Kareena ଙ୍କ ଗୀତ ରେ Janhvi Kapoor କଲେ ବେଲି ଡ୍ୟାନ୍ସ,ନିଆଁ ଭଳି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

0

ବର୍ତ୍ତମାନ ଓଲିଉଡ ଓ ବଲିଉଡ ସିନେମା ଜଗତରେ ଏକ ନୂତନ ଟ୍ରେଣ୍ଡ ଚାଲିଛି ତାହା ହେଉଛି ପ୍ରିଫିକ୍ସ ଯୁଗ ।ଅର୍ଥାତ ସମସ୍ତ ପୁରାତନ ଗୀତ କୁ ଏକ ନୂଆ ଢଙ୍ଗ ରେ ଏକ ନୂଆ ଭାବନା ରେ ଲୋକ ମାନଙ୍କ ଆଗକୁ ଆଣୁଛନ୍ତି ଫିଲ୍ମ କଳାକାର ମାନେ ।ତେବେ ଲୋକମାନେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି ।

ଏହା ଛଡ଼ା ଫିଲ୍ମ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଲବେ ଦଶକ ର ଅଭିନେତା ଓ ଅଭିନେତ୍ରୀ ଙ୍କୁ ଅନୁସରଣ କରୁଛନ୍ତି ଏବଂ ତାଙ୍କର ଗୀତ ଓ ଡ୍ୟାନ୍ସ କୁ ଏକ ନୂଆ ଆନ୍ଦାଜ ଦେଉଛନ୍ତି ।ଲୋକମାନ ଙ୍କୁ ମଧ୍ୟ ଏହା ବେଶ ଆକର୍ଷଣୀୟ କରିଥାଏ ।

ତେବେ କିଛି ଦିନ ହେବ ବଲିଉଡ ଫିଲ୍ମ ଜଗତର ଆଗ ଧାଡ଼ି ର ଅଭିନେତ୍ରୀ ଜାନଭି କାପୁର ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ସେହି ଭିଡ଼ିଓ ରେ ଜାନଭି କାପୁର ନିଜର ଫିଲ୍ମ ପାଇଁ ନୁହେଁ ବରଂ ନିଜର ବ୍ରେଲି ଡ୍ୟାନ୍ସ ପାଇଁ ବହୁତ ଚର୍ଚ୍ଚାରେ ରହୁଛନ୍ତି। ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଜାନଭି କାପୁର କରିନା ଙ୍କର ଫିଲ୍ମ ସଂଗ “ସନ ସନାନ ସନ ସନାନ ଯା ଜା ରେ ଜାରେ ପବନ” ଗୀତ ଟୀକୁ ବ୍ରେଲି ଡ୍ୟାନ୍ସ କରୁଛନ୍ତି ।

 

View this post on Instagram

 

A post shared by Janhvi Kapoor (@janhvikapoor)


ତେବେ ଏହି ବ୍ରେଲି ଡ୍ୟାନ୍ସ ଭିଡ଼ିଓ ଟୀକୁ ସେ ତାଙ୍କର ପ୍ରେସନାଲ ଇଂସ୍ଟଗ୍ରାମ ଆକାଉଣ୍ଟ ରେ ସେୟାର କରିଥିଲେ ଏବଂ ଭିଡ଼ିଓ ଟି ସେୟାର କରିବାର ମାତ୍ର କେତେ ଘଣ୍ଟା ମଧ୍ୟରେ ଏହାକୁ ୭ ଲକ୍ଷ ରୁ ଅଧିକ ଲୋକ ଦେଖିଥିଲେ ମଧ୍ୟ ।ତେବେ ଏହି ଭିଡ଼ିଓ ଟି ପୋଷ୍ଟ କରି କେପସନ ରେ ସେ ଲେଖିଥିଲେ କି ମୁଁ ମୋର ବେଲି ଡ୍ୟାନ୍ସ କୁ ବହୁତ ମିଶ କରୁଛି କାରଣ ଲକଡାଉନ ପାଇଁ ସମସ୍ତ ସୁଟିଂ ବନ୍ଦ ଥିବାରୁ ସେ ଏହାର ପ୍ରାକ୍ଟିସ୍ କରିପାରୁ ନାହାନ୍ତି ।ତେବେ ଏହି ଡ୍ୟାନ୍ସ ଭିଡ଼ିଓ ଟି ରେ ଜାନଭି କାପୁର ଏଜ ଧଳା ରଙ୍ଗ ର ଆଉଟଫିଟ ରେ ବହୁତ ସୁନ୍ଦର ଓ ହଟ ଲାଗୁଛନ୍ତି।

ତେବେ ଆମେ ଆପଣଂକୁ ଜଣେଇ ଦେଉଛୁ ଯେ ଜାନଭି କାପୁର ହେଉଛନ୍ତି ଏଭର ଗ୍ରୀନ ଅଭିନେତ୍ରୀ ଶ୍ରୀଦେବୀ ଙ୍କର ଝିଅ ।ସେ ତାଙ୍କର ପ୍ରଥମ ଫିଲ୍ମ “ଧଡକ” ମାଧ୍ୟମ ରେ ବଲିଉଡ ରେ ପାଦ ଦେଇଥିଲେ ଏବଂ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।ପରେ ସକ ସେନା ଆଦି ଫିଲ୍ମ କରି ସେ ଲୋକମାନ ଙ୍କର ମନ କୁ ଜିତି ପାରିଥିଲେ ।ଏବଂ ନିଜର ପ୍ରଥମ ଫିଲ୍ମ ସାହାଯ୍ୟ ରେ ବଲିଉଡ ସିନେମା ଜଗତ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିବା ରେ ସକ୍ଷମ ହୋଇଥିଲେ ।ତେବେ ଆଗକୁ ସେ ୨ ରୁ ୩ ଟି ଫିଲ୍ମ କରିବା କୁ ଯାଉଛନ୍ତି ବୋଲି ଇଂସ୍ଟଗ୍ରାମ ରେ ଦର୍ଶକ ଙ୍କୁ ଜଣେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।