ଦେଖନ୍ତୁ ଗୋଟେ “ବାପା” ନିଜ ଝିଅ ସହିତ କ’ଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ କ’ଣ ସତରେ ଏଭଳି ହୋଇପାରେ

0

ପ୍ରତ୍ୟେକ ଦିନ ସମାଜ ରେ ବିଭିନ୍ନ ପ୍ରକାର ଘଟଣା ଘଟୁଛି। ଟିଭି ମାଧ୍ୟମ ରେ ହେଉ କିମ୍ବା ସୋସିଆଲ ମିଡ଼ିଆରେ ହେଉ ଏହି ସବୁ ଘଟଣା ସହିତ ଅବଗତ ରୁହନ୍ତି।ତେବେ ସେହି ଘଟଣା ଭିତରୁ କିଛି ଆମ ପାଇଁ ଶିଖନୀୟ ଥାଏ। କେଉଁ ଜିନିଷ କରିବା ଉଚିତ୍ ଓ କେଉଁ ଜିନିଷ କରିବା ଉଚିତ୍ ନୁହଁ ତାହା ଶିକ୍ଷା ପାଇଥାଉ। ଜୀବନ ର ମୂଲ୍ୟ କୁ ପରି ପ୍ରକାଶ କରିବାରେ ସାହାଯ୍ୟ କରିଥାଏ।

ମଣିଷ ନିଜର ଖୁସି ପାଇଁ ବିଭିନ୍ନ ପନ୍ଥା ଅନୁକରଣ କରିଥାଏ। କଣ କଲେ ଖୁସି ମିଳିବ ଓ କଣ କଲେ ଦୁଃଖ ତାହା ତାହା ଆମେ ନିଜେ ନିଜର କର୍ମ ଦ୍ଵାରା ନିଷ୍ପତ୍ତି ନେଇଥାଉ।ମନରେ ଦୃଢ ଇଛା ଶକ୍ତି ଥିଲେ ନିଜ ଲକ୍ଷ ପୁରା କରିବା ରେ ସଫଳ ହୋଇଥାଏ। ତେଣୁ ସେଥି ପାଇଁ ନିଜର ଇଚ୍ଛା ଓ ଭାବନା ଓ ନିଜର ଚିନ୍ତା ଧରା ଉଚ୍ଚ ହେବା ଆବଶ୍ୟକ।

ବେଳେ ବେଳେ ଆମେ କିଛି କାର୍ଯ୍ୟ ଜାଣତ ରେ କରିଥାଉ ତ ଆଉ କିଛି ଅଜାଣତ ରେ କରିଥାଉ। ହେଲେ ଆମେ ଏଥି ପ୍ରତି ସଚେତନ ନ ଥାଉ। ଏଭଳି କାର୍ଯ୍ୟ ଦ୍ଵାରା ଆମେ ସମସ୍ୟା ରେ ପଡ଼ିଥାଉ ଓ ଅନୁତାପ ମଧ୍ୟ କରିଥାଉ। ଏଥି ପ୍ରତି ଆମେ ସଚେତନ ରହିଥାଉ। ବିନା ଉପସ୍ଥିତ ବୁଦ୍ଧି ରେ କୌଣସି କାର୍ଯ୍ୟ ନ ହେଉ ସେଥି ପ୍ରତି ସଚେତନ ରହିଥାଉ,ହେଲେ କୌଣସି ଘଟଣା ଘଟିବ ପରେ ଯାଇଁ ଆମେ ଉଚିତ୍ ଶିକ୍ଷା ପାଇଥାଉ।

ତେବେ ସେହି ସମ୍ପର୍କ ରେ ଆଜି ଆମେ କହିବୁ। ଝିଅ ଟି ନିଜ ଇଚ୍ଛା ରେ ବିବାହ କରି ଅନୁତାପ କରିଥିଲା ଯେ ତା ବାପା ତ ପାଇଁ ଠିକ୍ ଥିଲେ। ଭୁଲ୍ ନିଷ୍ପତ୍ତି ନେଇ ଥିବାରୁ ତା ତାର ଜୀବନ ବର୍ ବାଦ୍ ହୋଇ ଗଲା ହେଲେ ସେତେବେଳେ କୁ କିଛି ନଥିଲା।

ଭଲ ପାଇବା ରେ କିଛି ଭୁଲ ନିଷ୍ପତ୍ତି ନେଇ ଯାଉଛନ୍ତି ଆଜି କାର ଯୁବ ପୀଢ଼ି। ଝିଅ ଟିଏ ନିଜ ପସନ୍ଦର ବିବାହ କରି ନିଜ ବାପା ଙ୍କ ଠାରୁ ଅଲଗା ହୋଇ ଯାଇଥିଲା । ଆଗାମୀ ଦିନ ରେ ସେ ତାର ସ୍ବାମୀ ସହ ଦିନ କଟାଇବା ଲାଗି ସ୍ବପ୍ନ ଦେଖିଥିଲା। ମାତ୍ର ବାହାଘର ର କିଛି ଦିନ ପରେ ତାର ସ୍ବାମୀ ତାକୁ ଛାଡ଼ି ଦେଇଥିଲା। ସେତେ ବେଳକୁ ସେ ଦୁଇଟି ସନ୍ତାନ ର ମା ହୋଇ ସାରି ଥାଏ। ନିଜେ କାମ କରି ପିଲା ମାନଙ୍କୁ ପଢାଉ ଥାଏ। ବାପା ଙ୍କ କଠୋରତା ସେ ଅନୁତାପ କରିଥାଏ। ପରେ ତା ବାପା ଙ୍କ ଦେହାନ୍ତ ହୋଇ ଗଲା।

ହେଲେ ସେ ତା ବାପା ଙ୍କ ଉପରେ ରାଗି ଥିବାରୁ ଦେଖିବା ପାଇଁ ଗଲା ନାହିଁ। ତାର ମଉସା ଙ୍କ ଅନୁରୋଧ ରେ ସେଠାକୁ ଗଲା। ସେଠାରେ ପହଞ୍ଚିବା ପରେ ମୃତ୍ୟୁ ପୂର୍ବ ରୁ ତା ବାପା ଏକ ଚିଠି ରଖି ଯାଇଥିଲେ, ତାକୁ ପଢ଼ିବା ପରେ ତାର ଚିନ୍ତା ଧରା ସମ୍ପୂର୍ଣ୍ଣ ଭାବେ ବଦଳି ଗଲା। ପରେ ସେ ବହୁତ୍ ଅନୁତାପ କରି ନିଜର ଭୁଲ କୁ ମଧ୍ୟ ବୁଝି ପାରିଲା। ତେଣୁ ପ୍ରତ୍ୟେକ ସନ୍ତାନ ପାଇଁ ନିଜ ବାପା ମା ଯାହା ଚିନ୍ତା କରନ୍ତି ତାହା ମଙ୍ଗଳକାରୀ ହୋଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।