୧୦, ୧୪,୧୮, ୨୨,୨୬ ର ପରବର୍ତ୍ତୀ ସଂଖ୍ୟା କେତେ ହେବ ? କେବଳ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବେ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ। ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି।ଆଉ ସମାଜ ରେ ଦେଶ ରେ ପ୍ରତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ,

କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ, ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ।ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କରେ ଏମିତି ଅନେକ ତଥ୍ୟ ରହିଛି।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ କିଛି ପ୍ରଶ୍ନ ଓ ଉତ୍ତର।

1-୧୦, ୧୪,୧୮, ୨୨,୨୬ ର ପରବର୍ତ୍ତୀ ସଂଖ୍ୟା କେତେ ହେବ?
ଉତ୍ତର:- ୩୦

2- ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ପରିଚିତ ?
ଉତ୍ତର – ବଡ ଦେଉଳ

3- ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ୱ ର ପ୍ରତୀକ ?
ଉତ୍ତର – ଆତ୍ମ ତତ୍ତ୍ୱ

4- କେଉଁ ଜାଗାକୁ ଚାରି ଧାମ ବୋଲି କୁହା ଯାଇଥାଏ ?
ଉତ୍ତର – ଶିରିଡି

5- କେଉଁ ଚାରି ଧାମକୁ ଶ୍ରେଷ୍ଠ ବୋଲି କୁହା ଯାଇଥାଏ ?
ଉତ୍ତର – ଜଗନ୍ନାଥ ଧାମ

6- ଅତି ଲେମ୍ବହ ଚିପୁଡିଲେ —– ହୋଇଥାଏ ?
ଉତ୍ତର -ପିତା

7- ବଡ ଦେଉଳର ପୂର୍ବ ଦିଗରେ ଥିବା ଦ୍ୱାରର ନାମ କଣ ?
ଉତ୍ତର – ସିଂହ ଦ୍ୱାର

8- ବଳଭଦ୍ର କେଉଁ ତତ୍ତ୍ୱର ପ୍ରତୀକ ?
ଉତ୍ତର – ଶିବ ତତ୍ତ୍ୱ

9- ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହା ଯାଏ ?
ଉତ୍ତର – ପୁରୀକୁ

10- ପ୍ରଭୁ ଜଗନ୍ନାଥଙ୍କ ରଥର ନାମ କଣ ?
ଉତ୍ତର – ନନ୍ଦିଘୋଷ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।