RD ଛାତ୍ରୀ ଝରାଫୁଲ ଙ୍କ ମୃତ୍ୟୁ ମାମଲାରେ ମହା ଖୁଲାସା , ପୋଲିସ ହାତରେ ଅଭିଯୁକ୍ତ ! ଦୟାକରି ଝରାଫୁଲ ଙ୍କୁ ମାରିଥିବା ଏହି ଯୁବକ ଙ୍କୁ କି ଦଣ୍ଡ ମିଳିବା ଦରକାର କମେଣ୍ଟ କରନ୍ତୁ….

0

ଆମେ ଅନେକ ଘଟଣା ଶୁଣିବାକୁ ପାଇଛୁ,ଅନେକ ଦୁର୍ଘଟଣା ସମ୍ପର୍କ ରେ ମଧ୍ୟ ଶୁଣିବାକୁ ପାଇଛୁ । ତେବେ ଆଜି କାଲି ଦୁନିଆ ରେ ଆତ୍ମ ହତ୍ୟା, ହତ୍ୟା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ବହୁତ୍ ସାଧାରଣ ହୋଇ ଗଲାଣି। ଝରା ଫୁଲ ର ଜୀବନ ଦୀପ ଲିଭିଗଲା।ପିଲା ବେଳେ ଆମେ ଗୋଟେ କଥା ଶୁଣିଥିଲେ ଝରି ଯାଇଥିବା ଫୁଲ କୁ ଝରା ଫୁଲ କୁହା ଯାଏ ।

ସେଇଭଳି ଭାବେ ଆଜି ଗୋଟେ ଝିଅଟିର ମୃତ୍ୟୁ ଘଟିଛି ।ତେବେ ଆଜି ଆମେ ଆପଣଙ୍କୁ ଏକ ସେମିତି ଘଟଣା ବିଷୟରେ କହିବାକୁ ଯାଉଛୁ। ଯାହା ଶୁଣିଲେ ଆପଣ ମାନଙ୍କ ମନ ରେ ଏକ ଡର ସୃଷ୍ଟି ହୋଇ ଯିବ।ତେବେ ରାସ୍ତା କଡ଼ରୁ ଉଦ୍ଧାର ହେଲା ଛାତ୍ରୀ ଙ୍କ ମୃତ ଦେହ।

ସେ ହେଉଛନ୍ତି ରମାଦେବୀ ବିଶ୍ଵବିଦ୍ୟାଳୟ ର ଛାତ୍ରୀ ।ସେ ସେହି ଠାରେ +୨ ପ୍ରଥମ ବର୍ଷ ଏବଂ +୨ ର ଶେଷ ବର୍ଷ ସରିବା ପରେ +୩ ଭି କରୁଥିଲେ,ସେହି ଦିନ ରାତି ହି ଥିଲା ଝରା ଫୁଲ ର ଝରିଯିବା ର ରାତି । ସେ ଘର କୁ ଫେରି ଥିବା ବେଳେ ଏମିତି ଗୋଟେ ଘଟଣା ଘଟିଛି ଯାହା କି ହୃଦୟ ବିଦାରକ ।ସେ ବିଶ୍ଵବିଦ୍ୟାଳୟ ର ମହିଳା ହଷ୍ଟେଲ ରେ ରହୁଥିଲେ ।ଘରକୁ ଫେରିବା ବେଳେ ଏମିତି ଗୋଟେ ଘଟଣା ଘଟିଯାଇଛି,ତାଙ୍କୁ ଦୂର୍ବୁତ ମାନେ ମାରିଦେଇ କୁଆଖିଆ ମୂଳାପାଳ ଠାରେ ତାଙ୍କୁ ମାରିଦେଇ ତାଙ୍କ ମୃତ ଦେହ ଫିଙ୍ଗି ଦେଇଥିଲେ ।

