Breaking News – ଜରୁରୀ ଖବର ! OTP ଦେଲେ ଏଥର ମିଳିବ ରାସନ ସାମଗ୍ରୀ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

0

ଆମ ଦେଶ ର ସରକାର ଲୋକ ଙ୍କୁ ସୁରକ୍ଷିତ ଓ ସମସ୍ତ ପ୍ରକାର ସୁବିଧା କୁ ଯୋଗାଇ ଦେବା ପାଇଁ ଅନେକ ଚେଷ୍ଟା ଜାରି କରିଛନ୍ତି। ତେବେ ପ୍ରତି ବର୍ଷ ଅନେକ ପ୍ରକାର ନୂତନ ଯୋଜନା ସବୁ ପ୍ରସ୍ତୁତ୍ ହେଉଛି, ଆଉ ଏହାକୁ କାର୍ଯ୍ୟକରି କରିବା ପାଇଁ ଅନେକ ଟଙ୍କା ମଧ ଖର୍ଚ୍ଚ ହେଉଛି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଅନେକ ଗରିବ ଲୋକ , ଆଦିବାସୀ , ଦିନ ମଜୁରିଆ ଆଦି ରହିଛନ୍ତି।

ଯେଉଁ ମାନେ ଦି ମୁଠା ଭଲ ରେ ଖାଇବାକୁ ପାଉ ନାହାନ୍ତି,ଆଉ ତା ସହ ରହିବାକୁ ଘର ନାହିଁ। ତେବେ ସରକାର ଏହି ଗରିବ ଲୋକ ଙ୍କ ପାଇଁ ସବୁ ପ୍ରକାର ଯୋଜନା କରିଛନ୍ତି। ତେବେ ଏହା ଦ୍ୱାରା କୋଟି କୋଟି ଗରିବ ଲୋକ ମଧ୍ୟ ଉପକୃତ ହେଇଛନ୍ତି। ତେବେ ସରକାର ଲୋକ ଙ୍କ ସୁବିଧା ଓ ଭଲ ମନ୍ଦ୍ କଥା ବୁଝିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି।

ତେବେ ଆମ ଦେଶ ରେ ୧୩୦ କୋଟି ଲୋକ ଙ୍କ ଭିତରୁ ଅନେକ ଲୋକ ଗରିବ ଥିବେ। ତେବେ ସେମାନଙ୍କ ସୁବିଧା ପାଇଁ ସରକାର ଦିନ ରାତି ଚେଷ୍ଟା ଜାରି ରଖିଛନ୍ତି।ତେବେ OTP ଦେଲେ ଏଥର ମିଳିବ ରାସନ ସାମଗ୍ରୀ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେଲେଙ୍ଗାନା ର ସରକାର ନିଷ୍ପତି ନେଇଛନ୍ତି ଯେ ରାସନ୍ କାର୍ଡ ହିତାଧିକାରୀ ମାନେ ବାୟମେଟ୍ରିକ ବଦଳରେ ମୋବାଇଲ୍ ରେ otp ଦ୍ବାରା ସାମଗ୍ରୀ ନେଇପାରିବେ।ଏହି ନିୟମ ପ୍ରଥମ ଥର ପାଇଁ ତେଲେଙ୍ଗାନା ରାଜ୍ୟ ରେ ଫେବୃୟାରୀ ୧ ରେ ଲାଗୁ ହେବାକୁ ଯାଉଛି।

ଏହା ସହ ରାସନ କାର୍ଡ ସହିତ ହିତାଧିକାରୀ ମାନେ ନିଜର ଆଧାର କାର୍ଡ ଓ ନିଜ ମୋବାଇଲ୍ ନମ୍ବର ଲିଙ୍କ୍ କରିବା ଜରୁରୀ,ଯାହା ସାହାଯ୍ୟରେ ସେହି ନମ୍ବର କୁ otp ପଠା ଯାଇପାରିବ। ତେବେ ଏହି ନିଷ୍ପତି ଟି ତେଲେଙ୍ଗାନା ହାଇକୋର୍ଟ ଦ୍ଵାରା ଜାରି ହୋଇଥିବା ଏକ ନିର୍ଦ୍ଦେଶାବଳୀ ଅନୁଯାୟୀ ସରକାର ଜାରି କରିଛନ୍ତି । କୋରୋନା ମହାମାରୀ କୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି।ତେବେ ଦେଶର ଆର୍ଥିକ ସହାୟତା ରେ ମଧ୍ୟ ଏହା ସହାୟକ ହୋଇ ପାରିବ।

ଏହି ସୁବିଧା ଜରିଆ ରେ ହିତାଧିକାରୀ ମାନଙ୍କ ମୋବାଇଲ ନମ୍ବର କୁ ପଠା ଯିବା ଅଟିପି ଜରିଆ ରେ ରାସନ୍ ସାମଗ୍ରୀ ପ୍ରଦାନ କରାଯିବ ର ସୁବିଧା ରହିଛି,ଯାହା ଫଳରେ ରାସନ୍ ସାମଗ୍ରୀ ନେବା ପାଇଁ ଲୋକ ମାନଙ୍କୁ ଆଉ ଘଣ୍ଟା ଘଣ୍ଟା ଲାଇନ୍ ରେ ରହି ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ ବାୟୋମେଟ୍ରିକ ଜାଗା ରେ ଓଟିପି ଦ୍ଵାରା ମିଳିବ ହିତାଧିକାରୀ ମାନଙ୍କୁ ରାସନ୍ ।

ତେଲେଙ୍ଗାନା ର ହାଇଦ୍ରାବାଦ ଓ ରଙ୍ଗାରେଡି ଜିଲ୍ଲା ରେ ଏହି ସୁବିଧା ଫେବୃଆରୀ ୧ ରୁ ବା ଆଜି ଠାରୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।ଏହି ନିୟମ ଦ୍ଵାରା ଲୋକମାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି। ସାଧାରଣ ଲୋକମାନେ ଏହା ଦ୍ବାରା ଅନେକ ଉପକୃତ ହେବେ, କମ୍ ସମୟ ଲୋକ ମାନେ ଡିଲରଙ୍କ ପାଖରେ ଭିଡ଼ କରିବେନି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।