Vastu tips – ସକାଳୁ ଉଠି କ’ଣ କରିଲେ ଦରିଦ୍ର ହେଇଥାନ୍ତି ? କିପରି ଦୂର ହେବ ଦରିଦ୍ରତା ଆସନ୍ତୁ ଜାଣିବା।

0

ଆମେ ମାନେ ପ୍ରତ୍ୟେକ ଦିନ ଆମର ସମସ୍ତ ନିତ୍ୟ କର୍ମ କରିଥାଉ, ଏହା ପରେ ଆମେ ଆମର ନିଜ ନିଜ କାମରେ ବାହାରି ଯାଇଥାଉ। ତେବେ ଆମେ ମାନେ ଆମ କାର୍ଯ୍ୟ କରିବା ବେଳେ ଏପରି କିଛି କାମ କରିଥାଉ ଯେଉଁଥି ପାଇଁ ଆମ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ଆଉ ଆମର ଅନେକ କ୍ଷତି ମଧ୍ୟ ହୋଇଥାଏ। ଆମ ହିନ୍ଦୁ ଧର୍ମ ରେ ତ ଏପରି ଅନେକ ନିୟମ ସବୁ ରହିଛି ଯାହାକୁ ଆମ ମାନଙ୍କୁ ପାଳନ କରିବା କଥା,

ଏହା ଦ୍ୱାରା ଆମ ମାନଙ୍କ ର ମଙ୍ଗଳ ହୋଇଥାଏ। ଅନେକ ଲୋକ ବହୁତ ନିୟମ ଗୁଡିକ ସମ୍ପର୍କରେ ଜାଣି ନାହାଁନ୍ତି, ଯାହା ଦ୍ୱାରା କି ସେମାନେ ସେହି ସବୁ ଭୁଲ୍ କାମ କରନ୍ତି ଏବଂ ଅସୁବିଧା ରେ ପଡି ଥାଆନ୍ତି। ତେବେ ଆଜି ଆମେ ଆପଣ ଙ୍କୁ ଜଣାଇବୁ କେଉଁ କାମ କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ।

ସକାଳୁ ଉଠି ପ୍ରତ୍ୟେକ ଦିନ ଏହି ତିନୋଟି କାମ କରିବା ଦ୍ଵାରା ଦରିଦ୍ରତା ଦେଖା ଯାଇ ନଥାଏ। ତେବେ ଭଗବାନ ଶ୍ରକୃଷ୍ଣଙ୍କ ଗୀତା ମାଧ୍ୟମ ରେ ମନୁଷ୍ୟ ଙ୍କ କଲ୍ୟାଣ ପାଇଁ କେତେ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି। ଭଗବତ୍ ଗୀତା କୁ ଜୀବନ ର ସାର ବୋଲି କୁହା ଯାଇଥାଏ,

ତେଣୁ ଏହାକୁ ସର୍ବ ଶ୍ରେଷ୍ଠ ଗ୍ରନ୍ଥ କୁହା ଯାଏ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଚାହୁଁଚୁ ଯେ ଯାହା ସକାଳୁ ଉଠି କରିଲେ ବ୍ୟକ୍ତିଗତ ଜୀବନ ରୁ ଦୁଃଖ, ଦାରିଦ୍ର୍ୟ, ନିରାଶ, ସମସ୍ୟା ଆଦି ଦୂର ହୋଇଥାଏ। ମା ଲକ୍ଷ୍ମୀ ଏମାନଙ୍କ ଘରେ ସର୍ବଦା ନିବାସ କରି ଥାନ୍ତି। ପରିବାର ରେ ପ୍ରେମ ବଢ଼ି ଥାଏ। ଆସୁଥିବା ସଙ୍କଟ ସବୁ ଦୂର ହୋଇ ଯାଇ ଥାଏ।ତେବେ ଏହି ତିନୋଟି କାମ ବହୁତ ମହତ୍ୱପୂର୍ଣ୍ଣ ଅଟେ।

*ପ୍ରଥମେ ସକାଳୁ ଉଠି କୌଣସି ଦୁଷ୍ଟ ବ୍ୟକ୍ତି ର ମୁଖ ଦର୍ଶନ ନ କରିବା ଉଚିତ୍। ଏ ମାନଙ୍କୁ ଦର୍ଶନ କରିବା ଦ୍ୱାରା ମଣିଷ ଶରୀର ରେ ନକାରାତ୍ମକ ଜିନିଷ ପଡ଼ିଥାଏ। ଚରିତ୍ର ହୀନ ବ୍ୟକ୍ତି ଙ୍କ ମୁଖ ଦର୍ଶନ କରିବା ଉଚିତ୍ ନୁହଁ। ଏମାନଙ୍କୁ ଦେଖିଲେ ମନ ରେ କାମ ବାସନ ଏସବୁ ସୃଷ୍ଟି ହେଇଥାଏ।

*ଦ୍ଵିତୀୟ ରେ ସକାଳୁ ଉଠି କାହା ସହିତ ଝଗଡ଼ା କରିବା ଉଚିତ୍ ନୁହେଁ ଓ ବିନା ସ୍ନାନ ରେ ଦେବୀ ଦେବତା ଙ୍କ ସ୍ଥାନ କୁ ଯିବା ଅନୁଚିତ୍।

*ତୃତୀୟ ରେ ସକାଳୁ ଉଠି ମଣିଷ କି ନିଜର ଛବି ଆଇନା ରେ ନା ଦେଖିବା ଉଚିତ୍। ଏହାକୁ ଅଶୁଭ ମନା ଯାଇ ଥାଏ। ବସ୍ତୁ ଶାସ୍ତ୍ର ଦ୍ଵାରା ଏହା ପ୍ରମାଣିତ। ସକାଳୁ ଉଠି ନିଜର ଛାଇ ମଧ୍ୟ ମଣିଷ କୁ ଦେଖିବା ଅନୁଚିତ୍।

ଏବେ ଜାଣିବା କଣ କରିବା ଉଚିତ୍:-

*ପ୍ରଥମେ ଉଠି ହାତ କୁ ଦେଖିବା ଉଚିତ୍,ହାତ ର ଅଗ୍ର ରେ ଲକ୍ଷ୍ମୀ ମଧ୍ୟ ରେ ସରସ୍ଵତୀ ଓ ତଳେ ଶ୍ରୀକୃଷ୍ଣ ରହିଥାନ୍ତି ।

*ଦ୍ଵିତୀୟ ରେ ଗୁରୁଜୁନ ଙ୍କ ଆଶୀର୍ବାଦ। ସକାଳୁ ଉଠି ମାତା ପିତାଙ୍କ ଆଶୀର୍ବାଦ ନେଲେ ତାଙ୍କର ଜୀବନ ରୁ ସବୁ ସଙ୍କଟ ଦୂର ହୋଇଥାଏ।

* ତୃତୀୟ ରେ ସକାଳୁ ଉଠି ଖେତ ଓ ଗୋମାତା ଦର୍ଶନ ହୋଇ ଥାଏ ତେବେ ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।