ଆସନ୍ତୁ ଜାଣିବା ବିଜୟ ମହାନ୍ତି ଙ୍କ କିଛି ଅଜଣା ଆଉ ଅକୁହା କଥା ବିଜୟ ମହାନ୍ତି ଙ୍କ ଜୀବନୀ ର କିଛି ବିଶେଷ ମୁହୂର୍ତ୍ତ ର ବିଶେଷ ତଥ୍ୟ…….

0

ବିଜୟ ମହାନ୍ତି ଙ୍କ ନାମ ଶୁଣିଲେ ଓଡ଼ିଆ ସିନେ ଜଗତରେ ରୋମାଞ୍ଚ ଭରି ଉଠେ। ତାଙ୍କର ଅଭିନୀତ ସିନେମା ଗୁଡ଼ିକୁ ଦେଖିବା ପାଇଁ ତାଙ୍କ ସମୟ ର ଯୁବ ପୀଢ଼ି ଅତ୍ୟନ୍ତ ଉଲ୍ଲସିତ ହୋଇ ଉଠୁଥିଲେ। ତେବେ ତାଙ୍କର ଅଭିନୟ ଦ୍ଵାରା ଅନେକ ଓଡ଼ିଆ ଦର୍ଶକ ବିମୋହିତ ହୋଇ ପଡୁଥିଲେ। ତାଙ୍କର ଏବଂ ଅପରାଜିତା ଙ୍କ ଅନେକ ଅଭିନୀତ ଯୋଡିକୁ ଲୋକେ ଏବେ ମଧ୍ୟ ଝୁରନ୍ତି।

ତେବେ ଆଜି ଯଦିଓ ବିଜୟ ମହାନ୍ତି ଆମ ଗହଣରେ ନାହାଁନ୍ତି ମାତ୍ର ତାଙ୍କର ଅନେକ ତଥ୍ୟ ମଧ୍ୟ ଏବେ ଅଜଣା। ତେବେ ଆସନ୍ତୁ ଜାଣିବା ସେହି ତଥ୍ୟ ସବୁ ଯାହା କେବେ ଆପଣ ମଧ୍ୟ ଶୁଣି ନଥିବେ। ବିଜୟ ମହାନ୍ତି ପଣ୍ଡିରୀ , କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ୮ ଏପ୍ରିଲ ୨୯୫୦ ରେ ଜନ୍ମ ଗ୍ରହଣ କରିଥିଲେ। ସେ ଓଡ଼ିଆ ସିନେ ଜଗତରେ ୧୯୭୭ ମସିହାରୁ ଆରମ୍ଭ କରି ୨୦୨୦ ପର୍ଯ୍ୟନ୍ତ ଅନେକ ଚାଳଚିତ୍ର ରେ କାମ କରି ସାରିଥିଲେ।

ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବିଜୟ ମହାନ୍ତି ସମ୍ପୁର୍ଣ୍ଣ ରୂପେ ବାରିପଦା ସହର ରେ ଯାହାକି ମୟୂରଞ୍ଜ ଜିଲ୍ଲା ରେ ରହିଛି ସେଠାରେ ସେ ନିଜର ଅନେକ। ସମୟ ଅତିବାହିତ କରୁଛନ୍ତି। ତାଙ୍କର ବିଏ ପାଠ ପଢା ସରିବା ପରେ ସେ ଡ୍ରାମା ସ୍କୁଲ ରେ ନିଜର କ୍ୟାରିୟର ଆରମ୍ଭ କରିବାର ନିଷ୍ପତ୍ତି ନେଇଥିଲେ।

ବିଜୟ ମହାନ୍ତି ଙ୍କ ପତ୍ନୀ ହେଲେ ତନ୍ଦ୍ରା ରାୟ। ତାଙ୍କର ଗୋଟିଏ ପୁଅ ଯାହାକୁ ସମସ୍ତେ ମଧ୍ଯ ଜାଣନ୍ତି ଏବଂ ତାଙ୍କର ଅଭିନୟ କୁ ମଧ୍ୟ ଅନେକ ଲୋକ ପସନ୍ଦ କରନ୍ତି। ସେ ଅନେକ ଚଳଚଚିତ୍ରରେ କାର୍ଯ୍ଯ କରି ସାରିଛନ୍ତି। ତାଙ୍କର ଅଭିନୀତ ସିନେମା ଗୁଡ଼ିକ ହେଲା :-

ହାତ ଧରି ଚାଲୁଥା , ଡାହା ବାଳୁଙ୍ଗା, ଓଁ ନମଃ ଶିବାୟ, ମେଘ ସବାରୀ ରେ ଆସିବ ଫେରି, ପ୍ରେମ ଅଢ଼େଇ ଅକ୍ଷର, ଦିଲ ତୋତେ ଦେଇଛି, ମୁ କଣ ଏତେ ଖରାପ, ଡନ , ତୁ ଥିଲେ ମୋର ଡର କାହାକୁ ପରି ଅନେକ ସିନେମା।

ବିଜୟ ମହାନ୍ତି ଯେପରି ସିନେମା ରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରୁଥିଲେ ତାହା ଅନେକ ଲୋକ ମଧ୍ୟ ପସନ୍ଦ କରନ୍ତି।।ତାହା ସହିତ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟକ ଥିଲା। ସେ ୨୦ ଜୁଲାଇ ୨୦୨୦ ମସିହା ରେ ପ୍ରାଣ ତ୍ୟାଗ କରି ଦେଇଥିଲେ। ଭୁନେଶ୍ବରରେ ଥିବା ନିଜ ର ବାସ ଭବନ ରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ତାଙ୍କର ରାଜନୈତିକ ଜୀବନ ବିଷୟରେ ଯଦି ଜାଣିବା ସେ କଂଗ୍ରେସ ଦଳର ନେତା ଭାବରେ ଯୋଗ ଦେଇଥିଲେ। ତାଙ୍କର ଅନେକ କିଛି ଏମିତି କଥା ରହିଛି ଯାହା ଅନ୍ୟ ମାନଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ। ତାଙ୍କୁ ଅଭିନୟ ପାଇଁ ଜୟଦେବ ପୁରସ୍କାର ମିଳିଥିଲା। ସେହିପରି ଜାତୀୟ ସ୍ତରରେ ମଧ୍ୟ ତାଙ୍କର ପ୍ରତିଭା ପାଇଁ ସମ୍ମାନ ପ୍ରଦାନ କରାଯାଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।