ଏହି ପାଞ୍ଚଟି ଭୁଲ କେବେବି ଝିଅ ସହିତ କିଂମ୍ବା ପ୍ରେମିକ ସହିତ କରନ୍ତୁ ନାହିଁ। ନଚେତ ଆପଣ ରିଜେକ୍ଟ ଯେ କୌଣସି ସମୟରେ ହୋଇଯିବାର ସମ୍ଭାବନା ରହିଛି

0

ପୁରୁଷ ମାନେ ଚାହାଁନ୍ତି କି ତାଙ୍କ ପସନ୍ଦ ଅନୁଯାୟୀ କୌଣସି ଝିଅ କୁ ପ୍ରୋପଜ କରିବେ ଆଉ ତାକୁ ନିଜର ସାଥି ବନେଇବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ଅନେକ ଥର ରିଜେକ୍ଟ ମଧ୍ୟ ହେବାକୁ ପଡେ। କାରଣ ସେମାନଙ୍କର ଏମିତି କିଛି ଭୁଲ ରହି ଯାଇଥାଏ ଯେଉଁଥି ପାଇଁ ଝିଅ ମାନେ ତାଙ୍କ ପ୍ରୋପଜ ଶୁଣିବା ମାତ୍ରେ ରିଜେକ୍ଟ କରି ଦିଅନ୍ତି। ତେବେ ସେହି ସବୁ ଭୁଲ କଣ। ଯଦି ଏହି ଭୁଲ ଗୁଡିକୁ ଯଦି ଆପଣ ସୁଧାରି ନିଅନ୍ତି ଆପଣ ଙ୍କ ପସନ୍ଦ କରଥିବା ଝିଅ ଆପଣଙ୍କ ର ଗାର୍ଲ ଫ୍ରେଣ୍ଡ ହେବା ସୁନିଶ୍ଚିତ। ତେବେ ଆସନ୍ତୁ ଆଜି ଜାଣିବା ଏହି ପାଞ୍ଚଟି ଭୁଲ ଯାହା ଆପଣଙ୍କୁ ଝିଅ ପାଖରୁ ରିଜେକ୍ଟ କରାଇ ଦିଏ।


ପ୍ରଥମ ଭୁଲ ହେଉଛି ପ୍ରୋପଜ କରିବାର ସମୟ;-
ପୁଅ ମାନେ ଅତି ତରବରିଆ ଭାବରେ କିଛି ବୁଝି ନ ସୁଝି ପସନ୍ଦ କରୁଥିବା ଝିଅଙ୍କୁ ପ୍ରୋପଜ କରି ଦେଇଥାନ୍ତି। ଯାହା ଦ୍ୱାରା ଝିଅ ମାନେ ରାଗିବା ସହିତ ଅନେକ ଇଁସଲଟ ମଧ୍ୟ କରିଥାନ୍ତି। ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ଝିଅ ସହ ଅନେକ ସମୟ ବିତାଇବାକୁ ପଡିବ। ତ ପରେ ଆପଣଙ୍କୁ ଝିଅ ଛାଡି ନ ରହି ପାରିଲେ ଆପଣ ନିଜେ ଅନୁଭବ କରି ତାକୁ ମନର କଥା କହିଦେବେ। ଆଉ ସେ ତାକୁ ମଧ୍ୟ ଗ୍ରହଣ କରିନେବ।


