General Knowledge – ଓଡିଶାର କେଉଁ ସହରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ ? ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେଥିପାଇଁ ବହୁତ ଲୋକ ପାଠ ପଢ଼ି ବେକାର ହୋଇ ବୁଲୁଛନ୍ତି। ସେଥପାଇଁ ଆପଣ ମାନେ ଦେଖି ଥିବେ ଆଜିକାଲି ଯିଏ ନାହିଁ ସିଏ ଇଂରାଜୀ ରେ କଥା କହୁଥିବେ।ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ। ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି,

ଆଉ ସମାଜ ରେ ଦେଶ ରେ ପ୍ରତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ, ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ବହୁ ବ୍ଯକ୍ତି ଚାକିରି କରିବା ପାଇଁ ବହୁତ ଜାଗାକୁ ଏନ୍ଟ୍ରାନ୍ସ ଦେବାକୁ ଯାଉଥିବେ। ଯେଉଁ ମାନେ ଚାକିରି କରିବା ପାଇଁ ଏନ୍ଟ୍ରାନ୍ସ ଦେବା ପାଇଁ ଯାଉଥିବେ ସେଠାରେ ସେମାନ ଙ୍କୁ ଅନେକ ଜେନେରାଲ ନଲେଜ ର ପ୍ରଶ୍ନ ବିଷୟ ରେ ପଚରା ଯାଏ। ତେଣୁ ଏଥିରୁ ଆପଣ ଜାଣି ପାରୁଥିବେ ଜେନେରାଲ ନଲେଜ ର ଆବଶ୍ଯକତା ଆମ ଜୀବନ ରେ କେତେ ରହିଛି। ଏଣୁ ଏହା କୁ ଜାଣିବା ବର୍ତ୍ତମାନ ସମୟ ରେ ନିହାତି ଆବଶ୍ଯକ।

1–ଶ୍ରୀ ହନୁମାନଙ୍କର ପୁତ୍ରଙ୍କର ନାମ କଣ ?

ଉତ୍ତର–ମକରଧ୍ୱଜ

2–ସାଇକେଲର ଆବିଷ୍କାର କେତେ ମସିହାରେ ହୋଇଥିଲା ?
ଉତ୍ତର–1839

3–ଓଡିଶାର ସେଷ ସ୍ୱାଦୀନ ହିନ୍ଦୁ ରାଜା କିଏ ?
ଉତ୍ତର–ମୁକୁନ୍ଦଦେବ

4–କଟକ ସହର କିଏ ପ୍ରତିଷ୍ଟା କରିଥିଲେ ?
ଉତ୍ତର–ନୂପକେଶରୀ

5–ଓଡିଶାର କେତେଭାଗ ଲୋକ କୃଷି କରନ୍ତି ?
ଉତ୍ତର–80 ପ୍ରତିଶତ

6–କେଉଁ ଜିଲ୍ଲା ଝୋଟ ଚାଷରେ ପ୍ରଥମ ?
ଉତ୍ତର–କଟକ

7–କେଉଁଠି ଅଧିକ ଅଦା ଓ ହଳଦୀ ମିଳେ ?
ଉତ୍ତର–କନ୍ଧମାଳ

8–କେବୁଲ କାରଖାନା କେଉଁଠି ଅଛି ?
ଉତ୍ତର–ହୀରାକୁଦ

9–ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ?
ଉତ୍ତର–5 ବର୍ଷ

10–ଓଡିଶାରେ କେତେ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ହୋଇଥିଲା ?
ଉତ୍ତର–1936

11 – ଓଡିଶାର କେଉଁ ସହରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ ?

ଉତ୍ତର – ଭୁବନେଶ୍ବର

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।