ଭଉଣୀର ଚିକିତ୍ସା ପାଇଁ ସୋସିଆଲମିଡ଼ିଆରେ ସାହାଯ୍ୟ ମାଗିବାରୁ ସେମାନଙ୍କୁ ସାହାର୍ଯ୍ୟ କରିଲେ ଏହି Ollywood Hero , ଏହି ଭଉଣୀଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଆମ ସମାଜ ରେ ଅନେକ ଗରିବ ପରିବାର ରହିଛନ୍ତି। ଯେଉଁ ମାନେ ଦି ମୁଠା ଖାଇବାକୁ ମଧ୍ୟ ପାଉ ନାହାନ୍ତି।ତେବେ ଦେଶ ବହୁତ ଆଗକୁ ଯାଉଛି ସତ ,କିନ୍ତୁ ଆଜିବି ଦେଶ ରେ ଅନେକ ଗରିବ ଲୋକ ରହିଛନ୍ତି।ଯେଉଁ ମାନଙ୍କ ପାଇଁ ଆଜିବି ଘର ଦ୍ୱାରା , ଆଲୋକ ସ୍ବପ୍ନ,ଆଉ କେଉଁ ମାନେ ମୂଲ୍ ଲାଗି ଦି ପଇସା ଆଣିଲେ ଘରେ ଚୁଲି ଜଲେ ନହେଲେ ନାହିଁ। ତେବେ ଏମିତି ଲୋକ ଆମ ଦେଶ ରେ ଆମ ଓଡ଼ିଶାରେ ଅନେକ ଅଛନ୍ତି।

ତେବେ ସରକାର ଦେଶ ର ଉନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ତେବେ ଆଜି ର ଏହି ଯୁଗ ସ୍ମାର୍ଟ ହୋଇ ଗଲାଣି, ସବୁ କିଛି ଇଣ୍ଟର୍ନେଟ ରେ ହୋଇ ପାରୁଛି। ତେବେ ଲୋକମାନେ ଏହା ସାହାଯ୍ୟ ରେ ଅନେକ କିଛି ସୁବିଧା ପାଇଁ ପାଇ ଥାନ୍ତି। ତେବେ ଆପଣ ମାନେ ଜାଣି ଥିବେ କି ଆଜି କାଲି ଲୋକ ମାନେ ଏହି ସୋସିଆଲ ମିଡିଆରେ ଅନେକ କିଛି ତଥ୍ୟ ଜାଣିବାକୁ ପାଇ ଥାନ୍ତି।

ତେବେ ଏହା ଅନେକ କାମ ରେ ଆସି ଥାଏ।ତେବେ ବିଭିନ୍ନ ପ୍ରକାର ଘଟଣା , କାର୍ଯ୍ୟ , ସବୁ କିଛି ଏଥିରେ ମିଳି ଥାଏ।ତେବେ ଲୋକ ମାନେ ମଧ୍ୟ ଏହାକୁ ବହୁଳ ବ୍ୟବହାର କରୁଛନ୍ତି,ଆଉ ଅଧିକ ପସନ୍ଦ ମଧ୍ୟ କରି ଥାନ୍ତି। ତେବେ ଏହା ଭଗବାନ ଙ୍କ ଦୂତ ଭଳି କାର୍ଯ୍ୟ କରୁଛି। ତେବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଦେଖିବାକୁ ମିଳି ଥିଲା , ଯାହା ଅତି ଦୁଖଦଃ ରହି ଥିଲା। ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟ ରେ ।

ତେବେ ସମାଜ ରେ ରହୁ ଥିବା ଗରିବ ଲୋକ ଙ୍କ ଦୁଃଖ କହିଲେ ନ ସାରେ।କେତେବେଳେ ଖାଇବା ରେ ଅସୁବିଧା , ରହିବାରେ ଅସୁବିଧା , ରୋଗ ହେଲେ ଚିକିତ୍ସା ପାଇଁ ମଧ୍ୟ ଅନେକ ଅସୁବିଧା ରେ ସମୁଖୀନ ହେବାକୁ ପଡି ଥାଏ। ତେବେ ସେମିତି ଏକ ଘଟଣା ପୁରୀ ସଦର ବ୍ଲକ ରେ ରହୁ ଥିବା କୁନି ପଣ୍ଡା । ତେବେ ତାଙ୍କ ଡାହାଣ ହାତ ରେ ବୋନ୍ ଟ୍ୟୁମର ହୋଇଛି। ତେବେ ଏହା ପାଇଁ ୭ ମାସ ହେବ କଷ୍ଟ ପାଉଛନ୍ତି।

ତେବେ କୁନି ଙ୍କର ସାନ ଭାଇ ମୁଲ ଲାଗି ଯାହା ପଇସା ଆଣେ ସବୁ ପଇସା ଭଉଣୀ ର ଚିକିତ୍ସା ରେ ଖର୍ଚ୍ଚ ହୋଇ ଯାଏ। ତେବେ ଗରିବ ପରିବାର ହୋଇ ଥିବାରୁ ପାଖରେ ଅର୍ଥ ନାହିଁ ଚିକିତ୍ସା ପାଇଁ।ଡାକ୍ତର କହିଛନ୍ତି ଅପରେସନ ପାଇଁ ୨ ଲକ୍ଷ ଟଙ୍କା ଆବଶ୍ୟକ। ତେବେ ଏତେ ଟଙ୍କା ପାଖରେ ନ ଥିବାରୁ ଭଉଣୀ ଅନେକ କଷ୍ଟ ପାଉଛି। ତେବେ ଦୁଇ ଜଣ ଭାଇ ଭଉଣୀ ସହାୟତା ପାଇଁ ଏକ ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରି ଥିଲେ।

ତେବେ ଏଠାରେ ଏକ ମେଜିକ୍ ହୋଇ ଗଲା। ଓଡିଶା ମାଟି ର ଗୌରବ ପୁଅ ସବ୍ୟସାଚ୍ଚୀ ମହାପାତ୍ରଙ୍କ ପାଖରେ ଏହି ଭିଡିଓ ଟି ପହଁଚିଲା ଆଉ ତା ପର ଦିନ ସକାଳେ ଭଉଣୀ ର ଚିକିତ୍ସା ପାଇଁ ଆସିଲା କଲ। ତେବେ ସବ୍ୟସାଚ୍ଚୀ କୁନି ର ଅପରେସନ ର ସମସ୍ତ ଦାୟିତ୍ୱ ନେଇଛନ୍ତି।କୁନି ଙ୍କର୍ ଭୁବନେଶ୍ୱର ରେ ଏକ ଘୋରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି। ତେବେ ସବ୍ୟସାଚ୍ଚୀ ଭଗବାନ ଙ୍କ ଦୂତ ଭଳି ଆସି ତାଙ୍କୁ ସାହାଯ୍ୟ କରିଛନ୍ତି ଆଉ ଏତେ ବଡ଼ ଅସୁବିଧା ରୁ ତାଙ୍କୁ ମୁକ୍ତି କରି ଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।