Dr. Basudev Pradhan -ଜାଣନ୍ତୁ ଆପଣଙ୍କ ର କେଶ ଝଡ଼ୁଛି କି କରନ୍ତୁ ଏହି ସହଜିଆ ଘରୋଇ ଉପଚାର 100% ଗ୍ୟାରେଣ୍ଟି

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।

ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ , ଚୁଟି ଝାଡୁବା ର କାରଣ କଣ ହୋଇଥାଏ ।ଏବଂ କେଉଁ କେଉଁ ଉପାୟ ରେ ଆମେ ଆମର ଚୁଟି ଝଡ଼ିବା କି କମ କରିପାରିବା ।

ଏକ ରିସର୍ଚ୍ଚ ଅନୁସାରେ ଜଣାପଡିଛି ଯେ କେବଳ ମହିଳା ମାନଙ୍କ ର ନୁହେଁ କି ବୟସ୍କ ଲୋକଙ୍କ ର ନୁହେଁ ବରଂ ବାଳ ଖସିବା ପ୍ରାୟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ର ମଧ୍ୟ ଏ ସମସ୍ୟା ରହିଥାଏ। ତେବେ କେବେକେବେ ଆମେ ଭାବିଥାଉ କି ଏହା ଏକ ପ୍ରକାରର ରୋଗ ବୋଲି ମାତ୍ର ତାହା ଭୁଲ ଅଟେ ।ଚୁଟି ଝଡ଼ିବା ଏକ ରୋଗ ନୁହେଁ ବରଂ ଏହା ପଛରେ କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି ।

ସେହି କାରଣ ଗୁଡିକ ହେଉଛି :-

୧.ଅଧିକ ବୟସ ହେବା କାରଣ ରୁ ମୁଣ୍ଡ ର ବାଳ ଖସିଥାଏ
୨.ଥାଇରଏଡ଼ ରୋଗ ଥିଲେ
୩.ଜେନେଟିକ ସମସ୍ୟା ଥିଲେ (ବାପା ମା ଙ୍କର କେଶ ଖସୁଥିଲେ)
୪.ହରମୋନ ର ଅଧିକ କ୍ଷରଣ କାରଣ
୫.ଅଧିକ ଚିନ୍ତା ରେ ରହୁଥିଲେ

ତେବେ ଆମେରିକା ର ଏହି ରିସର୍ଚ୍ଚ ଅନୁସାରେ, ଅଧିକାଂଶ ଲୋକଙ୍କର ବାଳ ଝଡ଼ିବାର କାରଣ ମାନସିକ ଚିନ୍ତା ଓ ଖାଦ୍ୟ ର ଅଭାବ ହୋଇଥାଏ। ବର୍ତ୍ତମାନ ଯୁଗରେ ପ୍ରାୟ ମାନସିକ ଚିନ୍ତା ସାଧାରଣ ଅଟେ ତେବେ ଏହାର ପ୍ରଭାବରୁ ଓ ଉଚିତ ଖାଦ୍ୟ ଅଭାବ ରୁ କେଶ ଝଡ଼ିଥାଏ ।ତେବେ ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ ରୂପୀ ଏହା ଦ୍ବାରା କେଶ ଝଡିନଥାଏ। ତେବେ ଏବେ ଆସାନ୍ତୁ ଜାଣିବା ଏହାର ଚିକିତ୍ସା ବିଷୟରେ।

କେଶ ଝଡ଼ିବାର ଚିକିତ୍ସା:-

୧.ଆପଣ ଙ୍କର କେଶ ଅଧିକ ଖସୁଛି ତ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ରେ ମେଡ଼ିସିନ ଖାଇବା ଉଚିତ ।
୨.ପ୍ରଥମେ ଆପଣ କେଶ ଝଡ଼ିବାର ମୂଳ କାରଣ ବିଷୟରେ ଜାଣିବାକୁ ଚେଷ୍ଟା କରିବା ଉଚିତ,ଓ କାରଣ ଅନୁସାରେ ତାହାର ଚିକିତ୍ସା କରିବା ଆବଶ୍ୟକ ।
୩.ସବୁଠାରୁ ଉତ୍ତମ ଚିକିତ୍ସା ହେଉଛି ମାନସିକ ଚିନ୍ତା ଠାରୁ ଦୂରେଇ ରହିବା ଓ ସବୁଜ ପନିପରିବା ଖାଇବା ।ଏହା ସହ ଭିଟାମିନ E ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା କେଶ ଝଡ଼ିବା ବନ୍ଦ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।