ଦେଖନ୍ତୁ ଭିଡିଓ – ନିଜର ଦର୍ଶକ ଙ୍କୁ ଖୁସି ଖବର ଜଣାଇଲେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା , ଜାଣନ୍ତୁ ସେ ଖୁସି ଖବର ଟି କ’ଣ

0

ଆପଣ ମାନେ ତା ଜାଣିଥିବେ କି ଲକଡାଉନ ତଥା କରନା ଭୁତାଣୁ ର ପ୍ରକପ ରୁ ବଞ୍ଚିତ ରହିବା ପାଇଁ ଦେଶ ଓ ରାଜ୍ୟର ସମସ୍ତ କାର୍ଯ୍ୟକଳାପ ସ୍ଥଗିତ ରହିଥିଲା ।ଏମିତି କି ସମସ୍ତ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଫିଲ୍ମ ସୁଟିଂ ମଧ୍ୟ ବନ୍ଦ ରହିଥିଲା ।ତେବେ ବର୍ତ୍ତମାନ ଭାରତ ସରକାର ଙ୍କର କରନା ଭକ୍ସିନ ଲୋକମାନ ଙ୍କ ପାଇଁ ଉପଯୋଗୀ ହେବା ପରେ ପୁଣି ସମସ୍ତ କାର୍ଯ୍ୟାନୁଷ୍ଠାନ ତାର ପୂର୍ବ ସ୍ଥିତି କୁ ଫେରିଆସିଛ। ତେବେ ବର୍ତ୍ତମାନ ସମସ୍ତ କଳାକାର ମାନେ ମଧ୍ୟ ନିଜର ସୁଟିଂ ଆରମ୍ଭ କରି ଶେଷ କରିବାକୁ ଲାଗିଲେଣି ।

ତେବେ ଏହି ସମୟରେ କେବଳ ସୋସିଆଲ ମିଡ଼ିଆ ହିଁ ଏକ ମାତ୍ର ପ୍ଲାଟଫାର୍ମ ଯାହା ସାହାଯ୍ୟ ରେ ଆମେ ସବୁ ଫିଲ୍ମ ର କଳାକାର ମାନଙ୍କ ବିଷୟରେ ଜାଣିପାରି ଥାଉ ।ତେବେ ନିକଟରେ ଓଡ଼ିଆ ଫିଲ୍ମ ଜଗତର ପ୍ରମୁଖ ନାୟିକା ଅର୍ଚ୍ଚିତା ସାହୁ ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ଙ୍କୁ ଜଣେଇବୁ ଯେ ସେ ଏହି ଭିଡ଼ିଓ ରେ ଲୋକମାନ ଙ୍କୁ କଣ ସବୁ କହିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ ,ଗତ କିଛି ଦିନ ହେବ ଓଡ଼ିଆ ଫିଲ୍ମ ଜଗତର କୁଇନ ତଥା ଷ୍ଟାଲିସ ଗାର୍ଲ ଅର୍ଚ୍ଚିତା ସାହୁ ସୋସିଆଲ ମିଡ଼ିଆ ରେ ନିଜର ଆପ କମିଙ୍ଗ ଫିଲ୍ମ” ଦୁର୍ଗା ଦିନାସିନ” ଫିଲ୍ମ ବିଷୟରେ ତାଙ୍କର ଦର୍ଶକ ମାନଙ୍କୁ ଜଣେଇଛନ୍ତି ।ତେବେ ଏହି ଭିଡ଼ିଓ ଟି ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ ।ତେବେ ତାହା ତାଙ୍କର ଫିଲ୍ମ ସୁଟିଂ ର ଶେଷ ସମୟ ଥିଲା ବା ଶେଷ ପାର୍ଟ ସେ ସୁଟିଂ କରୁଥିଲେ ।ଯାହାର ଦୃଶ୍ୟ ସେ ଦେଖାଇଛନ୍ତି ।କି କିପରି ଭାବରେ ତାଙ୍କର ପ୍ରଦ୍ୟୁସର ସୁଜାତା ସାକ୍ସେନା ଫିଲ୍ମ ର ଶେଷ ଭାଗ ସୁଟିଂ ହେବା ପରେ ଏହାର ସମାପ୍ତ କରିବାକୁ ଯାଉଛନ୍ତି ।

ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଏହି ଭିଡ଼ିଓ ଟିରେ ଜଣାଯାଇଛି ଯେ ,ଫିଲ୍ମ ପ୍ରଦ୍ୟୁସର ଫିଲ୍ମ ଟି ଶେଷ କରିବା ପୂର୍ବରୁ ନିଜର ସମସ୍ତ କଳାକାର ଙ୍କ ସହ ଓଡ଼ିଶାର ରୀତି ନୀତି କୁ ଆଖିଆଗରେ ରଖି ପୂଜା କରୁଛନ୍ତି ଓ ନଡ଼ିଆ ମଧ୍ୟ ବଡେଇଛନ୍ତି।ସେ ପ୍ରଥମେ ଧୂପ ଲଗାଇ ଠାକୁର ଙ୍କୁ ପ୍ରାର୍ଥନା କରି ତାଙ୍କ ଫିଲ୍ମ ର ଶୁଭକାମନା ମନାସି ଠାକୁର ଙ୍କ ଆଗରେ ଏକ ନଡ଼ିଆ ଫଟାଇଛନ୍ତି ।ଏବଂ ପରେ ସେ ସମସ୍ତ କଳାକାର ଙ୍କ ସହ ଫିଲ୍ମ ସୁଟିଂ ଶେଷ ହେବାର ଖୁସି ରେ ମିଠା ଦେଇଛନ୍ତି ।

ସେମାନେ ପରସ୍ପର ସହ ବହୁତ ମସ୍ତି ମଜାକ କରିବା ସହ ଏକତ୍ର ହୋଇ ସେଲ ଫି ନେଇଛନ୍ତି। ଏବଂ ଶେଷ ରେ ଅର୍ଚ୍ଚିତା ସମସ୍ତ ଦର୍ଶକ ଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କ ର ଏହି ଫିଲ୍ମ ସାମାଜିକ ସତ୍ୟତା ଉପରେ କାର୍ଯ୍ୟବେସିତ ।ତେଣୁ ସମସ୍ତେ ନିହାତି ଭାବରେ ଏହାକୁ ଦେଖନ୍ତୁ ଓ ଉପଭୋଗ କରନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।