ଦେଖନ୍ତୁ ଭିଡିଓ – ସୁଟିଂ ସେଟରେ ସୁଟିଂ ଚାଲୁଥିଲା ବେଳେ ଅର୍ଚ୍ଚିତା ଙ୍କୁ ଏହି କଥା ପାଇଁ Insultହେବାକୁ ପଡିଲା କାରଣ ଜାଣିଲେ ଆପଣମାନେ କହିବେ କ’ଣ ଏମାନେ ବି

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।

ତେବେ ଆଜି ଆମେ ଜଣେ ଏଭଳି ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯିଏ କି ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ଏକ ସଫଳତା ଅଭିନେତ୍ରୀ ହୋଇ ପାରିଛନ୍ତି। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅର୍ଚ୍ଚିତା ସାହୁ। ଅର୍ଚ୍ଚିତା ସାହୁ ହେଉଛନ୍ତି ଓଲିଉଡ଼ ର ଏକ ଆଗ ଧାଡ଼ି ର ଅଭିନେତ୍ରୀ ବା ହିରୋଇନ୍। ଅର୍ଚ୍ଚିତା ଏକ ରୀୟାଲିଟି ସୋ ରେ ବସି ନିଜକୁ ସଜାଇ ହେଉ ଥିବାର ଏକ ଭିଡିଓ ଭାଇ ରାଲ୍ ହୋଇଛି । ଯେଉଁ ଥିରେ ସେ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି । ଅର୍ଚ୍ଚିତା ସାହୁ ବହୁତ୍ ପରିଶ୍ରମ କରି ଆଜି ବହୁତ୍ ସଫଳତା ହାସଲ କରି ପାରିଛନ୍ତି ।

ଓଡ଼ିଶାର ପ୍ରତ୍ୟେକ ଟି ଯୁବ ପିଢ଼ି ତାଙ୍କର ଫ୍ୟାନ ବା ପ୍ରଶଂସକ ଅଟନ୍ତି । ଅର୍ଚ୍ଚିତା ଙ୍କୁ ଓଡ଼ିଶାର ର କୋଣ ଅନୁକୋଣରେ ଲୋକ ମାନେ ଜାଣିଛନ୍ତି । ଅର୍ଚ୍ଚିତା ଓଡ଼ିଶା ରେ କେବଳ ଫିଲ୍ମ୍ କରି ନାହାନ୍ତି, ସେ ଭାରତ ବାହାରେ ମଧ୍ୟ ଫିଲ୍ମ୍ ସୁଟ କରିଛନ୍ତି। ସେ ମଧ୍ୟ ବହୁତ୍ ରୀୟାଲିଟି ସୋ ରେ ଜଜ୍ ହୋଇ ନିଜର ମନ୍ତବ୍ୟ ଦେଇଛନ୍ତି।

ସେ ତାଙ୍କର ସଫଳତା ର ଶ୍ରେୟ ନିଜର ପରିବାର ଲୋକ ଏବଂ ସେ ଯେଉଁ ନିର୍ଦ୍ଦେଶକ ମାନଙ୍କ ସହ କାମ କରିଛନ୍ତି ସେ ମାନଙ୍କୁ ଦିଅନ୍ତି । ସେ ଓଲିଉଡ଼ କୁ ବହୁତ୍ ହିଟ୍ ଫିଲ୍ମ୍ ଦେଇ ଆସିଛନ୍ତି । ସେ ସବ୍ୟସାଚୀ ଙ୍କ ସହ ବହୁତ୍ ହିଟ୍ ଫିଲ୍ମ୍ ଦେଇଛନ୍ତି । ସେ ଏପରି ଏକ ଅଭିନେତ୍ରୀ ଓଲିଉଡ଼ ର ସମସ୍ତ ଅଭିନେତା ବା ହୀରୋ ଙ୍କ ସହ ନାୟିକା ଭାବରେ ଅଭିନୟ କରି ସାରିଛନ୍ତି ।

ତେବେ ଅର୍ଚ୍ଚିତା ସାହୁ ଙ୍କ ପାଇଁ ମଧ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରି ଆଜି ବହୁତ୍ ସଫଳତା ପାଇ ପାରିଛି । ଅର୍ଚ୍ଚିତା ହେଉଛନ୍ତି ଏକ ସ୍ଵାଭିମାନୀ ଓ ସ୍ବାବଲମ୍ବୀ ଝିଅ। ଯିଏ ନିଜ ର କଠିନ ପରିଶ୍ରମ ଏବଂ ନିଜର ଦୃଢ଼ ବିଶ୍ବାସ ପାଇଁ ଆଜି ଓଲିଉଡ଼ ର ଏକ ଉଚ୍ଚ ସ୍ଥାନ ରେ ବା ଜଣେ ଆଗ ଧାଡ଼ି ର ହିରୋଇନ୍ ହୋଇ ପାରିଛନ୍ତି ।ତେବେ ଏହି ଭିଡିଓ ରେ ଅର୍ଚ୍ଚିତା ସୋ ଆଗରୁ ମେକପ ନେଉଛନ୍ତି ଓ ମାଷ୍ଟର ଶାଶ୍ୱତ ତାଙ୍କ ସହ ଲଗୁଛନ୍ତି।ଏହି ସୋ ଟି ସାର୍ଥକ ଟିଭି ରେ ପ୍ରସାରିତ “ଡି ଓ ଡି ସୁପର୍ ମୋମ୍” ଅଟେ, ଯେଉଁଥିରେ ଅର୍ଚ୍ଚିତା ଜଜ୍ ଥିଲେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।