତ୍ତର – ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ

19 . ଭାରତର ପ୍ରଥମ ରାଷ୍ଟ୍ରାପତି କିଏ?
ଉତ୍ତର – ଡଃ. ରାଜେନ୍ଦ୍ର ପ୍ରସାଦ


20 . ଭାରତୀୟ ଜାତୀୟ କଂଗ୍ରେସ ର ପ୍ରଥମ ବାଚସ୍ପତି କିଏ?
ଉତ୍ତର – ଉମେଶ ଚନ୍ଦ୍ର ବାନାର୍ଜୀ

ଏହିପରି ଆହୁରି ଅନେକ କେତେକ ଜେନେରାଲ୍ ନୋଲେଜ୍ ରହିଛି। ସେହି ମଧ୍ୟରୁ ଆମେ ଆପଣଙ୍କୁ କେତେକ ପ୍ରଶ୍ନ କହିଲୁ ଏବଂ ତାହା ସହ ସେଗୁଡିକ ର ଉତ୍ତର ମଧ୍ୟ କହିଲୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।