ହେ ପ୍ରଭୁ ତୁମର ଏକି ଅବତାର ! ଗରୁଡ଼େଶ୍ୱର ମନ୍ଦିରରେ ଉଭାନ ହେଲା ଗରୁଡ଼ ପକ୍ଷୀ , ଦର୍ଶନ ପାଇଁ ଲାଗିଲା ଭକ୍ତଙ୍କ ଭିଡ଼। ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଆମେ ସମସ୍ତେ ଆଉ ଆପଣମାନେ ସମସ୍ତେ ଭଲଭାବରେ ସୋସିଆଲ ମିଡ଼ିଆ ସହ ଯୋଡ଼ିତ ।ଏମିତି କୌଣସି ଲୋକ ନାହାନ୍ତି କି ଯଉ ମାନେ ସୋସିଆଲ ମିଡିଆରେ ନାହାନ୍ତି । ଏ କଥା ତ ସମସ୍ତେ ମାନିବେ କି ଆମେ ସେଥିରୁ ବହୁତ୍ କିଛି ଭଲ ମନ୍ଦ ଖବର ପାଉଛୁ ।କେତେବେଳେ ମଣିଷ ମାନଙ୍କ ବିଚିତ୍ରତା କାମ ବିଷୟରେ ଜାଣିବା ପାଇଁ ପାଉଛୁ ତ କେତେବେଳେ ପଶୁ ପକ୍ଷୀ ମାନଙ୍କ ବିଷୟରେ ଜାଣିଚୁ । ଭଗବାନଙ୍କୁ ସମସ୍ତେ ବିଶ୍ୱାସ କରନ୍ତି ଆଉ ଆମେ ମାନେ ଭି ବିଶ୍ୱାସ କରୁଚୁ ।

କେତେବେଳେ ଭଗବାନଙ୍କ କୌଣସି ଭଗ୍ନାବଶେଷ ଦେଖି ଭାବୁଚୁ ଭଗବାନ ଙ୍କ ଦର୍ଶନ ପାଉଛୁ ବୋଲି ତ କେତେବେଳେ ଭଗବାନ ଙ୍କ ବାହାନ ମାନେ ଦର୍ଶନ ଦେଉଛନ୍ତି,ଯାହା ହେଲେ ଏ କଳି ଯୁଗ ଏହିଠାରେ କିଛି ଭି ହେଇପାରେ।ଆଜି ମୁଁ ଆପଣ ମାନଙ୍କୁ ଏକ ଆଶ୍ଚର୍ଯ୍ୟ ର କଥା କହିବା ପାଇଁ ଯାଉଛି ।ଏହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ,କିନ୍ତୁ ଏହି ଘଟଣା କି ମିଥ୍ୟା ବୋଲି ଭାବିବେ ନାହିଁ ।

ଏବେ ଏବେ ସୋସିଆଲ ମିଡ଼ିଆ ରେ ଏକ ଆଶ୍ଚର୍ଯ୍ୟ ର ଫଟୋ ଭାଇରାଲ୍ ହୋବାରେ ଲାଗିଚି ।ତାହା କଣ ଜାଣିବା ଚାଲନ୍ତୁ ।ଏକ ବିରଳ ପକ୍ଷୀ ଗଞ୍ଜାମ ଜିଲ୍ଲା ର ଖୋଲିକୋଟ ଅଞ୍ଚଳ ରେ ନବିନିପୂର୍ ଗ୍ରାମ ପଞ୍ଚାୟତ ଗଡ ନୂଆଗାଁ ଅଞ୍ଚଳ ରେ ଗରୁଡେଶ୍ୱର ମନ୍ଦିର ରେ ଏକ ଅଦ୍ଭୁତ ବିରଳ ଜାତିର ପକ୍ଷୀ ଦେଖିବା ପାଇଁ ମିଳିଛି । ତା ସହିତ ପ୍ରବଳ ମାତ୍ରା ରେ ଜନ ଗହଳି ମଧ୍ୟ ଦେଖିବା ପାଇଁ ମିଳୁଚି ।ସୂଚନା ଅନୁଯାଇ ସେଇ ପକ୍ଷୀ ଟି ରାତି ୪ଟା ରୁ ମନ୍ଦିର ପ୍ରାଙ୍ଗଣ ରେ ଦର୍ଶନ ଦେଇଛି ।କିନ୍ତୁ ସେଇ ପକ୍ଷୀ ଟି କୌଣସି ଖାଦ୍ୟ ଗ୍ରହଣ କରୁ ନାହିଁ କି କାହାର କିଛି ଭି କ୍ଷତି କରୁ ନାହିଁ ।

