କିଏ ନିଜର ଅନ୍ଧ ପିତା ଓ ମାତାଙ୍କୁ କାନ୍ଧରେ ବୁହାଇ  ତୀର୍ଥ ଭ୍ରମଣ କରିବାକୁ ଯାଇଥିଲେ ? ଯାହାର ବାପା, ମା’ଙ୍କ ପ୍ରତି ଭକ୍ତି ଥିବ ସେ ହଁ ଏହାର ସଠିକ୍ ଉତ୍ତର ଦେଇପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ। ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି।ଆଉ ସମାଜ ରେ ଦେଶ ରେ ପ୍ରତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ,

କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ, ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ।ତେବେ ଆମ ରାଜ୍ୟ ଓଡିଶା ସମ୍ପର୍କରେ ଏମିତି ଅନେକ ତଥ୍ୟ ରହିଛି।ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ । ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସମୁହିକ୍ ଜ୍ଞାନ ରହିବା ନିହାତି ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ପ୍ରଶ୍ନ ଓ ଉତ୍ତର।

୧:-ଏସିଆର ସବୁଠୁ ବଡ ନଦୀର ନାମ କଣ ?
ଉତ୍ତର–ୟାଙ୍ଗଟିଜ କ୍ୟାଙ୍ଗ ରିଭର , ଚାଇନା

୨:- ଭାରତରେ ସବୁଠାରୁ ଶସ୍ତା ପେଟ୍ରୋଲ କେଉଁ ରାଜ୍ୟରେ ମିଳେ?
ଉତ୍ତର:- ଗୋଆ।

୩:- ସିଂହ ମୁହଁରେ କେତୋଟି ଦାନ୍ତ ଥାଏ?

ଉତ୍ତର:- ୨୬ ଟି ଦାନ୍ତ।

୪:-ଲିପ୍ସଟିକ କୁ ହିନ୍ଦୀରେ କଣ କୁହା ଯାଏ?
ଉତ୍ତର:- ସୁର୍ଖି।

୫:- ଦୁନିଆରେ ସବୁଠାରୁ ଅଧିକ ଘୁଷୁରୀ ପାଳନ କରୁ ଥିବା ଦେଶ କିଏ?
ଉତ୍ତର:- ଚୀନ।

୬:- ଭାରତରେ ସବୁଠାରୁ ବଡ଼ ସରକାରୀ ଚାକିରୀ କଣ ଅଟେ ?
ଉତ୍ତର:- IAS ଭାବେ ନିଯୁକ୍ତି।

୭:- କେଉଁ ଦେଶ ପାଖରେ ସବୁଠାରୁ ଅଧିକ ଅସ୍ତ୍ର ଅଛି?
ଉତ୍ତର:- ଇରାନ।

୮:- ଭାରତରେ ସବୁଠାରୁ ଅଧିକ ବର୍ଷା କେଉଁଠାରେ ହୁଏ?
ଉତ୍ତର:- ମେଘାଳୟ।

୯:- ଉଡ଼ାଯାହାଜ ର ଟାୟାର ରେ କେଉଁ ଗ୍ୟାସ ଭର୍ତ୍ତି ହୋଇ ଥାଏ?
ଉତ୍ତର:- ନାଇଟ୍ରୋଜେନ୍।

୧୦:- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ଆସନ ଅଛି?
ଉତ୍ତର:- ଉତ୍ତର ପ୍ରଦେଶ।

11 – କିଏ ନିଜର ଅନ୍ଧ ପିତା ଓ ମାତାଙ୍କୁ କାନ୍ଧରେ ବୁହାଇ  ତୀର୍ଥ ଭ୍ରମଣ କରିବାକୁ ଯାଇଥିଲେ ?

ଉତ୍ତର – ଶ୍ରବଣ କୁମାର

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।