ବୁଦ୍ଧି ପରୀକ୍ଷା – ଗୋଟେ ଘରରେ 5ଟି ପୁଅ ଅଛନ୍ତି – ଯାହାଙ୍କ ନାଁ RAJA , RAJE , RAJI , RAJO ଅଟେ , ତେବେ କୁହନ୍ତୁ ପଞ୍ଚମ ପୁଅର ନାଁ କଣ ? ବୁଦ୍ଧିମାନ ହିଁ ସଠିକ ଉତ୍ତର ଦେଇ ପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା।

ସାଧାରଣ ଜ୍ଞାନ ପଢିବା ଦ୍ୱାରା ମନୁଷ୍ୟ ସମସ୍ତ ପ୍ରକାର ଜିନିଷ ବିଷୟରେ ଜ୍ଞାନ ଆହରଣ କରି ଥାଏ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଦେଶ ବିଦେଶ ର ଅନେକ କିଛି ରୋଚକ କଥା ଜାଣିବା ପାଇଁ ମିଳିଥାଏ।ସାଧାରଣ ଜ୍ଞାନ ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ।ବର୍ତ୍ତମାନ ସମୟରେ ସାଧାରଣ ଜ୍ଞାନ ସମସ୍ତ କ୍ଷେତ୍ରରେ ଆବଶ୍ୟକ ହେଉଛି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଉତ୍ତର ବିଷୟରେ କହିବାକୁ ଯାଉଛୁ ତାହା ଆପଣ ଆଗରୁ କେବେ ମଧ୍ୟ ଦେଖି ନ ଥିବେ ବା ଜାଣି ନ ଥିବେ।ଯଦି ଆପଣ କୌଣସି ପରୀକ୍ଷା କିମ୍ବା ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ ଏହାକୁ ନିଶ୍ଚିନ୍ତ ପଢ଼ନ୍ତୁ।କାରଣ ଏଥିରୁ ଅନେକ ଜାଣିବା ଭଳି ଜ୍ଞାନ ଆପଣ ଆହରଣ କରିପାରିବେ।ତେବେ ଆସନ୍ତୁ ସେହି ପ୍ରଶ୍ନ ଗୁଡିକ ସମ୍ପର୍କରେ ଆଲୋଚନା କରିବା।

୧)ଗୋଟେ ଘରରେ ୫ ଟି ପୁଅ ଅଛନ୍ତି ।ଯାହାଙ୍କ ନାଁ RAJA,RAJE,RAJI,RAJO ଅଟେ, ତେବେ କୁହନ୍ତୁ ପଞ୍ଚମ ପୁଅର ନାଁ କଣ ?

ଉତ୍ତର:- ପଞ୍ଚମ ପୁଅର ନାଁ ରାଜୁ ଅଟେ, କାରଣ ଇଂରାଜୀରେ ପାଞ୍ଚଟି ସ୍ୱର (A,I,E,O,U) ହୋଇଥାଏ

୨)କାହା କୁ ତୁମେ ହାତ ଗୋଡ଼ ନ୍ ଲଗାଇ ମଧ୍ଯ ଧରି ପାରିବ ?
ଉତ୍ତର :- ନିସ୍ଵାସ ଓ ପ୍ରସ୍ଵାସ

୩) କଣ ସବୁବେଲେ ବଢ଼େ କିନ୍ତୁ କେବେ କମେ ନାହିଁ ?
ଉତ୍ତର:- ବୟସ

୪) ଯିଏ ଏହାକୁ ତିଆରି କରେ ସେ ତା ନିଜ ପାଇଁ କରେନି , ଯିଏ ଏହାକୁ କିଣେ ସେ ତା ନିଜ ପାଇଁ କି କିନେନି ,ଏ ଯାହାର କାମ ରେ ଲାଗେ ସେ ତା ଜୀବନ ରେ ପ୍ରଥମ ଓ ଶେଷ ଥର । ତେବେ ସେ କିଏ ?
ଉତ୍ତର :- କଫିନ୍

୫) ୨୦ ଟି ପରା ଗୋଟିଏ ଗଛରେ ବସି ଥିଲେ । ଗୋଟେ ଶିକାରୀ ଗୋଟେ ପରା କୁ ଗୁଳି କରି ମାରି ଦେଲା , ଆଉ ସେ ଗଛ ରେ କେତୋଟି ପାରା ରହିଲା ?
ଉତ୍ତର:- ସବୁ ପାରା ଉଡିଗଲେ

୬)ଯଦି ଗୋଟେ ଇଲେକ୍ଟ୍ରି ଟ୍ରେନ ପୂର୍ବ ଦିଗ କୁ ଯାଉଛି , ତେବେ ତା ଧୂଆଁ କେଉଁ ଦିଗ କୁ ଉଡ଼ୁଥିବ ?
ଉତ୍ତର:- ଇଲେକ୍ଟ୍ରିକ୍ ଟ୍ରେନରେ ଧୁଆଁ ନାହିଁ

୭)କେଉଁ ଜିନିଷ ତୁମେ ଆଣିଲା ବେଳ କୁ କଳା , ବ୍ଯବହାର କଲେ ନାଲି ଓ କାମ ସରିଗଲେ ଧଳା ହୋଇ ଯାଏ ?
ଉତ୍ତର:- କୋଇଲା

୮)କେତେ ଥର ଆମର ୧୦୦ ରୁ ୧୦ ଫେଡ଼ି ପରିବା ?
ଉତ୍ତର :- ଥରେ

୯) ଗୋଟିଏ ଗୁମ୍ଫା ରେ ବତିସି ଚୋର ଦିନ ରେ କରନ୍ତି କାମ , ରାତି ହେଲେ ସିଏ ଆରାମ ନିଏ କୁହ ଏବେ ତାଙ୍କ ନାମ ?
ଉତ୍ତର:- ଦାନ୍ତ

୧୦) ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ , କୁହ ଏବେ ସିଏ କିଏ ?
ଉତ୍ତର:-ତାରା

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।