ଲୁଚାଲୁଚି ପ୍ରେମ ଧରାପଡିଲା କୁଆଁରୀ ବୋହୂ ସିରିଏଲ ର ଅଭିନେତା ସାଇ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବୋଟିଙ୍କ କରିବା ସମୟରେ ଭାଇରାଲ ହେଲା ଭିଡିଓ ତା’ପରେ

0

ଆମ ଓଡିଆ ସିରିଏଲ୍ ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ସିରିଏଲ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ରିଏଲ୍ ଲାଇଫ ଗଲ ଫ୍ରେଣ୍ଡଙ୍କ ସମ୍ପର୍କରେ ଅଧିକ କିଛି।

ତେବେ କୁଆଁରୀ ବହୁ ସିରିଏଲ ର ସାଇ ଙ୍କୁ ତ ଆପଣ ଭଲ ଭାବେ ଜାଣି ଥିବେ।ଆପଣକଂ ଅତି ପ୍ରିୟ ସାଇ ଯିଏ କି ସୀରିଆଲ୍ ଜଗତ ରେ ଜଣେ ଆଗ ଧାଡ଼ିର ନାୟକ।ଘରେ ଘରେ ବହୁ ପରିଚିତ ମୁଖ ଭାବେ ଜଣା।ତାଙ୍କ ତାଙ୍କର ଏହି ସୁନ୍ଦର ଅଭିନୟ ଦ୍ୱାରା ବହୁତ କମ୍ ଦିନ ରେ ସେ ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି।ତେବେ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ କୁଆରି ବହୁ ସିରିଏଲ କୁ ଓ ତାଙ୍କ ଭୂମିକା କୁ ବହୁତ ପସନ୍ଦ କରୁଛନ୍ତି,

ଆଉ ସେ ତାଙ୍କ ଭୂମିକା ରୁ ବହୁତ ସୁନ୍ଦର ଭାବେ ଦେଖାଇ ପାରୁଛନ୍ତି। ତେବେ ସେ ତାଙ୍କ ପରିଶ୍ରମ ଓ ଚେଷ୍ଟା ବଳ ରେ ଆଜି ଜଣେ ସଫଳ ଅଭିନେତା ହୋଇ ପରିଛନ୍ତି। ଆଜି ଆମେ ସାଇ ଙ୍କ ରିଅଲ୍ ଲାଇଫ୍ ପ୍ରେମିକା ଙ୍କ ଖବର ଜଣାଇବୁ। ତାଙ୍କ ଅସଲ ଜୀବନରେ କିଏ ଅଛନ୍ତି ନାୟିକା ଆମେ ଆପଣଙ୍କୁ ଜଣାଇବୁ।ସାଇ ତାଙ୍କ ରିଅଲ ଲାଇଫ ନାୟିକା ଙ୍କ ସହ କିଛି ଟା ଫୋଟୋ ନିଜ ସୋସିଆଲ ମିଡ଼ିଆ ରେ ସେୟାର କରିଥିବାର ଦେଖା ଯାଇଛି,ତାଙ୍କ ନାଁ ହେଉଛି ସାରା।ସେ ତାଙ୍କୁ ତାଙ୍କର ଲଭ୍ ବୋଲି ଦର୍ଶାଇଛନ୍ତି।

ସେ ତାଙ୍କ ସହ ଅନେକ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଚନ୍ତି। ତେବେ ନିକଟରେ ସେମାନେ ବିବାହ କରିବାକୁ ଯାଉଛନ୍ତି। ତରଙ୍ଗରେ ପ୍ରସାରିତ କୁଆଁରୀ ବହୁ ଧାରାବାହିକ ସିରିଏଲ୍ ରେ ସେ ଲିଡ୍ ରୋଲ୍ କରୁଛନ୍ତି।ତାଙ୍କ ଏକଟିଂ ଲୋକପ୍ରିୟ ହୋଇଛି,ଖୁବ୍ କମ୍ ଦିନ ମଧ୍ୟରେ ସେ ବହୁତ ଭଲ ପାଇବା ପାଇଛନ୍ତି।ଘରେ ଘରେ ପରିଚିତ ଚେହେରା ସାଜିପରିଛନ୍ତି। ଅଭିନୟ ଯାଦୁ ରେ ସେ ଦର୍ଶକ ମାନଙ୍କ ମନ କୁ ଛୁଇଁ ପାରିଛନ୍ତି।ସାଇ ଓ ତାଙ୍କ ନାୟିକା ଙ୍କ ଯୋଡ଼ି ବହୁତ ସୁନ୍ଦର ବୋଲି କମେଣ୍ଟ ରେ ତାଙ୍କ ଫ୍ୟାନ ମାନେ ଭଲପାଇବା ଦେଇ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।