ଜାଣନ୍ତୁ ଦିବ୍ୟା ଏତେ ଶିଘ୍ର ବିବାହ କରିବା ପଛର ରହସ୍ୟ କଣ ଥିଲା , ସତ୍ୟତା ଜାଣିଲେ ଅବାକ୍ ହୋଇଯିବେ

0

ଆଜି ର ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ନୂଆ ଜେନେରେସନ ର ନାୟିକା ଦିବ୍ୟା ଦିଶା ମହାନ୍ତି । ତାଙ୍କର ଏତେ ସୁନ୍ଦର ଅଭିନୟ ପାଇଁ ସେ ଆମ ସମସ୍ତଙ୍କ ହୃଦୟ ରେ ଘର କରିସାରିଲେଣି।ଏବେ ଆମେ ତାଙ୍କ ବିଷୟରେ କିଛି ଜାଣିବୁ ।ଦିବ୍ୟ ଙ୍କ ଜନ୍ମ ସ୍ଥାନ ହଉଚି ଓଡ଼ିଶା ର ଭୁବନେଶ୍ୱର ଠାରେ ।ତାଙ୍କ ଉଚ୍ଚତା ୬ଫୁଟ୍ ୨ ଇଞ୍ଚ୍।ତାଙ୍କ ଓଜନ ୫୫କେଜି ।

ଦିବ୍ୟା ଙ୍କ ହବି ହଉଚି ପଶୁ ପାଳନ କରିବା ଆଉ ଡାନ୍ସ,ତାଙ୍କୁ ବହୁତ୍ ଭଲ ଭାବରେ ଓଡ଼ିଆ ,ତେଲୁଗୁ ଆଉ ହିନ୍ଦୀ ଜଣା ଅଛି ।ସେ ପ୍ରଥମେ ତେଲୁଗୁ ସିରିଆଲ କରିଥିଲେ ।ଦିବ୍ୟା ଙ୍କ ମା ଜଣେ ନୃତ୍ୟଶିଳ୍ପୀ ଥିଲେ ସେଥି ପାଇଁ ଦିବ୍ୟା ମଧ୍ୟ ଜଣେ ସୁନ୍ଦର ନୃତ୍ୟ ଶିଳ୍ପୀ ହାଇପରିଛନ୍ତି,୩ବର୍ଷ ରୁ ଦିଵ୍ୟା ଙ୍କ ର ନାଚ ଆରମ୍ଭ ହେଇଚି ଯାହା ଏବେ ଭି ଚାଲିଛି । ଦିବ୍ୟା ଙ୍କରର ଓଡ଼ିଶୀ ଗୁରୁ ହେଉଛନ୍ତି ଅରୁଣା ମହାନ୍ତି ସାର୍।
ଯେତେବେଳେ ଦିବ୍ୟା ସାଉଥ୍ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ ସେତେବେଳେ ସେଠାକାର ନାମ ଥିଲା ତାଙ୍କର ସ୍ମିତା।ତ ପରେ ପରେ ସେ ଓଡ଼ିଆ ଟିଭି ପଛରେ ଥିବା ପରଦା ରେ ପ୍ରଥମେ ପାଦ ଥାପିଥିଲେ ।ତାଙ୍କର ପ୍ରଥମ ଫିଲ୍ମ ଥିଲା “ସୁନ୍ଦର ଗଡ ର ସଲମାନ୍ ଖାନ”। ସେ ଫିଲ୍ମ ରେ ତାଙ୍କ ସହ ବାବୁଶାନ୍ ଭି ଅଭିନୟ କରିଛନ୍ତି।ତେବେ ଦିବ୍ୟା ଙ୍କ କହିବା ଅନୁସାରେ ତାଙ୍କ ଏ ସବୁ ପଛରେ ତାଙ୍କ ମାଆ ଙ୍କର ହାତ ଅଛି।ଏବେ ଏବେ ଗୋଟିଏ ନୂଆ କଥା ଦେଖିବାକୁ ମିଳୁଛି ସୋସିଆଲ ମିଡ଼ିଆ ରେ କି ଦିବ୍ୟା ବିବାହ କରିଛନ୍ତି ।

