ଦେଖନ୍ତୁ ଏହି ଲଜ୍ୟା ଜନକ ଭିଡ଼ିଓ ଭାଇରାଲ, କଲେଜ ଯିବା ରାସ୍ତାରେ ପ୍ରେମୀ ଯୁଗଳ କରୁଥିଲେ ରାସଲୀଳା । ତା’ପରେ କିଛି ଟୋକା ଆସି….

0

ଆଜିର ଯୁବ ପିଢ଼ି ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କ କୁ କଳଙ୍କିତ କରି ସାରିଲେଣି । ତେବେ ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଭାଗ୍ୟ ରେ ନଥାଏ ,ଆଉ ସମସ୍ତଙ୍କୁ ମଧ୍ୟ ତାଙ୍କ ପ୍ରେମ ମିଳେ ନାହିଁ । ତେବେ କିଛି ଯୁବ ପିଢ଼ି ମାନଙ୍କ ପାଇଁ ଏହି ପବିତ୍ର ସମ୍ପର୍କ ଟି ବଦନାମ୍ ହେଇ ଯାଇଛି। ପ୍ରେମ କୁ ଆଜି କାଲି ର ଯୁବ ପୀଢ଼ି ମାନେ ଏକ ସାଧାରଣ ସମ୍ପର୍କ ବୋଲି ମାନୁଛନ୍ତି, ଆଉ ନିଜ ଇଚ୍ଛା ଅନୁସାରେ ଏହି ସମ୍ପର୍କ କୁ ଏକ ନୂଆ ନୂଆ ନା ସବୁ ଦେଉଛନ୍ତି । ତେବେ ଆମେ ଆଜି ଆପଣ ଙ୍କୁ ଏକ ସେହି ଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯଉଥିରେ ପ୍ରେମ କୁ କିଛି ଯୁବ ପୀଢ଼ି ମାନେ କଳଙ୍କିତ କରି ଦେଇଛନ୍ତି ।।

ତେବେ ନିକଟ ରେ ଏକ ଏପରି ଘଟଣା ଘଟିଛି ଯାହା ଏକ ଅପମାନ ଜନକ ଘଟଣା ଅଟେ । ତେବେ ଏହି ଅସାମାଜିକ ବ୍ୟକ୍ତି ମାନେ ବାରମ୍ବାର ଏମିତି ନିରୀହ ଝିଅ ମାନଙ୍କ ଫଟୋ ଭାଇ ରାଲ୍ କରି ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି ।

ତେବେ ଏହି ଅସଭ୍ୟ ସମାଜ ରେ ପ୍ରତ୍ୟେକ ଦିନ ଗୋଟିଏ ମୋବାଇଲ୍ ରୁ ଅନ୍ୟ ମୋବାଇଲ୍ କୁ ଏପରି କିଛି ଫଟୋ ଭାଇ ରାଲ୍ ହେଉଛି ଯାହା ସଭ୍ୟ ସମାଜ ର ମୁଣ୍ଡ କୁ ତଳକୁ କରି ଦେଇଛି । ଭଗବାନ ଶ୍ରୀକୃଷ୍ଣ ଯେଉଁ ପ୍ରେମର ବାଖ୍ୟା କରି ଥିଲେ ତାହା କୁ ଏମାନେ ଭୁଲି ଗଲେଣି । ପ୍ରେମ ହେଉଛି ସବୁଠାରୁ ପବିତ୍ର କାର୍ଯ୍ୟ,ପ୍ରେମ ଶାଶ୍ଵତ ଓ ପ୍ରେମ ହେଉଛି ଅମର। କିନ୍ତୁ ଆଜି ର ପ୍ରେମୀ ଯୁଗଳ ମାନେ ଏହି ପ୍ରେମ କୁ ଶାରୀରିକ ଆକର୍ଷଣ ର କେନ୍ଦ୍ରବିନ୍ଦୁ କରି ସାରିଲେଣି ଯାହା ବାସ୍ତବରେ ଏକ ଭୁଲ୍ ମାନସିକତା ।

ଆମେ ଆଜି କିଛି ଏମିତି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା କୁ ଶୁଣି ଆପଣ ବି ଲଜ୍ଜିତ ହେବେ । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇ ରାଲ୍ ହୋଇଥିଲା ,ସେହି ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ ଏକ ଜଙ୍ଗଲ ରେ ଅଳ୍ପ ବୟସ ର ପ୍ରେମିକ ଜଣକ ତାଙ୍କ ପ୍ରେମିକା ଙ୍କ ସହିତ ରୋମାନ୍ସ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ସେମାନେ ଭାବୁ ନାହାନ୍ତି ଯେ ତାଙ୍କର ଏହି କାର୍ଯ୍ୟ କୁ ଅନ୍ୟ କେହି କ୍ୟାମେରା ରେ ରେକର୍ଡ କରି ଭାଇରାଲ୍ କରିବ ବୋଲି । ତେବେ କିଛି ଯୁବକ ସେହି ସ୍ଥାନ ରେ ପହଞ୍ଚି ତାଙ୍କ ର ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଭାଇ ରାଲ୍ କରିଥିଲେ ।

ତେବେ ଏହି ଘଟଣା ଟି କେଉଁ ସ୍ଥାନ ରେ ଜଣା ପଡି ନାହିଁ । ତେବେ ଏହା ସତରେ ଅତ୍ୟନ୍ତ ଲଜ୍ଜ୍ୟଜନକ ଘଟଣା।ତେବେ ସେହି ଯୁବକ ମାନେ ପ୍ରେମିକ କୁ ମାଡ଼ ଦେବା ସହିତ ସେହି ଯୁବତୀ ଙ୍କୁ ଟଣା ଉଟରା କରିଛନ୍ତି । ତେବେ ସେହି ଯୁବତୀ ଙ୍କ ର ଅର୍ଦ୍ଧ ଲଗ୍ନ ଅବସ୍ଥାରେ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।ତେବେ ଏହି ପରି ସବୁ ପ୍ରେମୀ ଯୁଗଳଙ୍କ ପାଇଁ ପ୍ରେମ ସତରେ କଳଙ୍କିତ ହୋଇ ଯାଇଛି,ସେମାନେ ସମ୍ପର୍କ ର ମୂଲ୍ୟ କୁ ଭୁଲ୍ ବୁଝୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।