କାନ୍ଦିବାର ଦିନ ହେଲା ଶେଷ -2021 ରୁ 2028 ପର୍ଯ୍ୟନ୍ତ ଆକାଶ ଛୁଆଁ ହେବ ଏହି 6 ଟି ରାଶିର ଭାଗ୍ୟ ,ମିଳିବ ବଡ ସଫଳତା

0

ଆପଣ ମାନେ ସମସ୍ତେ ଜାଣିଥିବେ କି ଆମ ସୈରଜଗତ ରେ ନଅ ଟି ଗ୍ରହ ଚଳ ପ୍ରଚଳ କରନ୍ତି ଏବଂ ଏ ସମସ୍ତଙ୍କ ଠାରୁ ଶନି ଗ୍ରହ ସବୁଠାରୁ ଅଲଗା। ତେବେ ସବୁ ଗ୍ରହ ର ପ୍ରଭାବ ଆମର ଜୀବନ ରେ ପଡିଥାଏ। ଯେତେବେଳେ କୈଣସି ଗ୍ରହ ର ଅଦଳ ବଦଳ ହୋଇଥାଏ ସେତେବେଳେ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ,କିନ୍ତୁ ଆମେ ଏହି ପ୍ରଭାବ କୁ ବୁଝି ପାରିନଥାଉ,

ଯାହା ଦ୍ବାରା ଆମ ଜୀବନରେ ଅନେକ ଘଟଣା ଘଟିଯାଏ। ତେବେ ଆଜି ଆମେ ଶନି ଗ୍ରହ ବିଷୟ ରେ ଜାଣିବା। ତେବେ ଆପଣ ମାନେ ତ ଜାଣିଥିବେ ଯେ ଆମ ହିନ୍ଦୁ ଧର୍ମ ରେ ଶନି ଦେବତା ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ। ଏହି ଶନି ଦେବତା ଯାହା ଉପରେ କ୍ରୁପା କରନ୍ତି ସେହି ମନୁଷ୍ଯ ର ସେବେଠାରୁ ବହୁତ ଅଧିକ ଭଲ ସମୟ ର ଆରମ୍ଭ ହୋଇଯାଏ।

ଶନି ଦେବତା ନିଜର ପ୍ରକୋପ ଯେତେ ପକେଇ ଥାନ୍ତି ତା ଠାରୁ ଅଧିକ ଖୁସି ସେ ସେହି ମନୁଷ୍ଯ କୁ ଦେଇଥାନ୍ତି। ଯେମିତି କି ଆପଣ ମାନେ ଭାବନ୍ତି କି ଶନି ଦେବତା ଆପଣ ଙ୍କ ର ଶତୃ ହୋଇଥାନ୍ତି ବରଂ ନା ସେ ସମସ୍ତଙ୍କ ର ମିତ୍ର ହୋଇଥାନ୍ତି। ଶନି ଦେବ ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି,

ସବୁ ପ୍ରାଣୀ ଙ୍କ ସହ ସେ ନ୍ୟାୟ କରିଥାନ୍ତି,କିନ୍ତୁ ଯେଉଁ ବ୍ଯକ୍ତି ଅନୈତିକ କାର୍ଯ୍ୟ କରିଥାଏ ସେହି ବ୍ଯକ୍ତିକୁ ଭଗବାନ ଶନିଙ୍କ ପ୍ରକୋପ ଭୋଗିବାକୁ ପଡିଥାଏ। ଏମିତି ରେ ତ ସବୁ ରାଶିଙ୍କ ଉପରେ ଭଗବାନ ଶନି ଙ୍କ ପ୍ରଭାବ ରହିଥାଏ,କିନ୍ତୁ ଯେତେବେଳେ ଶନି ଦେବତା ନିଜର ଚଳନ ବଦଳାନ୍ତି ସେତେବେଳେ କେଉଁ ରାଶି ଉପରେ ସେ ଭାରି ପଡନ୍ତି ତ କେଉଁ ରାଶି ଉପରେ ସେ ବହୁତ ଖୁସି ହୁଅନ୍ତି।

ତେବେ ଆମ ଜ୍ୟୋତିଷ ଶାସ୍ତ୍ର ର ଜ୍ୟୋତିଷ ମାନ ଙ୍କ ମତାନୁସାରେ ଏମିତି କିଛି ରାଶି ରହିଛି ଯାହା ଙ୍କ ଜୀବନ ଆଗାମୀ ୨୦୨୮ ବର୍ଷ ପର୍ଯ୍ୟନ୍ତ ଖୁସିରେ କଟିବ ଏବଂ ସେହି ରାଶି ଗୁଡିକ ହେଉଛି ମେଷ, ସିଂହ, କନ୍ଯା, ମିଥୁନ, ମକର, କୁମ୍ଭ ଇତ୍ୟାଦି। ଶନିଙ୍କ ଦୟାରୁ ଏହି ରାଶି ର ବ୍ଯକ୍ତି ମାନେ ସମସ୍ତ ଙ୍କ ପ୍ରିୟ ହେବେ। ଏହି ରାଶି ର ବ୍ଯକ୍ତି ଙ୍କୁ ସମସ୍ତେ ମାନିବେ। ଚାକିରି କରିବା ପାଇଁ ଇଚ୍ଛା କରୁଥିଲେ ଏହାକୁ ପ୍ରାପ୍ତ କରିବେ। ଆପଣଙ୍କ କୈଣସି କାର୍ଯ୍ୟ ଯଦି ଅଧୁରା ଥାଏ ତାହା ହେଲେ ଏହା ସମ୍ପୂର୍ଣ୍ଣ ହେବ।

ଏମାନଙ୍କ ର ଦାମ୍ପତ୍ୟ ଜୀବନ ସୁଖମୟ ହେବ,ଯଦି ଆପଣ କାହାକୁ ପ୍ରେମ କରୁଥିବେ ତାହା ହେଲେ ଆପଣ ନିଜ ପ୍ରେମ କୁ ନିଶ୍ଚିତ ପାଇବେ। ଏହି ରାଶି ର ବ୍ଯକ୍ତି ମାନେ ଧନ ର ଅଭାବ ସହିବେ ନାହିଁ। ରୋଜଗାର ବଢିବ ଏବଂ ଖର୍ଚ୍ଚ ର ହାର କମିବ, ବେପାର ବଢିବ ଏବଂ ଚାକିରୀ ରେ ଭଲ କାର୍ଯ୍ୟ ପାଇଁ ପ୍ରସଂସିତ ହେବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।