Dr Kumudeni Tripathy ଖାଇବା ପରେ ତୁରନ୍ତ ପିଉଛନ୍ତି କି ପାଣି ? ହୋଇ ଯାଆନ୍ତୁ ସାବଧାନ ନଚେତ୍ ହୋଇପାରେ ଏହିସବୁ ବଡ କ୍ଷତି

ପ୍ରତ୍ୟେକ ଲୋକ ମାନଙ୍କ ର ସବୁ ଜିନିଷ ରେ ଅଲଗା ଅଲଗା ରୂଚି ରହିଥାଏ। ତେବେ ସମସ୍ତ ଙ୍କ ର କାର୍ଯ୍ୟ କରିବାରେ ଖାଇବାରେ ସବୁଥିରେ ସମସ୍ତ ଙ୍କ ର ଅଲଗା ଅଲଗା ରୂଚି ରହିଥାଏ। ଆମର ତ ଖାଇବା ପାଇଁ ଅନେକ ପ୍ରକାର ର ଖାଦ୍ୟ ସବୁ ରହିଛି, ସେହି ସବୁ ଜିନିଷ ସମସ୍ତ ଙ୍କୁ ଖାଇବା ପାଇଁ ପସନ୍ଦ ଆସି ନଥାଏ। ଅନେକ ଜଣଙ୍କୁ ଗୋଟିଏ ଖାଦ୍ୟ ଖାଇବା ପାଇଁ ବହୁତ ଭଲ ଲାଗୁଥିବା ବେଳେ ଆଉ କେତେ ଜଣଙ୍କୁ ଖାଇବା ପାଇଁ ସେହି ଖାଦ୍ୟ ଟି କୁ ଜମାବି ଭଲ ଲାଗି ନଥାଏ। ଅନେକ ଜଣଙ୍କ ର ଅନେକ ଖାଦ୍ୟ ରେ ଆଲର୍ଜି ମଧ୍ୟ ଥାଏ, ସେହି ଖାଦ୍ୟ କୁ ଖାଇଲେ ସେମାନଙ୍କ ଶରୀରରେ ଆଲର୍ଜି ବାହାରିଥାଏ, ସେଥିପାଇଁ ବି ଅନେକ ଲୋକ ଅନେକ ଖାଦ୍ୟ ଖାଇ ନଥାନ୍ତି।

ତେଣେ ଆମ ଭିତରେ ଅନେକ ଲୋକ ରହି ଥାନ୍ତି ଯେଉଁ ମାନେ ଖାଦ୍ୟ ସହ ପାଣି ପିଅନ୍ତି। ଏବେ ଆମେ ଜାଣିଚୁ କି , ଖାଇବା ସମୟ ରେ ପାଣି ପିଇବା ଉଚିତ ନୁହଁ। କିନ୍ତୁ ଆମ ଭିତରେ ଅନେକ ଲୋକ ଏହା ବୁଝି ନ ଥାନ୍ତି।ଆଉ ଖାଇବା ମଝିରେ ହିଁ ପାଣି ପିଇ ଥାନ୍ତି। ଏହା ସେମାଙ୍କର ଏକ ଅଭ୍ୟାସ ରେ ପରିଣତ ହୋଇ ଥାଏ।ଆଉ ସେମାନେ ଯଦି ଖାଇବା ସମୟ ରେ ପାଣି ନ ପିଇଅନ୍ତି,

ତାହାଲେ ସେମାନେ ଖାଦ୍ୟ ଭଲ ଭାବରେ ଖାଇ ପାରନ୍ତି ନାହିଁ।ତେବେ ଖାଦ୍ୟ ଖାଇବା ତେବେ ଆମେ ଜାଣିଛେ କି ଅଧିକ ପାଣି ପିଇଲେ ଆମ ଶରୀର ସୁସ୍ଥ ରହିବ ।କିନ୍ତୁ ଯଦି ଖାଇବା ସମୟ ରେ ଏହି କାର୍ଯ୍ୟ ହୁଏ। ତାହାଲେ ଏହା କ୍ଷତିଜନକ ହୋଇ ଥାଏ। ତେବେ ଆସନ୍ତୁ ଜାଣିବା ଏହି ପରି କରିବା ଦ୍ୱାରା ହେଉ ଥିବା କିଛି ରୋଗ।

ତେବେ କୌଣସି ଲୋକମାନେ ଭୁଲ୍ ରେ ମଧ୍ୟ ଖାଦ୍ୟ ଗ୍ରହଣ କରିବା ପରେ ମଧ୍ୟ ପାଣି ପିଇବା ଉଚିତ୍ ନୁହେଁ କିମ୍ବା ଖାଇବା ସମୟରେ ଏବଂ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଏବଂ ଖାଇବା ପରେ ମଧ୍ୟ ପାଣି ପିଇବା ଉଚିତ ନୁହେଁ ,ତେବେ ଖାଦ୍ୟ ଖାଇବା ପରେ ପ୍ରାୟ ୧ ଘଣ୍ଟା ପରେ ପାଣି ପିଇବା ଉଚିତ୍ କାରଣ ଖାଦ୍ୟ ହଜମ କରିବାକୁ ପ୍ରାୟ ୨ ଘଣ୍ଟା ଲାଗେ , ଯେତେବେଳେ ଶରୀରରେ ଖାଦ୍ୟ ହଜମ ହୁଏ, ସେତେବେଳେ ଶରୀରରେ ତରଳ ପଦାର୍ଥର ଏକ ଅନୁପାତ ସୃଷ୍ଟି ହୁଏ ।ଯେତେବେଳେ ଆମେ ଖାଦ୍ୟ ଖାଇବା ପରେ ପାଣି ପିଇଥାଉ, ଏହି ଅନୁପାତ ଖରାପ ହୋଇଯାଏ ,

ଆଉ ତା ସହ ଖାଦ୍ୟ ହଜମ ହେବାକୁ ବହୁତ ସମୟ ଲାଗି ଥାଏ। ଆଉ ଯାହା ପାଇଁ ଆମର ହଜମ ର ପ୍ରକ୍ରିୟା ନଷ୍ଟ ହୋଇ ଯାଏ।ଆଉ ଏହା ଯୋଗୁ ଆମ ଅଗ୍ନସୟ୍ ରୁ ଏକ ରସ କ୍ଷରଣ ହୋଇ ନ ଥାଏ। ଆଉ ଯାହା ପାଇଁ ଆମ ଶରୀର ରେ ଅନେକ ରୋଗ ଯଥା , କୋଲେଷ୍ଟ୍ରଲ, ମେଦବହୁଳତା, ଶରୀରର ଚର୍ବି, ଗ୍ୟାସ, ହେମୋରୋଇଡ, ହଜମ ଜନିତ ସମସ୍ୟା, ରିଙ୍ଗୱର୍ମ, ଚର୍ମ ରୋଗ, ଫୁଲା, ପିମ୍ପଲ୍, ନଖ ପିମ୍ପଲ୍ ଇତ୍ୟାଦି ସମସ୍ୟା ଦେଖିବାକୁ ମିଳି ଥାଏ। ତେଣୁ ଖାଦ୍ୟ ଖାଇବା ର ୧ ଘଣ୍ଟା ପରେ ପାଣି ପିଇବା ଉଚିତ।ତେବେ ଏହା ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଉଛନ୍ତି। ତେବେ ସୁସ୍ଥ ରହିବା କୁ ହେଲେ ଏହା ମାନିବ ଆବଶ୍ୟକ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।