ମହିଳା ମାନଙ୍କର ଏପରି ଭୁଲ ପାଇ ଜନ୍ମ ହୋଇପାରେ ଯାଆଁଳା ପିଲା । ଜାଣନ୍ତୁ କଣ ରହିଛି ସେହି ଭୁଲ ।

0

ସମାଜରେ ଅନେକ ମହିଳା ମାନଙ୍କର ଯାଆଁଳା ପିଲା ହୋଇଥାଏ କାରଣ ସେମାନଙ୍କର କୌଣସି ଭୁଲ ଯୋଗୁ ସେମାନଙ୍କର ନିକଟରେ ଏମିତି ଦେଖିବାକୁ ମିଳିଥାଏ । ସାଧାରଣତଃ ସମାଜରେ ଜାଆଁଳା ପିଲା ସବୁଠାରେ ଦେଖିବାକୁ ପାଉଛୁ ଏବଂ ଯାଆଁଳା ପିଲା କତେକ କ୍ଷେତ୍ରରେ ଏକାପରି ଦେଖାଯାନ୍ତି । ଏପରି ଜାଆଁଳା ପିଲା ଜନ୍ମ ହେବାର କାରଣ ମଧ୍ୟ ରହିଛି । ଗର୍ଭବତୀ ମହିଳା ମାନେ ଗର୍ଭଧାରଣ ପୂର୍ବରୁ ବା ପରେ କେଉଁ ଭୁଲ କରିଥାନ୍ତି ଯାହା ଫଳରେ ସେମାନଙ୍କର ଯାଆଁଳା ପିଲା ହୋଇଥାଏ । ଗାଁ ଗହଳୀରେ ଶୁଣିବାକୁ ମିଳିଥାଏ କି ଯେଉଁ ମହିଳା ମାନେ ଗର୍ଭଧାରଣ ପରେ ବା ପୂର୍ବରୁ କୌଣସି ଯାଆଁଳା ଫଳ ଖାଇଥାନ୍ତି ସେଥିପାଇ ସେମାନଙ୍କର ଯାଆଁଳା ପିଲା ହୋଇଥାଏ ।

କିନ୍ତୁ ବୈଜ୍ଞାନିକ ମାନେ ସେମାନଙ୍କର ଗବେଷଣା କରି ଏହାର କିଛି କାରଣ ବାହାର କରିଛନ୍ତି । କଣ ପାଇ ଗୋଟିଏ ଶୁକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣର ରୂପ ଧାରଣ କରିଥାଏ । ଯାହା ଫଳରେ ସେମାନଙ୍କ ଠାରେ ଯାଆଁଳା ସନ୍ତାନ ଉତ୍ପତି ହୋଇଥାଏ ।


ନମ୍ୱର – 1 ଯେଉଁ ମହିଳାମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି କିମ୍ୱା ଗର୍ଭପାତ ମଧ୍ୟ କରାଇଥାନ୍ତି ସେମାନଙ୍କ ଠାରେ ଯାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ଅଧିକ ଥାଏ । କାରଣ ଗର୍ଭ ନିରୋଧକ ବଟିକା ସେବନ କରିବା ଦ୍ୱାରା ସେମାନଙ୍କର ଶରୀରରେ ହଲିକାଲ ସିମଲାଇଟିକ ହରମୁନର ମାତ୍ରା କମିଯାଇଥାଏ ଯାହା ଫଳରେ ଶୁକ୍ରାଣୁର ଦ୍ୱିତୀୟ ଅଣ୍ଡ କୋଷ ତିଆରି ହୋଇଥାଏ ଯାହା ଫଳରେ ଦୁଇଟି ସନ୍ତାନର ଉତ୍ପତି ହୋଇଥାଏ ।

ନମ୍ୱର – 2 ଯଦି ପୂର୍ବରୁ ମହିଳା ମାନଙ୍କର ପରିବାରରେ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ ତେବେ ସେମାନଙ୍କ ଠାରେ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ଅଧିକ ଥାଏ । କାହିଁକି ନା ସେମାନଙ୍କ ପରିବାରରେ ଯାଆଁଳା ପିଲା ପୂର୍ବରୁ ଜନ୍ମ ହୋଇଛନ୍ତି ।


ନମ୍ୱର – 3 ଯେଉଁ ମହିଳା ମାନେ ଅଧିକାଂଶ ନନଭେଜ ଖାଇଥାନ୍ତି ସେମାନଙ୍କର ମୋଟାପଣ ସହିତ ହାଇଟ ମଧ୍ୟ ଅଧିକ ରହିଥାଏ ଏପରି କ୍ଷେତ୍ରରେ ସେମାନଙ୍କର ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଏମାନଙ୍କ ହୋରମନରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

ନମ୍ୱର – 4 ଯେଉଁ ମହିଳା ପୂର୍ବରୁ ଦୁଇଟି ବା ତିନଟି ସନ୍ତାନ ଜନ୍ମ କରି ସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଯାଆଁଳା ସନ୍ତାନ ଦେଖିବାକୁ ମିଳିଥାଏ । କାରଣ ସେମାନଙ୍କ ଶରୀରରେ ଅଣ୍ଡ କୋଷ ନିର୍ମିତ ହେବାର କ୍ଷମତା ଅଧିକ ବଢି ଯାଇଥାଏ ଓ ଏହା ସୁରକ୍ଷିତ ମଧ୍ୟ ରହିଥାଏ । ତେଣୁ ସେମାନଙ୍କ କ୍ଷେତ୍ରରେ ଯାଆଁଳା ପିଲା ଜନ୍ମ ନେବାର ସମ୍ଭାବନା ଅଧିକ ଥାଏ ।


ନମ୍ୱର – 5 ଯାଆଁଳା ସନ୍ତାନ ହେବାର ସବୁଠାରୁ ଅଧିକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେଠାକାର ସ୍ଥାନ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।