Live ଭିଡିଓ – ପର୍ଦ୍ଦାଫାସ ଝରାଫୁଲ ର ମୃତ୍ୟୁ ର ରହସ୍ୟ, ମୃତ୍ୟୁ ପୂର୍ବରୁ କେଉଁଠି ଥିଲେ ଝରାଫୁଲ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

0

ବର୍ତ୍ତମାନ ର ଯୁବ ପୀଢ଼ି ଭଲ ପାଇବା ରେ ସୀମା ହରାଇ ଦେଉଛନ୍ତି। ଯାହା ଫଳରେ ଅନେକ ଭୁଲ କାମ କରୁଛନ୍ତି। ସେମାନଙ୍କ ଜୀବନ କ୍ଷତିଗ୍ରସ୍ତ ହେଉଛି। ଏହି ସବୁ ରେ କିଛି ଦୁର୍ବୃତ ରାକ୍ଷସ ସଂସାର ରେ ରହିଛନ୍ତି। ଯେଉଁ ମାନେ ନିରୀହ ଝିଅ ମାନଂକ ପ୍ରାଣ ନେଉଛନ୍ତି। ଏଭଳି ଏକ ଘଟଣା ଓଡ଼ିଶା ର ରାଜଧାନୀ ରେ ଘଟିଛି । କିଛି ନୃଶଂସ ମାନେ କଲେଜ୍ ରେ ପଢୁଥିବା ଛାତ୍ରୀ କୁ ହତ୍ୟା କରିଛନ୍ତି।ସେ ହେଉଛନ୍ତି ରମାଦେବୀ ବିଶ୍ଵବିଦ୍ୟାଳୟ ର ଛାତ୍ରୀ ।

ସେ ସେହି ଠାରେ +୨ ପ୍ରଥମ ବର୍ଷ ଏବଂ +୨ ର ଶେଷ ବର୍ଷ ସରିବା ପରେ +୩ କରୁଥିଲେ,ସେହି ଦିନ ରାତି ହି ଥିଲା ଝରା ଫୁଲ ର ଝରିଯିବା ର ରାତି । ସେ ଘର କୁ ଫେରି ଥିବା ବେଳେ ଏମିତି ଗୋଟେ ଘଟଣା ଘଟିଛି ଯାହା କି ହୃଦୟ ବିଦାରକ । ସେ ବିଶ୍ଵବିଦ୍ୟାଳୟ ର ମହିଳା ହଷ୍ଟେଲ ରେ ରହୁଥିଲେ ।ଘରକୁ ଫେରିବା ବେଳେ ଏମିତି ଗୋଟେ ଘଟଣା ଘଟିଯାଇଛି,

ତାଙ୍କୁ ଦୂର୍ବୁତ ମାନେ ମାରିଦେଇ କୁଆଖିଆ ମୂଳାପାଳ ଠାରେ ତାଙ୍କୁ ମାରିଦେଇ ତାଙ୍କ ମୃତ ଦେହ ଫିଙ୍ଗି ଦେଇଥିଲେ ।ଯେତେବେଳେ ଝିଅ ଝରାଫୁଲ ଘରକୁ ପହଞ୍ଚିଲା ନାହିଁ। ପ୍ରତୀକ୍ଷା ରେ ଥିବା ବାପା ,ମା ଆଉ ଘର ଲୋକ ମାନେ ଜାଣିବାକୁ ପାଇଲେ କି ତାଙ୍କ ଝିଅ ର ମୃତ୍ୟୁ ହୋଇସାରିଛି ।

ସେତେବେଳେ ଏଇ ସବୁ ବିଷୟର ତଦନ୍ତ କରିବା ପରେ ସିସି ଟିଭି ଫୁଟେଜ ରୁ ଜଣା ପଡ଼ିଛି କି ଦୁର୍ବୃତ ମାନେ ତାଙ୍କୁ ମାରିଦେଇ ଗୋଟେ ସ୍କୁଟି ରେ ମଝିରେ ବସେଇ ନେଇ ଫିଙ୍ଗି ଦେଇଛନ୍ତି ।ତାଙ୍କ ବାପା ଙ୍କ କହିବା ଅନୁସାରେ ସେ ଯାହାକୁ ସନ୍ଦେହ କରୁଥିଲେ ରାକେଶ ସ୍ୱାଇଁ ,ତାଙ୍କ ବିଷୟରେ ପୋଲିସ ତଦନ୍ତ କଲାପରେ ସେ ସେହି ଗାଡ଼ିରେ ପଛରେ ବସିଥିବା ଦୁର୍ବୃତ ବୋଲି ଜଣା ପଡ଼ିଛି ।

ଭୁବନେଶ୍ୱର ର ଏକ ଗେଷ୍ଟ ହାଉସ ରେ ରାକେଶ ସ୍ୱାଇ ସ୍ୱାଇଁ ସହ ଝରା ଫୁଲ ରହିଥିଲେ। ଗେଷ୍ଟ ହାଉସ ନିକଟ ରେ ଥିବା ସିସି ଟିଭି ର ଫୁଟେଜ ରେ ଝରଫୁଲ ଙ୍କୁ ଏକ ସ୍କୁଟର ରେ ନିଆ ଯାଉ ଥିବାର ଦୃଶ୍ୟ କଏଦ ହୋଇଛି। ଗତ ୨୭ ତାରିଖ ସକାଳ ୭.୧୧ ମିନିଟ୍ ରେ ସ୍କୁଟର ରେ ୩ ଜଣ ଯାଉଥିବା ର ଦେଖିବାକୁ ମିଳିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଲେଣ୍ଡ୍-୬ ରେ ଏହି ଗେଷ୍ଟ ହାଉସ ଟି ରହିଥିଲା। ଗତ କାଲି ରାତିରେ ରାକେଶ ସ୍ୱାଇଁ ପୋଲିସ୍ ପାଖରେ ଆତ୍ମ ସମର୍ପଣ କରିଛି। ପରେ ରାକେଶ ଙ୍କୁ ଯାଜପୁର ପୋଲିସ କୁ ହସ୍ତାନ୍ତର କରା ଯାଇଛି।

ସ୍କୁଟର ଚଳାଇ ଥିବା ବ୍ୟକ୍ତି ରାକେଶ ବୋଲି ପୋଲିସ୍ ପୂର୍ବରୁ ସୂଚନା ଦେଇଥିଲା,ପରେ ମହିଳା କମିଶନର ଅଧ୍ୟକ୍ଷା ମିନତି ବେହେରା ସେଠାରେ ପହଞ୍ଚି ଥିଲେ ଓ ଏହା ଏକ ଲଜ୍ଜ୍ୟା ଜନକ ଘଟଣା ବୋଲି କହିଥିଲେ। ଆଜି ପୁଣି ଏସପି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ। ଧୀରେ ଧୀରେ ମାମଲା ଟି ଖୁଲସା ହେବାକୁ ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।