ollywod khbar – ସାର୍ଥକ ରେ ପ୍ରସାରିତ ହେଉଥିବା ସମସ୍ତ ସୀରିଏଲ୍ ର ହିରୋଇନ୍ ମାନଙ୍କ ରିଅଲ ଲାଇଫ ବିଷୟରେ…

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସମସ୍ତ ସୀରିଏଲ୍ ର ଅଭିନେତ୍ରୀ ମାନେ ସୁନ୍ଦରତା ସହିତ ଅକ୍ଟିଁ ରେ ମଧ୍ୟ ବେଶ୍ ପାରଙ୍ଗମ। ତେବେ ଆଜି ଆମେ ଆପଣ ଙ୍କୁ ଅଭିନେତ୍ରୀ ମାନଙ୍କ ପେର୍ଶୋନାଲ୍ ଲାଇଫ ବିଷୟରେ ଜଣାଇବୁ।

୧)ଲିପ୍ସା ମିଶ୍ର:-

ଲିପ୍ସା ମିଶ୍ର ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ। ବର୍ତ୍ତମାନ ସେ ଜି ସାର୍ଥକ ଏ ହେ ପ୍ରଭୁ ସିରିଏଲ୍ ରେ କାମ କରୁଛନ୍ତି। ଏଥିରେ ତାଙ୍କର ଜବରଦସ୍ତ ଅକ୍ଟିଂ କୁ ମଧ୍ୟ ଆପଣ ମାନେ ଦେଖି ପରୁଥିବେ । ତେବେ ତାଙ୍କ ପ୍ରେମିକ ସିଦ୍ଧାର୍ଥ ଙ୍କ ସହ ଆଗାମୀ ରେ ବିବାହ ହେବାକୁ ଯାଉଛି।

୨-ଅର୍ପିତା କର:-

ତାଙ୍କର ଜବରଦସ୍ତ ଆକ୍ଟିଂ ବିଷୟରେ ସମସ୍ତେ ପରିଚିତ। ବର୍ତ୍ତମାନ ସେ ଜି ସାର୍ଥକ ର ମହାଦେବୀ ରେ ଅଭିନୟ କରୁଛନ୍ତି। ତେବେ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେଶ୍ ପସନ୍ଦ କରୁଛନ୍ତି। ଗତ କିଛି ବର୍ଷ ତଳେ ସେ ବିବାହ କରିଥିଲେ । ପରେ ପୁଅ ଟିଏ ମଧ୍ୟ ହୋଇଛି।

୩)ଭୈରବୀ:-

ତେବେ ଜୀବନ ସାଥୀ ସିରିଏଲ୍ ରେ ଭୈରବୀ ଙ୍କୁ କିଏ ବା ନ ଜାଣେ। ଏଥିରେ ତାଙ୍କର ଦମଦାର ଆକ୍ଟିଙ୍ଗ ଦେଖିବାକୁ ମିଳିଥିଲା। ସେଥିରେ ଆକ୍ଟୀଙ୍ଗ କରୁଥିବା ରାଜୁ ଙ୍କୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ।

୪)ଜେଶି:-

ଆପଣ ଙ୍କ ଅତି ପ୍ରିୟ ଭକ୍ତି ଯିଏ କି ଜେଶି । ଜୀବନ ସାଥୀ ରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସୁନ୍ଦରତା କୁ ଅଭିନୟ ରେ କେଉଁ ଥୀରେ ବି କମ୍ ନୁହନ୍ତି ।ସେ ଆପଣଙ୍କ ପ୍ରିୟ ଆଦି ଯିଏ କି ଅମର ଙ୍କୁ ଭଲ ପାଉଛନ୍ତି। ଆଗାମୀ ଦିନ ରେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି

୫) ଯାଜ୍ଞସ୍ଵିନି:-

ଯାଜ୍ଞସ୍ଵିନି ମଧ୍ୟ ଜୀବନ ସାଥୀ ରେ ଅଭିନୟ କରୁଛନ୍ତି।ସୁନ୍ଦରତା କୁ ଅଭିନୟ ରେ କେଉଁ ଥୀରେ ବି କମ୍ ନୁହନ୍ତି।ସେ ନିକଟ ରେ ପ୍ରେମ ବିବାହ କରିଛନ୍ତି।

୬)ସବିତା:-

ରହିଛି ରହିବି ତୋରି ପାଇଁ ରେ ସବିତା ବେଶ୍ ଭଲ ଅଭିନୟ କରୁଛନ୍ତି।ସେ ମଧ୍ୟ ତାଙ୍କର ଅଭିନେତା ଙ୍କୁ ଭଲ ପାଉଛନ୍ତି ଓ ଆଗାମୀ ଦିନ ରେ ବିବାହ କରିବେ ।

୭)ମନିଷା:-

ମନିଷାଙ୍କୁ ତ ଆପଣ ମାନେ ସିରିଏଲ୍ ସହିତ ଅନେକ ଚଳଚ୍ଚିତ୍ର ରେ ମଧ୍ୟ ଦେଖିବାକୁ ପାଇଥିବେ। ସେ ବହୁତ ଦିନ ରୁ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଥିଲେ।

୮)ପ୍ରିୟଙ୍କା:-

ଘରେ ଘରେ ପରିଚିତ ପ୍ରିୟଙ୍କା। ଚଳଚ୍ଚିତ୍ର ଠୁ ଆରମ୍ଭ କରି ସିରିଏଲ୍ ରେ ମଧ୍ୟ ବେଶ୍ ଚର୍ଚ୍ଚା ରେ ଥାନ୍ତି ସେ। ଅଭିନେତା ସହିତ ପ୍ରୋଡୁସର୍ ଦେବୁ ପଟ୍ଟନାୟକ ଙ୍କୁ ସେ ବିବାହ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।