ତାକୁ ଦେଖିବା ପାଇଁ ବହୁତ ଦୂର ଦୁରାନ୍ତର ରୁ ପର୍ଯ୍ୟଟକ ମାନେ ଆସୁଛନ୍ତି ଏବଂ ସେଇ ଗ୍ରାମ ରୁ ମଧ୍ୟ ସମସ୍ତ ଲୋକ ସେଠାକୁ ସେଇ ଅଦ୍ଭୁତ ପକ୍ଷୀ କୁ ଦେଖିବା ପାଇଁ ଆସୁଛନ୍ତି ତା ସହ ସେ ପକ୍ଷୀ ର ଫଟୋ ଉଠେଇବା ସହ ବହୁତ୍ ଭିଡିଓ ଭି କରୁଛନ୍ତି ।ସେଇ ପକ୍ଷୀଟିର କେହି ଯଦି ପାଖକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ସେ ପକ୍ଷୀ ଟି ବହୁତ୍ ଜୋର୍ ରେ ଶବ୍ଦ କରୁଛି ।ପକ୍ଷୀ ଟି କୁ ଗ୍ରାମ ବାସୀ ମନେ ଆଉ ମନ୍ଦିରରେ ଥିବା ପୂଜାରୀ ମାନେ କ୍ଷୀର ଦେଇଛନ୍ତି କିନ୍ତୁ ସେ ଏହା କୁ ତିଳେ ମାତ୍ର ଭି ସ୍ପର୍ଶ କରି ନାହିଁ ।

ଏହା ଆମେ ସମସ୍ତେ ଜାଣିଚୁ ହିନ୍ଦୁ ଧର୍ମ ରେ ଦେବୀ ଦେବତା ମାନଙ୍କୁ ବହୁତ୍ ମାନ୍ୟତା ଦିଆ ଯାଏ ଆଉ ଠାକୁରଙ୍କୁ ମଧ୍ୟ ବହୁତ୍ ମନା ଯାଏ । ଆମେ ସମସ୍ତେ ଏ ମଧ୍ୟ ମାନୁ କି ସବୁ ଦେବୀ ଆଉ ଦେବତାଙ୍କର ଅଲୌକିକ ଶକ୍ତି ଅଛି ଆଉ ସବୁ ଠାକୁରଙ୍କର ବାହାନ ମଧ୍ୟ ଅଛନ୍ତି ।ତେବେ ବହୁତ୍ ଲୋକ ଏବେ ମଧ୍ୟ ବିଶ୍ଵାସ କରନ୍ତି କୁ ଭଗବାନ କୌଣସି ମୁହୂର୍ତ୍ତରେ କୌଣସି ରୂପରେ ଦର୍ଶନ ଭି ଦେଇପାରନ୍ତି ।ତେବେ ଲୋକ ମାନେ ଏହି ପକ୍ଷୀ ତିକୁ ଭଗବାନ ଙ୍କର କୌଣସି ରୂପ ବା ସୂଚନା ବୋଲି ମାନୁଛନ୍ତି ।ଏ ସବୁ ବିଷୟରେ ଜାଣିବା ପାଇଁ ପକ୍ଷୀ ବିଶେଷଜ୍ଞ ଙ୍କୁ ସୂଚନା ଦିଆ ହଉଚି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।