ଦ୍ୱିତୀୟ ଟି ହେଲା ଝିଅ ଆପଣଙ୍କୁ ଭରଷା କରିବା ଦରକାର;-
ଯଦି ଝିଅ ର ଆପଣଙ୍କ ଉପରେ ଭରଷା ନଥିବ ତେବେ ଆପଣ ପ୍ରୋପଜ କଲେ ରିଜେକ୍ଟ ସୁନିଶ୍ଚିତ ହେବେ। ତେଣୁ ପ୍ରଥମେ ଆପଣଙ୍କୁ ତାର ଭରଷା ଜିତିବାକୁ ପଡିବ। ତାପରେ ତାର ନିକଟତର ଏବଂ ଘନିଷ୍ଠ ହେଲା ପରେ ଯାଇ ଆପଣ ତାକୁ ପ୍ରୋପଜ କରିବା ଦରକାର। ସେ ଭାବିବ କି ଆପଣ ତାର ପ୍ରକୃତ ସହଭାଗୀ ଅଟନ୍ତି। ତେଣୁ ସେ ଆପଣଙ୍କୁ ପସନ୍ଦ କରିବ।


ତୃତୀୟ ରେ ଝିଅ ସହିତ ଫ୍ରେଣ୍ଡସିପ ରଖନ୍ତୁ ଏବଂ କଥାବାର୍ତ୍ତା ଚାଲୁ ରଖନ୍ତୁ;-
ଆପଣଙ୍କୁ ଝିଅ ସହିତ ଫ୍ରେଣ୍ଡ ସିପ ରଖିବାକୁ ପଡିବ। ଝିଅ ସହିତ ଫ୍ରେଣ୍ଡ ହିସାବରେ କଥା ହୋଇ ତାର ବିଶ୍ୱାସ ଜିତିବାକୁ ପଡିବ। ଯାହା ଦ୍ୱାରା ସେ ଆପଣଙ୍କୁ ନିଜେ ପସନ୍ଦ କରି ଚାଲିବ। ଆଉ ଆପଣଙ୍କ ର ଆପଣା ପରି ଅନୁଭବ କରିବ।

ଚତୁର୍ଥ ରେ ଆପଣ କେବେବି ଡ଼ାଇରେକ୍ଟ ଝିଅ ସହିତ ଜବରଦସ୍ତ ରିଲେସନସିପ ରଖିବାକୁ ଚେଷ୍ଟା କରନ୍ତୁ ନାହିଁ;-
ଆପଣ ସର୍ବଦା ଝିଅ ସହିତ ଏକ ସୁ ସମ୍ପର୍କ ରଖନ୍ତୁ। କେବେବି ସେ ଚାହୁଁ ନଥିବା କାର୍ଯ୍ୟ ତାର ସାମ୍ନା ରେ କରନ୍ତୁ ନାହିଁ। ଆପଣ ତାର ଇଚ୍ଛା ମୁତାବକ ତାର କାର୍ଯ୍ୟ ରେ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଯାହା ଫଳରେ ସେ ଆପେ ଆପେ ଆପଣଙ୍କ ଆଡକୁ ଢଳି ଆସିବ।


ପଞ୍ଚମ ରେ ଆପଣ ପ୍ରଥମେ ଝିଅ ର ପ୍ରେମିକ କେହି ଅଛନ୍ତି କି କିଂମ୍ବା ତାର କେହି କ୍ଳଜ ଫ୍ରେଣ୍ଡ ଅଛନ୍ତି କି ତାହା ଜାଣି ରଖନ୍ତୁ।
ଏହି ତଥ୍ୟ ଜାଣିବା ପରେ ଆପଣ ତାହା ସହିତ ମିଶନ୍ତୁ। କାରଣ ସେ କୌଣସି ଅଲଗା ପୁଅ ସହିତ ଠିକ ରେ ହଟାତ ଆସି ମିଶି ପାରିବ ନାହିଁ। ତେଣୁ ତାର କେହି ବୟ ଫ୍ରେଣ୍ଡ ନଥିଲେ ଆପଣ ତାର ନିକଟସ୍ଥ ହେବାର ଉପାୟ କରି ତାର ଭରଷା ଜିତନ୍ତୁ ଏବଂ ପ୍ରୋପଜ କରି ଦିଅନ୍ତୁ। ଯାହା ଦ୍ୱାରା ଝିଅ କେବେବି ଆପଣଙ୍କୁ ରିଜେକ୍ଟ କରି ପାରିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।