ଜାଣନ୍ତୁ କିପରି ହୋଇଥିଲା ଚନ୍ଦ୍ର ଓ ପୃଥିବୀ ର ଜହ୍ନ। ବୈଜ୍ଞାନିକ ଙ୍କ ମତ ଅନଯାୟୀ କଣ ରହିଛି ଏହାର ରହସ୍ୟ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର…….

0

ପୃଥିବୀ ଜୀବ ମାନଙ୍କ ବାସସ୍ଥଳୀ , ଯେଉଁଠାରେ ପ୍ରତ୍ୟେକ ପ୍ରାଣୀ ବାସ କରି ଥାନ୍ତି। ମଣିଷ ଠୁ କିଟ ପତଙ୍ଗ ପର୍ଯ୍ୟନ୍ତ ସମସ୍ତେ ବାସ କରି ଥାନ୍ତି ଏଠାରେ। ତେବେ ପୃଥିବୀ ଲକ୍ଷ ଆରବ ବର୍ଷ ରୁ ଆମକୁ ଜଳ ବାୟୁ, ଅଗ୍ନି ଯୋଗାଇ ଆସୁଛି,ଯାହା ଆମ ଜୀବନ ଯାପନ କରିବା ପାଇଁ ଆବଶ୍ୟକ । ତେବେ ଆପଣ ଙ୍କ ମନକୁ କେବେ ପ୍ରଶ୍ନ ଟିଏ ଉଙ୍କି ମାରି ନାହିଁ କି ଏହି ପୃଥିବୀ ର ଉତ୍ପତ୍ତି କେଉଁଠି ହୋଇଛି। ଏହାର ବୈଜ୍ଞାନିକ ରହସ୍ୟ କଣ। କିପରି ଏହି ପୃଥିବୀ ଜାତ ହୋଇଛି। ତେବେ ଆଜି ଆମେ ଆପଣ ଙ୍କ ପ୍ରଶ୍ନ ର ଉତ୍ତର ନେଇ ଆସିଛୁ। ଆମେ ଜଣାଇବୁ କିପରି ପୃଥିବୀ ର ଉତ୍ପତ୍ତି ହେଲା।

ବୈଜ୍ଞାନିକ ଙ୍କ ମତ ଅନଯାୟୀ ୫୦ ଆରବ କୋଟି ବର୍ଷ ପୂର୍ବରୁ ଧୂଳି ଓ ବାଦଲ ର ଏକ ବିଶାଳ ଚକ୍ର ସୃଷ୍ଟି ହୋଇଥିଲା। ଏହାର ବିସ୍ଫୋରଣ ଘଟି ଥିଲା। ସେଥିରୁ ଏକ ବଡ଼ ଅଗ୍ନି ପିଣ୍ଡ ଜନ୍ମ୍ ନେଲା। ଯାହା ଆଜି ସୂର୍ଯ୍ୟ ହୋଇ ଆମକୁ ଆଲୋକ ଦେଉଛି। ବିସ୍ଫୋରଣ ପରେ ବଳି ଯାଇ ଥିବା ଧୂଳି ଓ ବାଦଲ ଆକାଶ ରେ ମିଶି ଗଲେ, ଯାହା ସମୟ ଅନୁସାରେ ଗୃତ୍ୱାକର୍ଷଅଣ ବଳରେ ସହ ଜଣେ ଜଣଙ୍କ ସହିତ ଯୋଡି ହେଇ ଗଲେ। ପରେ ତାହା ଅଗଣିତ ପିଣ୍ଡ ସୃଷ୍ଟି ହୋଇ ଗଲା।

ଏହି ପିଣ୍ଡ ରୁ ଗୋଟିଏ ପୃଥିବୀ ରେ ପରିଣତ ହେଲା। ଏହି ପିଣ୍ଡ ରୁ କେବଳ ଲାଭା ତରଲୁ ଥିଲା,ସେତେବେଳେ ପୃଥିବୀ ରେ ୧୨ ° ସେଲସିୟସ ର ତାପ ମାତ୍ରା ରହୁଥିଲା। ସମୟ ସମୟରେ ଏଠାରେ ଉଳକା ର ବର୍ଷା ହେବାକୁ ଲାଗିଲା। ବାଦଲ ଓ ଧୂଳି ମାନ ଏକାଠି ହୋଇ ବଡ଼ ପଥର ଖଣ୍ଡ ରେ ତିଆରି ହୋଇଯାଆନ୍ତି ଓ ବର୍ଷିବାକୁ ଲାଗନ୍ତି । ଏହି ପ୍ରକ୍ରିୟା ହେବାକୁ କୋଟି କୋଟି ବର୍ଷ ଲାଗି ଯାଏ,ଏହି ଭଳି ଉଲୁକା ର ଜନ୍ମ ହୋଇଥାଏ।

ଜଣେ ଜଣଙ୍କ ସହ ଧକ୍କା ହେବାରୁ ଅନେକ ଗ୍ରହ ଉପଗ୍ରହ ନଷ୍ଟ ହୋଇ ଯାଆନ୍ତି। ଆମ ସୌର ମଣ୍ଡଳ ରେ ୧୦୦୦ ପାଖା ପାଖି ଗ୍ରହ ଥିଲେ ,ଯେଉଁ ମାନେ ସୂର୍ଯ୍ୟ ଚାରି ପଟେ ବୁଲୁ ଥିଲେ। ସମୟ ସହିତ ଏମାନଙ୍କ ସଂଖ୍ୟା ମଧ୍ୟ ଘଟି ଚାଲିଲା। ଚନ୍ଦ୍ର ଜନ୍ମ ରହସ୍ୟ ଟିକେ ନିଆରା। ସେହି ସମୟ ରେ ଖିଆ ନାମକ ଏକ ଗ୍ରହ ଯାହା ମଙ୍ଗଳ ଗ୍ରହ ସହ ସମାନ। ତାହା ପୃଥିବୀ ସହ ଧକ୍କା ହୋଇ ଗୋଟିଏ ଅଂଶ ମହାକାଶ କୁ ଚାଲି ଗଲା। ତାହା ପୃଥିବୀ ର ଚାରିପଟେ ବୁଲିବାକୁ ଲାଗିଲା। ସେହି ଅଂଶ କୁ ଚନ୍ଦ୍ର କୁହାଗଲା।ଏ

ହି ଭଳି ଭାବରେ ଚନ୍ଦ୍ର ର ଉତ୍ପତ୍ତି ଘଟି ଥିଲା। ଚନ୍ଦ୍ର ଜନ୍ମ ସମୟରେ ପୃଥିବୀ ନିକଟ ରେ ଥିଲା ଧୀରେ ଧୀରେ ସେ ଦୂରକୁ ଯିବାକୁ ଲାଗିଲା, ସେହି ସମୟରେ ପୃଥିବୀ ରେ କେବଳ ଗରମ୍ ଲାଭା ହି ଥିଲା। କୋଟି କୋଟି ବର୍ଷ ପରେ ବାହାରେ ଥିବା ଖଣ୍ଡ ପୃଥିବୀ ରେ ମାଡ଼ ହେବାକୁ ଲାଗିଲା। ସମୟ ସମୟ ରେ ଏଥିରୁ ଉଳୁକା ପଡୁଥିଲା । ଏହି ଭଳି ଭାବରେ ଚନ୍ଦ୍ର ଓ ପୃଥିବୀ ର ଜନ୍ମ ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।