ଜୟପୁରରେ ଅଲୌକିକ ଘଟଣା ୧୭ ବର୍ଷ ହେବ ସମସ୍ତ ଦୁଃଖୀ ର ଦୁଃଖ ଦୂର କରୁଛି ଏହି ବିଷଧର ନାଗ ସାପ ବିଶ୍ୱାସ ନ ହେଲେବି ସତ ମନରେ ଭକ୍ତି ଥିଲେ “ଓଁ ନମଃ ଶିବାୟ” ନିଶ୍ଚୟ ଲେଖନ୍ତୁ

0

ବେଳେ ବେଳେ ଆମେ କିଛି ଏପରି ଅଦ୍ଭୂତପୂର୍ବ ଘଟଣା ଜାଣିବାକୁ ପଇଥାଉ ଯାହାକି ବିଶ୍ୱାସ ଯୋଗ୍ୟ ହୋଇନଥାଏ ।ତେବେ ଏହା ଆମକୁ ଏକ କଳ୍ପନା ଲାଗୁଥିଲେ ମଧ୍ୟ ଏହା ସତ୍ୟ ଘଟଣା ହୋଇଥାଏ। ତେବେ ଆମ ଭାରତ ତଥା ଓଡ଼ିଶା ରେ କିଛି ଏମିତି ମନ୍ଦିର ରହିଛି ଯାହାର କାହାଣୀ ଜାଣିଲେ ଆମେ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଆମେ ଆଜି ଆପଣ ଙ୍କୁ ଯାଜପୁର ର ଏକ ମନ୍ଦିର ବିଷୟରେ ଆପଣ ଙ୍କୁ କିଛି ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।

ସୂଚନାଯୋଗ୍ୟ ଯେ ଯାଜପୁର ରେ ରହିଛି ଏକ ପୁରାତନ ଦେବୀ ମନ୍ଦିର ଯାହାର ନାମ ହେଉଛି ମା ଦଣ୍ଡନାୟିକା ମନ୍ଦିର।ଏହି ମନ୍ଦିର ଟି ଦେବୀ ପାର୍ବତୀ ଙ୍କର ମନ୍ଦିର ଅଟେ ଯିଏକି ଏହି ସ୍ଥାନରେ ଦଣ୍ଡନାୟିକାଣି ଦେବୀ ଭାବରେ ପୂଜ୍ୟ ଅଟନ୍ତି ।ତେବେ ଆଶ୍ଚର୍ଯ୍ୟ ର କଥା ଏହାକି ଯେ ଏହି ମନ୍ଦିର ରେ ଦୀର୍ଘ ୧୭ ବର୍ଷ ହେବ ଏକ ବିଷ ଧର ନାଗ ସାପ ରହୁଛି ।

ତା ଠାରୁ ଆଶ୍ଚର୍ଯ୍ୟ ତଥା ଅଦ୍ଭୂତପୂର୍ବ କଥା ଏହା କି ସେହି ବିଷଧର ନାଗ ସାପ କେବଳ ଦେବୀ ମା ଙ୍କ ପାଖରେ ନୁହେଁ ବରଂ ସେହି ମନ୍ଦିର କୁ ଆସୁଥିବା ସମସ୍ତ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି ।କିନ୍ତୁ କେବେ ବି କୌଣସି ଭକ୍ତ ଙ୍କର କ୍ଷୟ କ୍ଷତି କରିନଥାଏ ।ଏପରି କି ସେହି ନାଗ ସାପ କାହା ଉପରକୁ ତାର ଫେଣା ମଧ୍ୟ ଦେଖାଏ ନାହିଁ।

ତେବେ ସେଠାରେ ରହୁଥିବା ସେବକ ଓ ପୂଜାରୀ ଏହାକୁ କେବଳ ଗୋଟିଏ ସାଧାରଣ ସାପ ନୁହେଁ ବରଂ ସାକ୍ଷାତ ଦେବୀ ମା ବୋଲି ଗ୍ରହଣ କରିଥାନ୍ତି। ତେବେ ସେହି ମନ୍ଦିର ର ପୂଜକ କହିଛନ୍ତି ଯେ , ଗତ ୧୭ ବର୍ଷ ହେବ ଏହି ବିଷ ଧର ନାଗ ସାପ ଟି ମା ଙ୍କର ମନ୍ଦିର ରେ ରହିଆସୁଛି ।ସେ କେବେ କାହାର ଅନିଷ୍ଟ ବା କ୍ଷୟ କ୍ଷତି କରିନାହିଁ । ଏବଂ ସେମାନେ ସେହି ସାପକୁ ସ୍ହନେ ରେ ସମ୍ଭୁ ନାମ ମଧ୍ୟ ଦେଇଛନ୍ତି। ତେବେ ସେହି ସାପ ଟି ମନ୍ଦିର ବେଢା ରେ ବୁଲୁଥାଏ ଏବଂ ମା ଙ୍କର ପ୍ରସାଦ କୁ ଖାଇ ନିଜର ପେଟ ପୁରାଇ ଥାଏ ।

ମନ୍ଦିର ର ପରିଚାଳକ ପଙ୍କଜିନୀ ମହାନ୍ତି ମଧ୍ୟ କହିଛନ୍ତି ଯେ ,ମନ୍ଦିର ର ପ୍ରାରମ୍ଭ ରୁ ସେଠାରେ କୌଣସି ସାପ ଦେଖା ଯାଉନଥିଲ ମାତ୍ର ଆଜି ଠାରୁ ୧୭ ବର୍ଷ ତଳେ ଏକ ପୂର୍ଣ୍ଣିମା ରେ ଦେବୀ ମା ଙ୍କର ପୂଜାର୍ଚ୍ଚନା ହେଉଥିବା ସମୟରେ ମନ୍ଦିର ବେଢା ରେ ଦେଖା ଦେଇଥିଲା ଏହି ବିଷଧର ନାଗ ସାପ ।ଆଉ ସେହି ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସେହି ମନ୍ଦିର ଛାଡି କୁଆଡେ ଯାଏ ନାହିଁ କି କୌଣସି ବ୍ୟକ୍ତି ସେ ଭକ୍ତ ହୁଅନ୍ତୁ ବା ସାଧାରଣ ଲୋକ କିମ୍ବା ପୂଜାରୀ ସେ କାହାର ବି କ୍ଷତି କରନ୍ତି ନାହିଁ ।ତେଣୁ ସେମାନେ ମଧ୍ୟ ଏହି ସାପ ଟୀକୁ ସ୍ୱୟଂ ଦେବୀ ମା ଙ୍କର ରୂପ ବୋଲି ଗ୍ରହଣ କରୁଛନ୍ତି ।