ଏବେ ମଧ୍ୟ ୩ -୪ ଟି ବିବାହ ଫଟୋ ଘୁରି ବୁଲୁଛି ।ତେବେ ଏବେ ପ୍ରଶ୍ନ ଉଠୁଚି କି ଦିବ୍ୟା ଶାଶୁ ଘରେ କଣ କରୁଛନ୍ତି ?ସେ କଣ ସତରେ ବିବାହ କରିଛନ୍ତି ?ଆହୁରି ମଧ୍ୟ ବହୁତ୍ କଥା ଉଠୁଚି ଦିବ୍ୟ ହଠାତ କେବେ ବିବାହ କଲେ । ଫେର ତାଙ୍କର ଶାଶୁ ଘରୁ ଏମିତି କିଛି ଫଟୋ ଭାଇରଲ ହବରେ ଲାଗିଚି କି ଦିବ୍ୟା ପରିବା କାଟୁଛନ୍ତି,ଆଉ ପଖାଳ ଆଳୁ ଭଜା ଖାଉଛନ୍ତି ।ଏହା କଣ ସତ ? ଯଦି ଦିବ୍ୟା ବିବାହ କରିଛନ୍ତି ତେବେ ସେ କାହାକୁ ବିବାହ କରିଛନ୍ତି ?ତାଙ୍କ ଶାଶୁ ଘର କଉଠି ?ତାଙ୍କ ସ୍ଵାମୀ kn କରନ୍ତି ?

ଏବେ ମଧ୍ୟ ଦର୍ଶକ ମାନେ ଜାଣିଥିବେ ବା ଦେଖି ମଧ୍ୟ ଥିବେ ତାଙ୍କର ଜୀ ସାର୍ଥକ ରେ ନୂଆ ଚଳଚ୍ଚିତ୍ର “ତୁ ମୋର ସେଥିରେ” ଯାଉଥିରେ ଦିବ୍ୟା ଙ୍କ ସହ ସଇଲେନ୍ଦ୍ର ସାମନ୍ତରାୟ ମଧ୍ୟ ଟିଭି ପରଦା କୁ ଆସିଥିଲେ । ଗୋଟେ ନୂଆ କଥା ଦୀବ୍ୟା ବିବାହ କରିନାହାନ୍ତି ।ସେ ସେମିତି ଏକ ନୂଆ ଚଳଚ୍ଚିତ୍ର କରୁଛନ୍ତି । ତାଙ୍କର ସେଇ ନୂଆ ଚଳ ଚିତ୍ର ଯାହା କି ଏବେ ସିନେମା ହଲ ରେ ଦେଖିବା କୁ ମିଳିବ । ଯେଉ ଚଳଚ୍ଚିତ୍ର ର ଟାଇଟଲ ହଉଚି “ଧୋ ରେ ବାଇଆ ଧୋ”। ଏହି ଚଳଚଚିତ୍ରଟିରେ ଆମେ ଦିବ୍ୟା ଙ୍କ ସହ ହରି ଙ୍କୁ ମଧ୍ୟ ଦେଖିବା ପାଇଁ ପାଇବୁ ।ବର୍ତ୍ତମାନ ଯାହା ଜାଣିବା ପାଇଁ ମିଳୁଚି କି ଆପଣ ମାନେ ଭଲ ଭାବରେ ହରି ଙ୍କର ରୁମକୁ ଝୁମନ ଫିଲ୍ମ ଦେଖିଥିବେ ।ବିଶେଷ କରି ଏ ଫିଲ୍ମ ତି ଠିକ୍ ସେଇ ଫିଲ୍ମ ର ଷ୍ଟୋରୀ ଭଳି ଏକ ନିଆରା ଷ୍ଟୋରୀ ହବା ପାଇଁ ଯାଉଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।