ଭୟଙ୍କର ରୋଗ – ଗଛ ପରି ଗଛରେ ତିଆରି ହୋଇ ଏହି ଝିଅର ମୁହଁରେ ବାହାରିଛି , ଏହି ରୋଗ ର ଲକ୍ଷଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ.ଦୟାକରି ଏହି ଭଉଣୀ ” ଟି ପାଇଁ ଗୋଟିଏ ସାହାର୍ଯ୍ୟର ହାତ ବଢାନ୍ତୁ….

0

ଆଜିର ଏହି ଆଧୁନିକ ସମାଜ ବହୁ ଉନ୍ନତି ଆଡକୁ ଗତି କଲାଣି। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆମର ବିଞ୍ୟାନ ଏବଂ ବୈଞ୍ୟାନିକ ମାନେ ମଧ୍ଯ ବହୁ ଉନ୍ନତି କଲେଣି,ଯାହା ଦ୍ବାରା ସମସ୍ତ ସମସ୍ୟା ର ସମାଧାନ ବହୁ ଶୀଘ୍ର ଏବଂ ଖୁବ୍ ସହଜ ରେ ହୋଇପାରୁଛି। ଅତ୍ୟାଧୁନିକ ଯୁଗର ବିଞ୍ୟାନ ଏବଂ ଟେକ୍ନୋଲୋଜି ଦ୍ବାରା ସମସ୍ତ ପ୍ରକାରର ଅସମ୍ଭବ କାମ ବର୍ତ୍ତମାନ ସମ୍ଭବ ହୋଇପାରୁଛି।

ଦିନ କୁ ଦିନ ଆମର ବିଞ୍ୟାନ ବହୁ ଆଡଭାନ୍ସ ହେବା ରେ ଲାଗିଛି। କିନ୍ତୁ ଦେଖାଯାଉଛି କି ସମାଜ ଯେପରି ନୂଆ ନୂଆ ଦିଗ କୁ ଗତି କରିବା ରେ ଲାଗିଛି ସେହି ପରି ଭାବରେ ନୂଆ ନୂଆ ରୋଗ ସବୁ ସ୍ଋଷ୍ଟି ହେବାରେ ଲାଗିଛି ଏବଂ ଏହି ରୋଗ କୁ ଚିହ୍ନିବା ମଧ୍ଯ ବହୁ କଷ୍ଟକର ହୋଇ ପଡୁଛି। ଏହା କେଉଁ ପ୍ରକାର ରୋଗ ତାହା ସହଜ ରେ ଜାଣି ହେଉ ନାହିଁ ଏବଂ ଏହି ରୋଗ ର ଚିକିତ୍ସା କରିବା ଡାକ୍ତର ପାଇଁ ବହୁ କଷ୍ଟସାଧ୍ୟ ହୋଇ ପଡୁଛି।

ଏହିପରି ଏକ ଘଟଣା ବର୍ତ୍ତମାନ ଆମ ସାମ୍ନା କୁ ଆସିଛି, ଯାହା ବିଷୟରେ ଶୁଣିବା ମାତ୍ର କେ ଆପଣ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯିବେ। ବାଂଲାଦେଶ ଯାହାକୁ ଭାରତ ର ପଡୋଶୀ ରାଜ୍ଯ ବୋଲି କୁହାଯାଏ ଟ୍ରି ମ୍ୟାନ ନାମକ ଏକ ରୋଗ ସେଠାରେ ବାହାରିଛି ଏବଂ ଏହି ରୋଗ ର ପ୍ରଭାବ ରେ ଜଣେ ମହିଳା ବ୍ଋକ୍ଷ ବା ଗଛ ରେ ପରିବର୍ତ୍ତନ ହେବାକୁ ଲାଗିଛନ୍ତି।

ସୋଚନା ଯୋଗ୍ୟ କି ବାଂଲାଦେଶ ର ଏକ ଗ୍ରାମ ରେ ମହମ୍ମଦ ଶାହାଜାନ ନାମକ ଜଣେ ଦିନ ମଜୁରିଆ ଙ୍କ ଝିଅ ସୁହାନା ଖାତୁନ୍ ଏହି ରୋଗର ଶିକାର ହୋଇଛନ୍ତି। ଯାହାର ପ୍ରଭାବ ରେ ତାଙ୍କର ଶରୀର ରେ କେତେକ ସ୍ଥାନ ରେ ଗଛ ଏବଂ ଶାଖା ପ୍ରଶାଖା ସବୁ ବାହାରିବା ଆରମ୍ଭ ହୋଇଥିଲା। ସୁହାନା ଙ୍କ ମା ନଥିବା ହେତୁ ବର୍ତ୍ତମାନ ତାଙ୍କର କେୟାର ନେବା ପାଇଁ କେହି ନାହାନ୍ତି।

ଗତ ୪ ମାସ ତଳେ ତାଙ୍କର ଶରୀର ର କେତେକ ସ୍ଥାନ ରେ ଏବଂ ମୁହଁରେ ଗଛ ଏବଂ ତାର ଶାଖା ପ୍ରଶାଖା ସବୁ ବାହାରିବା ଆରମ୍ଭ ହୋଇଥିଲା ଏବଂ ଏହାକୁ ଦେଖିବା ପରେ ମହମ୍ମଦ ଶାହାଜାନ ତାଙ୍କୁ ଗ୍ରାମ ର ଏକ ଡାକ୍ତର ଙ୍କୁ ଦେଖେଇଥିଲେ। କିନ୍ତୁ ବହୁ ଦୁର୍ଭାଗ୍ଯ ର କଥା କି ଏହି ରୋଗ ଭଲ ହେବା ପରିବର୍ତେ ଧୀରେ ଧୀରେ ବଢିବାକୁ ଲାଗିଲା।

ତେଣୁ ମହମ୍ମଦ ଶାହାଜାନ ତାଙ୍କର ଚିକିତ୍ସା ପାଇଁ ଏକ ବଡ ଡାକ୍ତର ଙ୍କୁ ଦେଖାଇବା ପାଇଁ ମନସ୍ଥ କଲେ। ତେବେ ଏହି ରୋଗ କିଛି ନୂଆ ନୁହଁ ବରଂ ଆଗରୁ ଏହି ରୋଗ ବହୁ ବ୍ଯକ୍ତି ଙ୍କୁ ହୋଇଛି,କିନ୍ତୁ ବାଂଲାଦେଶ ରେ ସୁହାନା ହେଉଛନ୍ତି ପ୍ରଥମ ବ୍ଯକ୍ତି ଯିଏକି ଏହି ରୋଗ ରେ ପୀଡିତ ହୋଇଛନ୍ତି ଏବଂ ଏହି ରୋଗ ରୁ ଭଲ ହେବା ପାଇଁ ତାଙ୍କର ଚିକିତ୍ସା ଏକ ବଡ ହସ୍ପିଟାଲ ରେ କରାଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।