କେଉଁ ସ୍ୱପ୍ନ ଦେଖିଲେ କଣ ହୋଇଥାଏ ଓ ଦେଖିଥିବା ସ୍ୱପ୍ନର ଅର୍ଥ କଣ ହୋଇଥାଏ ଜାଣନ୍ତୁ କ’ଣ

0

ମନୁଷ୍ୟ ଜୀବନରେ ଘଟିଥିବା ଘଟଣା ଗୁଡିକ ଆମ ମନରେ ବାରମ୍ୱାରା ଆସିଥାଏ ତାହାକୁ ଶୋଇବା ସମୟରେ ଆମେ ସ୍ୱପ୍ନରେ ଦେଖିଥାଉ । ଯଦି ଆପଣ କୌଣସି ଖରାପ ସ୍ୱପ୍ନ ହେଖୁଛନ୍ତି ତେବେ ସକାଳେ ଆପଣ ମା ବୃନ୍ଦାବତୀ ଚଉରା ମୂଳରେ ବା ମହାଦେବଙ୍କ ନିକଟରେ କହି ପରିବେ । ଏହା ଦ୍ୱାରା ଆପଣ ଅନ୍ୟ ସମୟରେ ଖରାପ ସ୍ୱପ୍ନ ମନରେ ଆସିନଥାଏ । ଯଦି ଆପଣ କୌଣସି ଭଲ ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କର ଅତି ନିଜର ବା ଆପଣାର ଲୋକଙ୍କ ସହିତ ସେୟାର କରି ପରିବେ ।

ଯଦି ଆପଣ କୌଣସି ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ମୁଣ୍ଡ ପାଖରେ ଫିଟିକିରି ଓ ଦାଢ ନଥିବା ଛୁରି ରଥନ୍ତୁ ଏହାକୁ ସକାଳେ ଏକ କଣ୍ଟା ଗଛରେ ଜଳ ସହିତ ସେହି ଗଛରେ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଦେଖୁଥିବା ସମସ୍ତ ନେଗେଟିଭ ସ୍ୱପ୍ନ ଦୂର ହେବ । ଯଦି ଆପଣ ପକ୍ଷୀ ଉଡିଯାଉଥିବାର ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କର ସ୍ଥାନ ପରିବର୍ତ୍ତନ ହେବାର ଅଛି ତା ସହିତ ଯଦି ଆପଣ ଡେଥ୍ ହେବାର ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କର ଲାଇଫରେ କିଛି ପରିବର୍ତ୍ତନ ଦେଖାଯିବ ।


ଯଦି ଆପଣ ଅନେକ ପକ୍ଷୀ ମାନଙ୍କର ବୋବାଉ ଥିବାର ସ୍ୱପ୍ୱ ଦେଖନ୍ତି ତେବେ ଆପଣଙ୍କୁ ଆଟାକ ଏବଂ ଆକ୍ସିଡେଣ୍ଟ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଯଦି କୌଣସି ସୁନ୍ଦର ପକ୍ଷୀ ଯେପରିକି ହଂସ ,ବତକ ପାଣିରେ ବୁଲୁଥିବାର ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କର ଫେମିଲି ଲାଇଫ ଭଲରେ କଟିବ । ଯଦି କୌଣସି ଦେବା ଦେବୀଙ୍କର ସ୍ୱପ୍ନ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ଓ ଯଦି କୌଣସି ବସ୍ତୁ ଭାଙ୍ଗି ଯିବାର ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କର ଅତି ନିଜର ଲୋକ ସହିତ ବ୍ରେକପ ହୋଇପାରେ ।

ଯଦି ଆପଣ କୌଣସି ମେଡିସିନର ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କର ଘରେ କୌଣସି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଖରାପ ଦେଖାଦେଇ ପାରେ । ଯଦି ଆପଣ ଗୋଟିଏ ବଟରଫ୍ଲାଏ ବା ଫୁଲର ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କର ମ୍ୟାରେଡ ଲାଇଫରେ ଶୁଭ ଖବର ଶୁଣିପାରନ୍ତି । ଯଦି ଆପଣ ସ୍ୱପ୍ନରେ କିଛି ଜିନିଷକୁ ଭଲ ଭାବରେ ଦେଖିପାରୁ ନାହାନ୍ତି ବା ଝାପସା ଦେଖାଯାଉଛି ତେବେ ଆପଣଙ୍କର ମାଇଣ୍ଡ ବହୁତ ବିଚଳିତ ହେବ ଯାହା ଦ୍ୱାରା ଆପଣ କିଛି ଖରାପ କାମ କରି ପାରନ୍ତି ।


ଯଦି ଆପଣ ସ୍ୱପ୍ନରେ ସାପ ଦେଖନ୍ତି ତେବେ ଆପଣଙ୍କର ସର୍ପକାଳଦୋଷ ରହିଛି ବା ସ୍ୱପ୍ନରେ ଛୋଟ ଛୋଟ କୀଟପତଙ୍ଗ ବା ମହୁମାଛି ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଯଦି ଆପଣ କୌଣସି ଲୋକମାନଙ୍କୁ ରାସ୍ତାରେ କାମ କରୁଥିବାର ସ୍ୱପ୍ନ ଦେଖନ୍ତି ତେବେ ଆପଣ ଅସୁସ୍ଥ ହୋଇପାରନ୍ତି ସେଥିପାଇ କିଛି ଲୋକମାନଙ୍କୁ ଖାଇବା ପାଇ ଦିଅନ୍ତୁ । ଯଦି ସ୍ୱପ୍ନରେ ଦେବା ଦେବୀଙ୍କର ସ୍ୱପ୍ନ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।