ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଫୋଟ ଓ ଭିଡ଼ିଓ ତାରାତାରିଣୀ ଅଭିନେତ୍ରୀ ମୋହନା ଦେଖନ୍ତୁ ଭିଡିଓ

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ଓ କେବେକେବେ ଏହା ଆମର ନିଜର ଲକ୍ଷ କୁ ସାଧନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଓଡ଼ିଆ ଟିଭି ସିରିଏଲ ର ଅଭିନୟ କରୁଥିବା କିଛି କଳାକାର ଙ୍କର ବିଷୟରେ ଆପଣ ଙ୍କୁ ଜଣେଇବୁ ଯେଉଁମାନେ ଯାହାଙ୍କର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି। ସୂଚନା ଅନୁସାରେ ,ଆମ ଟିଭି ବା ଫିଲ୍ମ ର କଳାକାର ମାନେ ନିଜର ଅଭିନୟ ଦ୍ବାରା ସବୁବେଳେ ଆମକୁ ମୋହିତ କରିଥାନ୍ତି ।କିନ୍ତୁ ସେମାନ ଙ୍କ ଜୀଵନ ରେ ମଧ୍ୟ ଖୁସି ମଜା ଚାଲିଥାଏ ।

ତେବେ ସୁଟିଂ ସରିବା ପରେ ସେମାନେ ମଧ୍ୟ ନିଜ ନିଜ ମଧ୍ୟରେ ମସ୍ତି ମଯାକ ରେ କିଛି ସମୟ ବିତାଇଥାନ୍ତି ।ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରତି ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ପ୍ରସାରିତ ହେଉଥିବା ଏକ ସୋ “ତାରା ତାରିଣୀ” ନିଶ୍ଚିତ ଭାବରେ ଦେଖୁଥିବେ ।ଆଉ ତାରା ତାରିଣୀ ସିରିଏଲ ରେ ଅଭିନୟ କରିଥିବା ମୋହନା ଙ୍କୁ ଜାଣିଥିବେ।


ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ସିରିଏଲ ଟି ପ୍ରାୟ ସମସ୍ତ ଙ୍କୁ ବହୁତ ପସନ୍ଦ ଆସିଥାଏ। ଏଥିରେ ଥିବା ସମସ୍ତ କଳାକାର ମାନେ ଖାସ କରି କୁନି କୁନି ତାରକା ଦୁଇ ଜଣଙ୍କ ର ଅଭିନୟ ବେଶ ଲୋକପ୍ରିୟ ଓ ଆକର୍ଷଣୀୟ ଅଟେ ।ତେବେ ଏଥିରେ ଅଭିନୟ କରୁଥିବା ତନୁଜା ଖୁଡି ଙ୍କ ଅଭିନୟ ବି କିଛି କମ ନୁହେଁ ।ତେବେ ବର୍ତ୍ତମାନ ତାର ତାରିଣୀ ସିରିଏଲ ର ଅଭିନେତ୍ରୀ ମୋହନା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବରେ ଲାଗିଛି ।

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଭିଡ଼ିଓ ଟିରେ ଆମ ସମସ୍ତଙ୍କ ର ପ୍ରିୟ ଅଭିନେତ୍ରୀ ମୋହନା ବର୍ତ୍ତମାନ ତାଙ୍କର ସୁଟିଂ ଛାଡି କାଶ୍ମୀର ରେ ନିଜର ପିକନିକ ପାଳନ କରୁଛନ୍ତି ।ତେବେ ସେ କିଛି ଦିନ ହେବ “ତାରା ତାରିଣୀ” ସିରିଏଲ ସୁଟିଂ କରିବେ ନାହିଁ। ଏବଂ ସେ ନିଜର ପରିବାର ଲୋକଙ୍କ ସହ କାଶ୍ମୀର ରେ ପିକନିକ ମନଉ ଛନ୍ତି ।ତେବେ ସେ ସେଠାରେ ଏକ ନୂଆ ରୂପରେ ଲୋକଙ୍କ ସମୁଖକୁ ଆସିଛନ୍ତି ।

ତେବେ ସେ କାଶ୍ମୀର ରେ ଶୀତ ଡ୍ରେସ ରେ ବହୁତ ସୁନ୍ଦର ଲାଗୁଛନ୍ତି ।ତେବେ ତାଙ୍କର ଏହି ପିକନିକ ଫୋଟ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାର ଲାଗିଛି। ତେବେ ତାଙ୍କର ମସ୍ତି ଭିଡ଼ିଓ ଦେଖି ଏପରି ଲାଗୁଛି ଯେପରି ସେ ପିକନିକ ପାଇଁ କାଶ୍ମୀର ଯାଇ ବହୁତ ଖୁସି ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।