୧୩୦୦ ଟଙ୍କାରେ କିଣିଥିଲେ ସୋଫା, ସୋଫାରେ ବସିବା ପରେ କିଛି ଜିନିଷ ଫୁଟିଗଲା ଭଳି ଲାଗିଲା, ଖୋଲିକି ଦେଖିବା ପରେ ଯାହା ବାହାରିଲା , ରାତାରାତି ହୋଇଗଲେ କୋଟିପତି….ଜାଣନ୍ତୁ କଣ ଥିଲା

0

ପ୍ରତେକ ବ୍ୟକ୍ତି ନିଜ ଜୀବନ ରେ ସବୁବେଳେ ଟଙ୍କା ଏବଂ ସଫଳତା ପାଇବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଅନେକ ଲୋକ କିଛି ନା କିଛି କାର୍ଯ୍ୟ ବୃତ୍ତି କରି ଜୀବନ ଯାପନ କରନ୍ତି। କିନ୍ତୁ ଭାଗ୍ୟ ଅନେକ ସମୟରେ ତାଙ୍କ ସପକ୍ଷରେ ଯାଏ ନାହିଁ। ବ୍ୟକ୍ତି ସର୍ବଦା ଚାହେଁ କି ସେ ଚାହୁଁଥିବା ପ୍ରତେକ ଜିନିଷ ତାକୁ ସହଜରେ ମିଲିଯାଉ। କିନ୍ତୁ ସେମିତି ହୋଇ ନଥାଏ। ସେହି ବ୍ୟକ୍ତି ହେଉ ବା ଆମେ ନିଜେ ଅନେକ ସମୟରେ ଦୁଃଖ କଷ୍ଟ ପାଇଥାଉ। ଯେତେ ଧନ ଉପାର୍ଜନ କଲେ ମଧ୍ୟ ତାହା ଆମ ପାଇଁ ନିଅଣ୍ଟିଆ ହୁଏ ନାହିଁ।ଆଜି ର ଏହି ସମାଜରେ ପ୍ରାୟ ସମସ୍ତେ ଟଙ୍କା ପଇସା ପଛରେ ପାଗଳ ଆଉ ତା ଆଳରେ ଭୁଲିଯାଇଥାନ୍ତି ମଣିଷ ପଣିଆ ।

କିନ୍ତୁ ଏବେ ବି ଆମ ସମାଜରେ କିଛି ବ୍ୟକ୍ତି ରହିଛନ୍ତି ଯେଉଁମାନେ କି ନିଜର ମାନବିକତା କୁ ଶ୍ରେଷ୍ଠ ବୋଲି ମାଣିଥାନ୍ତି ଏବଂ ବିନା କଷ୍ଟ ରେ ଅନ୍ୟର ଟଙ୍କା ପଇସା କୁ ନେଇ ବଡ଼ ଲୋକ ହେବାର ଇଚ୍ଛା ରଖିନଥାନ୍ତି ।ତେବେ ଏହି ପରି ଏକ ମାନବିକତା ପୂର୍ଣ ଘଟଣା ଘଟିଛି ଆମେରିକା ରେ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁସାରେ ,ଆମେରିକାର ପାଲ୍ଟଜରେ ସ୍ଟେଟ ୟୂନିବର୍ସିଟୀରେ ପଢୁଥିବା ତିନି ଜଣ ଛାତ୍ରଛାତ୍ରୀ ତଥା ରୀସେ ବେରଖୋବେ, କଲୀ ଗାସ୍ଟୀ ଏବଂ ଲାରା ରୁସ୍ସୋ ଏକ ରୁମ ନେଇ ରହିବା କୁ ନିଷ୍ପତ୍ତି ନେଇଥିଲେ। ତେବେ ସେମାନେ ନିଜର କଲେଜ ପାଖାପାଖି ଏକ ରୁମ ଭଡ଼ାରେ ନେଇଥିଲେ ।ଏବଂ ରୁମ କୁ ନୂଆ କରି ସଜେଇବା ପାଇଁ ତାଙ୍କ ପାଖରେ ଟଙ୍କା ନଥିବାରୁ ସେମାନେ ପୁରୁଣା ଜିନିଷ ଦେଇ ରୁମ ସଜେଇବାକୁ ନିଷ୍ପତ୍ତି ନେଲେ ।ତେବେ ସେମାନେ ମାତ୍ର ୧୩୦୦ ଟଙ୍କା ର ଏକ ସଫା ସେଟ ଟେ କିଣିଥିଲେ କିନ୍ତୁ ଯେତେବେଳେ ତା ଉପରେ ବସିଲେ ତାଙ୍କୁ କିଛି ଅଲଗା ଲାଗିଲା ଆଉ ତା ପରେ ଯାହା ଦେଖିଲେ ସେମାନେ ବିଶ୍ୱାସ କରିପାରିଲେ ନାହିଁ ।

ସେମାନେ ସେହି ସଫା ରେ ବସିବା ସମୟରେ କିଛି ଥିବାର ଅନୁଭବ କଲେ ଓ ଚେକ କରି ଦେଖିଲେ ଯେ ସେହି ସଫା ର ଗଦି ତଳେ ୭୦ ହଜାର ଟଙ୍କା ରହିଛି । ତେବେ ସେମାନେ ସମସ୍ତ ଗଦି ଚେକ କଲା ପରେ ତାଙ୍କୁ ମୋଟ ୪୦ ଲକ୍ଷ ଟଙ୍କା ପାଇଲେ ଏବଂ ଏକ ଲଫାପା ମିଳିଲା ଯେଉଥିରେ ସେହି ସେହି ପଇସା ଓ ପ୍ରକୃତ ମାଲିକଙ୍କ ବିଷୟରେ ଲେଖା ଯାଇଥିଲା ।

ତେବେ ସେହି ୩ଜଣ ସେଠାକୁ ଯାଇ ପଇସା ଫେରେଇ ଦେବାକୁ ଚାହିଁଲେ ଓ ସେହି ଘରୁ ଜଣେ ବୁଢ଼ୀ ଲୋକ ଆସି କହିଲେ କି ଏ ଟଙ୍କା ତାଙ୍କ ସ୍ୱାମୀ ଙ୍କର ତାଙ୍କର ଅଜାଣତରେ ପିଲାମାନେ ଏହାକୁ ବିକ୍ରି କରିଦେଇ ଥିଲେ ।ଆଉ ସେ ବୁଢ଼ୀ ଲୋକ ସେମାନ ଙ୍କୁ ଏକ ଡ଼ଲାର ଟଙ୍କା ଦେଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।