ସାରା ଓଡ଼ିଶାରେ ଚହଳ ପକାଇଲା ଏହି ଭିଡ଼ିଓ !! ଦେଖନ୍ତୁ କେମିତି ଆମ ତ୍ରିରଙ୍ଗା ପାତକା କୁ ଗୁଇଣ୍ଟା ମାରୁଛନ୍ତି , ଏଭଳି ଲୋକଙ୍କୁ କଣ ଦଣ୍ଡ ମିଳିବା ଦରକାର କମେଣ୍ଟ ରେ ଜଣାନ୍ତୁ

0

ଆମ ଜାତୀୟ ପତାକା ଯାହା ପାଇଁ ଆମେ ଭାରତ ବାସୀ ବହୁତ୍ ଗର୍ବିତ । ତେବେ ଆମ ଜାତୀୟ ପତାକା ହେଉଛି ତ୍ରିରଙ୍ଗା । ତେବେ ଏହା ତିନୋଟି ରଙ୍ଗ ରେ ସମାହାର ହୋଇଛି , ଆମ ଜାତୀୟ ପତାକା ଆମ ଦେଶ ର ସମ୍ମାନ ଓ ଆମ ଦେଶ ର ପ୍ରାଣ ଅଟେ । ଆମ ପତାକା କେତେକ ଜାତୀୟ ଦିବସ ରେ ସର୍ବତ୍ର ଉତ୍ତୋଲୋନ କରା ଯାଇଥାଏ ।ତାହା ହେଲା ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ।

ଏହି ପତାକା ଆମ ଭାରତ ବାସୀ ଙ୍କ ପାଇଁ କିଛି ସାଧାରଣ ପତାକା ନୁହେଁ ,ଏହା ଆମ ର ଗର୍ବ ଓ ଗୌରବ । ଏହି ପତାକା ର ରକ୍ଷା ପାଇଁ, ସମ୍ମାନ ପାଇଁ କେତେ ଯବାନ ତାଙ୍କ ଜୀବନ ହରାଉଛନ୍ତି । ଆମ ଦେଶ ସ୍ଵାଧୀନତା ର ପ୍ରକୃତ ପରିଚୟ ହେଉଛି ଆମ ଜାତୀୟ ପତାକା । ତେବେ ଆମ ଜାତୀୟ ପତାକା କୁ କେହି ଅସମ୍ମାନ କରିବା, କେହି ହତାଦର କରିବା ,ଏହାକୁ ଭାରତ ବାସୀ କେବେ ସହିବନି। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଆମ ଜାତୀୟ ପତାକା ସହ

ତେବେ ଏକ ଭାଇ ରାଲ୍ ଭିଡିଓ ସାରା ଓଡ଼ିଶା ନୁହେଁ ସାରା ଭାରତ ରେ ଚହଳ ସୃଷ୍ଟି କରି ଦେଇଛି । ତେବେ ଆମ ଜାତୀୟ ପତାକା କୁ କିଛି ବିରୋଧୀ ଦେଶ ର ଲୋକ ଗୋଇଁଠା ମାରୁଥିବା ର, ତ୍ରିରଙ୍ଗା କୁ ତୈଳ ଦ୍ରବ୍ୟ ଢାଳି ପୋଡ଼ି ଦେଉ ଥିବାର ଏକ ଭିଡିଓ ଭାଇ ରାଲ୍ ହେବାର ଲାଗିଛି ଏବଂ ଏହି ଭିଡିଓ ଟି ସାରା ଭାରତ ଦେଶ ରେ ଚହଳ ସୃଷ୍ଟି କରିଦେଇଛି । ତେବେ ଏହା କଣ ସତରେ ଉଚିତ୍ ଯୋଗ୍ୟ କାମ ସେମାନେ କରୁଛନ୍ତି । ତେବେ ପ୍ରଶ୍ନ ଉଠିଥିଲା କାହିଁକି ଏମାନେ ଏମିତି ଅସଭ୍ୟ ବ୍ୟବହାର କରିଥିଲେ ଆମ ଦେଶ ର ପତାକା କୁ ନେଇ ।

ଭାରତ ଦେଶ କେବେ କୌଣସି ବି ପରିସ୍ଥିତି ରେ ଏହି ଭଳି କାର୍ଯ୍ୟ କରି ନାହିଁ। ଏହି ସବୁ କାର୍ଯ୍ୟ କୁ ପ୍ରତିରୋଧ କରି ଆସିଛି । ଆମେ ଯେଉଁ ତ୍ରିରଙ୍ଗା କୁ ନେଇ ଆଜି ବଞ୍ଚିଛୁ, ଭାରତର ପ୍ରତ୍ୟେକ ଭାରତ ବାସୀ ଏହି ଜାତୀୟ ପତାକା ପାଇଁ ନିଜର ଜୀବନ ଦବା କୁ ବି ପଛାଇ ନାହିଁ , ସେହି ତ୍ରିରଙ୍ଗା କୁ କିଛି ଅନ୍ୟ ଦେଶ ର ବିରୋଧୀ ଲୋକ ବହୁତ୍ ଖରାପ୍ ବ୍ୟବହାର କରିବା ସହ ଜଳାଇ ମଧ୍ୟ ଦେଇ ଥିଲେ ,ଯାହା ଭାରତ ର ପ୍ରତ୍ୟେକ ଲୋକ ଦେଖି ତାଙ୍କ ମନ ରେ କ୍ରୋଧ ର ନିଆଁ ଜଳୁଛି ।

ଭାରତ ସବୁବେଳେ ଅନ୍ୟ ଦେଶ ମାନଙ୍କୁ ନିଜର ବନ୍ଧୁ ବୋଲି ମାନେ, ଏବଂ ଶାନ୍ତି ର ସହ ପରାମର୍ଶ ଦିଏ ଓ ଶାନ୍ତି ର ସହ ମଧ୍ୟ ସବୁ ଅସୁବିଧା କୁ ସମାଧାନ କରି ଥାଏ ।ଭାରତ ଏକ ଶାନ୍ତି ପୂର୍ଣ୍ଣ ଦେଶ । ତେବେ ଭାରତ ସବୁବେଳେ ସବୁ ଅସୁବିଧା କୁ ଶାନ୍ତି ର ସହ ସମାଧାନ କରି ଥାଏ। ଆମ ଜାତୀୟ ପତାକା ର ଅସମ୍ମାନ ଆମ ଭାରତ ବାସୀ କେବେ ମଧ୍ୟ ସହ୍ୟ କରି ପାରିବେ ନାହିଁ,ଯଦି ସେହି ଭିଡିଓ ଟି ଆମ ସରକାର ଙ୍କ ପାଖରେ ପହଞ୍ଚି ଥାଏ ତାହେଲେ ଆମେ ଆଶା କରୁଛୁ ଏହା ପାଇଁ ବହୁତ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।