ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ ରାୟ – ସ୍ତ୍ରୀ ଛାଡି ଚାଲିଗଲେ ଆଉ ଗୋଟିଏ ବାହା ହୁଅ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଆପଣ ମାନେ ତ ସମସ୍ତେ ଜାଣିଥିବେ କି ଆମେ ସମସ୍ତେ ଆମ ଦେଶ ର କିଛି ଆଇନ୍ କାନୁନ ଦ୍ବାରା ବନ୍ଧା ହୋଇ ରହିଛୁ। ଏହା ଦ୍ବାରା ଦେଶ ରେ କିଛି ଶାନ୍ତି ଶ୍ରୁଙ୍ଖଳା ବଜାୟ ରହୁଛି,ଯିଏ ଏହି ଆଇନ କୁ ଅବମାନନା କରୁଛି କୋର୍ଟ ସେମାନଙ୍କ ଙ୍କୁ ଉଚିତ ଦଣ୍ଡ ଦେଉଛି। ତେବେ ଏହି ସବୁ ଦଣ୍ଡ ଗୁଡିକ ପୂର୍ବରୁ ଆମ ସମ୍ବିଧାନ ରେ ଧାରା ଅନୁଯାୟୀ ଲେଖା ହୋଇ ରହିଛି।

ଦେଶ ର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ହେଉ କିମ୍ବା ରାଜ୍ଯ ମାନ ଙ୍କ ର ଛୋଟ ଛୋଟ କୋର୍ଟ ହୁଅନ୍ତୁ,ସମସ୍ତେ ସମସ୍ତେ ଘଟଣା କୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବା ପରେ ଉଚିତ୍ ଫଇସଲା ଶୁଣାଇ ଥାନ୍ତି। ତେବେ ଆଇନ ସମସ୍ତ ଙ୍କ ପାଇଁ ସବୁବେଳେ ସମାନ। ସେ ଜଣେ ସାଧାରଣ ଜନତା ହୋଇଥାଉ କିମ୍ବା କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ହୁଅନ୍ତୁ କିମ୍ବା କୋଟିପତି ବ୍ୟବସାୟୀ ହୋଇଥାନ୍ତୁ ସମସ୍ତ ଙ୍କ ପାଇଁ କୋର୍ଟ ର ଆଭିମୁଖ୍ୟ , ଉଦ୍ଧିଷ୍ଟ ଆଇନ ଏବଂ ବିଚାର ଧାରା ସମାନ ଏବଂ ସୁସ୍ପଷ୍ଟ ହୋଇଥାଏ।

ଏହିଭଳି ଭାବରେ ମାନ୍ୟବର କୋର୍ଟ ଙ୍କ ନିଷ୍ପତ୍ତି ସଦା ସର୍ବଦା ସ୍ୱାଗତ ଯୋଗ୍ୟ ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ଆପଣ ମାନେ ମାନ୍ୟବର କୋର୍ଟ ଙ୍କ ଐତିହାସିକ ନିଷ୍ପତ୍ତି ବିଷୟ ରେ ଜାଣିବାକୁ ପାଉଥିବେ। ବର୍ତ୍ତମାନ ସେହିଭଳି ଏକ ଶୁଣାଣି ପୁଣି କରିଛନ୍ତି ପାଟନା କୋର୍ଟ। ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ର ଶୁଣାଣି କରି ଏକ ବଡ ରାୟ ଦେଇଛନ୍ତି ପାଟନା କୋର୍ଟ ଏବଂ ଏହି ଘଟଣା ଟି ହେଉଛି କି ଯଦି ଆପଣ ଙ୍କ ସ୍ତ୍ରୀ ଆପଣ ଙ୍କୁ ଛାଡି ଚାଲି ଯାଉଛନ୍ତି ତାହା ହେଲେ ଆପଣ ଯମା ବ୍ୟସ୍ତ ହୁଅନ୍ତୁ ନାହିଁ। ସ୍ତ୍ରୀ ଛାଡି ଚାଲିଗଲେ ଆପଣ ଆଉ ଜଣେ ଯୁବତୀ ଙ୍କୁ ଦେଖି ତାଙ୍କୁ ବିବାହ କରିପାରିବେ ବୋଲି ପାଟନା କୋର୍ଟ ଏଭଳି ମାମଲା ର ଶୁଣାଣି କରିଛନ୍ତି।

କାରଣ ଏକ ଘଟଣା ଅନୁଯାୟୀ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀ ଙ୍କ ସହ ପ୍ରତାରଣା କରି ଛାଡି ଚାଲିଯାଇଥିଲେ। ଏହା ପରେ ପତ୍ନୀ ଙ୍କ ନାମ ରେ ସ୍ୱାମୀ କୋର୍ଟ ରେ ମାମଲା ଦାୟର କରିଥିଲେ। ୨୫ ବର୍ଷ ବୟସ ନଗେନ୍ଦ୍ର ଙ୍କ ସ୍ତ୍ରୀ ତାନିଆ ଅନ୍ୟ ଜଣକ ସହିତ ପଳେଇବା ପରେ, କୋର୍ଟ ତାଙ୍କୁ କହି ଆଶ୍ୱାସନା ଦେଇଛନ୍ତି ଯେ ତୁମେ ତାନିଆ ଙ୍କୁ ଭୁଲି ଅନ୍ୟ କାହାକୁ ବାହା ହୋଇଯାଅ। କୋର୍ଟ ଙ୍କ ଏଭଳି ନିଷ୍ପତ୍ତି ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଚାଲିଛି। ନଗେନ୍ଦ୍ର କହିଛନ୍ତି ବିବାହ ପରେ ତାଙ୍କ ସ୍ତ୍ରୀ ଉଚ୍ଚ ଶିକ୍ଷା କରିବା ପାଇଁ ଚାହୁଁଥିଲେ ଏଥିରେ ନଗେନ୍ଦ୍ର ରାଜି ମଧ୍ଯ ହୋଇଯାଇଥିଲେ।

ଏହାପରେ କଲେଜ ରେ ନାମ ଲେଖାଇବା ପରେ ଶାଶୂ ଘରେ ରହି ତାନିଆ କ୍ଲାସ କରିବା ପାଇଁ ଯାଉଥିଲେ, କିନ୍ତୁ ହଠାତ୍ ଗତ ଏପ୍ରିଲ ମାସରେ ସିଏ କୁଆଡେ ଗାୟବ ହୋଇଯାଇଥିଲେ। ଏହାପରେ ନଗେନ୍ଦ୍ର ନିଜ ସ୍ତ୍ରୀ କୁ ପାଗଳ ଭଳି ଖୋଜି ବୁଲିଲେ। ପରେ ଜଣା ପଡିଲା ତାନିଆ ରାଜେଶ କୁମାର ନାମକ ଜଣେ ଯୁବକ ଙ୍କୁ ନିଜ ଇଛା ରେ ବିବାହ କରିସାରିଛନ୍ତି। ଏବଂ ଏହା ପରେ ନଗେନ୍ଦ୍ର କୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।