ଦେଖନ୍ତୁ ଭିଡିଓ ! କାନ୍ଦି କାନ୍ଦି କହିଲେ ପୁଣିଥରେ ଓଡିଶା ଫେରିବେ ରାନି ପଣ୍ଡା , Live ଆସି ଫ୍ୟାନ ଙ୍କୁ ଦେଲେ ଖୁସିଖବର ଏବଂ ଜଣାଇଲେ ଆସିବାର କାରଣ …

0

ଯେତେବେଳେ ବି ଆମେ ନିଜ ନିଜ ଭିତରେ ଜଲିଉଡ଼ ର କଥା କହୁ ସେତେବେଳେ ଆମ ଆଖି ଆଗକୁ ଗୋଟିଏ ଚେହେରା ଆସିଥାଏ ଯିଏକି ସବୁବେଳେ ନିଜର ରୋକଠକ ବା ସ୍ପଷ୍ଟବାଦୀ ଗୁଣ ପାଇଁ ବିବାଦ ରେ ରହିଥାନ୍ତି ।ତେବେ ଆମେ ଆପଣ ଙ୍କୁ ଯାତ୍ରା ଜଗତ ର ଆଲବମ କୁଇନ ବା ଓଡ଼ିଶାର ସନୀ ଲିଓନି ରାଣୀ ପଣ୍ଡା ଙ୍କ ବିଷୟରେ କହୁଛୁ ।ରାଣୀ ପଣ୍ଡା ସବୁବେଳେ କିଛି ନା କିଛି ବିବାଦ ରେ ରହିଥାନ୍ତି ।

ଆପଣ ମାନେ ରାଣୀ ଙ୍କୁ ସବୁବେଳେ ଦୁଇ ଟି ରୂପରେ ଦେଖିଛନ୍ତି ଗୋଟିଏ ହେଉଛି ତାଙ୍କର ରୋକଠକ ବ୍ୟବହାର ଏବଂ ଅନ୍ୟ ଟି ହେଉଛି ତାଙ୍କର ଆଲବମ ର ରେକର୍ଡ ଡ୍ୟାନ୍ସ ରୂପ ।କିନ୍ତୁ ଆମେ ଆଜି ଆପଣ ଙ୍କୁ ରାଣୀ ଙ୍କର ଅନ୍ୟ ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଦେଖିନଥିବେ ।

ଉଲ୍ଲେଖଯୋଗ୍ୟ ଯେ, ଜଲିଉଡ଼ କୁଇନ ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବେଶ ଚର୍ଚ୍ଚାରେ ରହିଛି ଯେଉଁଥିରେ ରାଣୀ ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ବଡ଼ ଖୁସି ର ଖବର ଦେଇଛନ୍ତି ।ସେ ତାଙ୍କର ପ୍ରସନାଲ ସୋସିଆଲ ଆକାଉଣ୍ଟ ମାଧ୍ୟମ ରେ ତାଙ୍କର ପ୍ରସଂଶକ ଙ୍କୁ ଏହି ସୂଚନା ଦେଇଛନ୍ତି ଯେ ସେ ବହୁତ ଶୀଘ୍ର ପୁଣି ଥରେ ଓଡ଼ିଶା କୁ ଫେରି ଆସୁଛନ୍ତି। ଏହା ଜାଣିବା ପରେ ତାଙ୍କର ପ୍ରସଂଶକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଉଲ୍ଲେଖଯୋଗ୍ୟ ଯେ , କିଛି ଦିନ ପୂର୍ବରୁ ଜଲିଉଡ଼ ଆଲବମ କୁଇନ ତଥା ସବୁଠାରୁ ଅଧିକ ବିବାଦରେ ରହିଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓଡ଼ିଶା ଛାଡି ବାହାରକୁ ପଳେଇଥିଲେ ଏବଂ ଓଡ଼ିଶା କୁ କେବେ ଫେରିବେ ନାହିଁ ବୋଲି ମଧ୍ୟ କହିଥିଲେ ।କିନ୍ତୁ ବର୍ତ୍ତମାନ ସେ ନିଜେ ସୋସିଆଲ ମିଡ଼ିଆ ରେ କହିଛନ୍ତି କି ସେ ବର୍ତ୍ତମାନ ଝାଡ଼ଖଣ୍ଡ ରେ ରହୁଛନ୍ତି ଏବଂ ବହୁତ ଶୀଘ୍ର ଓଡ଼ିଶା ଆସିବେ ଓ ନିଜର ଅଭିନୟ ଲୋକ ମାନଙ୍କୁ ଦେଖାଇବେ ।

ତେବେ ସେ ଓଡ଼ିଶା କୁ ପୁଣି ଥରେ ଫେରିବା କୁ ନେଇ ଏତିକି ଖୁସି ଅଛନ୍ତି ଯେ ,ଏହି ସୂଚନା ଲୋକମାନ ଙ୍କୁ ଦେବା ସମୟରେ ସେ ଭାବ ବିଭଳ ହୋଇ କାନ୍ଦି ପକାଇଥିଲେ ।ସେ କହିଛନ୍ତି ଯେ ତାଙ୍କର ଓଡ଼ିଶା କୁ ପୁଣି ଥରେ ଫେରିବା ର ମୁଖ୍ୟ କାରଣ ହେଉଛି ଏହା କି ଯେ , ସେ ଏଠାରେ ଟିଭି ରେ କାର୍ଯ୍ୟ କରିବାକୁ ଆସୁଛନ୍ତି ତାଙ୍କୁ ଏକ ସୁଯୋଗ ମଧ୍ୟ ମିଳିଛି ।ତେବେ ଏହା ସହ ସେ କହିଛନ୍ତି ଯେ ସେ ଯାତ୍ରା ଦୁନିଆଁ ରେ ମଧ୍ୟ କାର୍ଯ୍ୟ କରିବେ ଏବଂ କେବଳ ବ୍ୟଜୟନ୍ତି ପଣ୍ଡା ଙ୍କର ଯାତ୍ରା ରେ ଅଭିନୟ କରିବେ। ତେବେ ରାଣୀ ଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ରାଣୀ ଙ୍କର ପ୍ରସଂଶକ ମାନେ ବହୁତ ଖୁସି ପ୍ରକାଶ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।