ଯେତେବେଳେ ଝିଅ ଝରଫୁଲ ଘରକୁ ପହଞ୍ଚିଲା ନାହିଁ। ପ୍ରତୀକ୍ଷା ରେ ଥିବା ବାପା ,ମା ଆଉ ଘର ଲୋକ ମାନେ ଜାଣିବାକୁ ପାଇଲେ କି ତାଙ୍କ ଝିଅ ର ମୃତ୍ୟୁ ହୋଇସାରିଛି ।ସେତେବେଳେ ଏଇ ସବୁ ବିଷୟର ତଦନ୍ତ କରିବା ପରେ ସିସି ଟିଭି ଫୁଟେଜ ରୁ ଜଣା ପଡ଼ିଛି କି ଦୁର୍ବୃତ ମାନେ ତାଙ୍କୁ ମାରିଦେଇ ଗୋଟେ ସ୍କୁଟି ରେ ମଝିରେ ବସେଇ ନେଇ ଫିଙ୍ଗି ଦେଇଛନ୍ତି ।ତାଙ୍କ ବାପା ଙ୍କ କହିବା ଅନୁସାରେ ସେ ଯାହାକୁ ସନ୍ଦେହ କରୁଥିଲେ ରାକେଶ ସ୍ୱାଇଁ । ତାଙ୍କ ବିଷୟରେ ପୋଲିସ ତଦନ୍ତ କଲାପରେ ସେ ସେହି ଗାଡ଼ିରେ ପଛରେ ବସିଥିବା ଦୁର୍ବୃତ ବୋଲି ଜଣା ପଡ଼ିଛି

ତାଙ୍କ ବାପା କହିବା ଅନୁସାରେ ସେ ତାଙ୍କ ଘରକୁ ପାଣି ପାଇପ କାମ କରିବା ପାଇଁ ଆସିଥିଲେ । ତା ପରଠୁ ତାଙ୍କ ବାପା ଦେଖିବା ଅନୁସାରେ ସେହି ରାକେଶ ସ୍ୱାଇଁ ଆଉ ତାଙ୍କ ଝିଅ ବହୁତ୍ ଘର କୋଠା ହେବା ର ଦେଖିଛନ୍ତି,ତେଣୁ ସେ ସନ୍ଦେହ ଘେରା ଭିତରେ ଥିଲେ,ଶେଷରେ ସେ ଧରା ପଡିଛନ୍ତି ।ସେ ସବୁ ବିଷୟରେ ଏବେ କୁଆଖିଆ ପୋଲିସ ତଦନ୍ତ କରୁଛି,ତଦନ୍ତ ପରେ ଯାହା ଜଣା ପଡିବ,ତାଙ୍କ ବାପା କହିବା ଅନୁସାରେ ତାଙ୍କୁ ନ୍ୟାୟ ଦରକାର।ପୋଲିସ ଭି ତାର ସଠିକ ତଦନ୍ତ ଚାଲେଇଚି।

ସେହି ରାକେଶ ଙ୍କୁ ଭୁବନେଶ୍ୱର ପୋଲିସ ଧରି ଯାଜପୁର ପୋଲିସ ହସ୍ତାନ୍ତର କରିଛି ,ଆଉ ସବୁ ତଦନ୍ତ ପରେ ଜଣା ପଡିବ।ସେଇ ରାକେଶ ସ୍ୱାଇଁ ଙ୍କୁ ଏବେ ପୋଲିସ ଘେରା ଭିତରକୁ ନିଆ ହେଇଚି ।ପ୍ରେସ ମିଟିଂ ପରେ ସମସ୍ତ ତଥ୍ୟ ମିଳିବ ଆଉ ସେ ଝରାଫୁଲ ର ଜୀବନ ର ଦୀପ ତଳ ଅନ୍ଧାର କରିଥିବା ଲୋକ ଙ୍କୁ ଧରହୋଇ ତାଙ୍କୁ ତାଙ୍କ ଭୁଲ ର ଉଚିତ୍ ଦଣ୍ଡ ଦିଆ ଯିବା କଥା ଶୁଣିବାକୁ ମିଳୁଚି । ଭଗବାନ ସେଇ ଝରା ଫୁଲ ର ଆତ୍ମା କୁ ସତ୍ ଗତି ରେ ନିଅନ୍ତୁ ଏହା ଆମ ସମସ୍ତଙ୍କ ର ପ୍ରାର୍ଥନା।।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।